ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଗତ ୨୨ ତାରିଖରେ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଶାଳଦେଇଗାଁର ମଲୀ ଜେନାଙ୍କୁ ଘସିପୁରା ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀ ମଦନମୋହନ ସାହୁ ଓରଫ୍ ବାବନ ସାହୁ ଏବଂ ତାଙ୍କର କିଛି ସମର୍ଥକ ଆକ୍ରମଣ କରିଥିଲେ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସଧୀନ ଅବସ୍ତାରେ ଆଜି ତାଙ୍କର ମୃତ ହୋଇଛି, NH 20 ସୁଆଁପଦା ଛକରେ ଟାୟାର ଜାଳି ମୃତ ଶରୀରକୁ ରଖି ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ଚାପା ଉତେଜନା ଦେଖିବାକୁ ମିଳିଛି।

Related post

ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ଫୋକସପ୍ଲସ 22/05/2023(ବ୍ୟୁରୋ) :ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ 5 ଟି ଟିପ୍ସ | ଫିଟନେସ୍ ପ୍ରେରଣା ପାଇବା…
ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ଫୋକସପ୍ଲସ 22/05/2023(ବ୍ୟୁରୋ) :ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି? ପର୍ଯ୍ୟାୟ କ୍ରମ୍ପ, କିମ୍ବା ଡିସମେନୋରିଆ, ଜୀବନରେ ଅସହଜ ଏବଂ ବ୍ୟାଘାତ ସୃଷ୍ଟି କରିପାରେ | ଏମାନେ ମହିଳାଙ୍କ ରୁତୁସ୍ରାବ…
କେଶ ଓ ସ୍ୱାସ୍ଥ୍ୟ ପାଇଁ 5 ଟି ଆଶ୍ଚର୍ଯ୍ୟଜନକ ଲାଭ

କେଶ ଓ ସ୍ୱାସ୍ଥ୍ୟ ପାଇଁ 5 ଟି ଆଶ୍ଚର୍ଯ୍ୟଜନକ ଲାଭ

ଫୋକସପ୍ଲସ 22/05/2023(ବ୍ୟୁରୋ) :କେଶ ଓ ସ୍ୱାସ୍ଥ୍ୟ ପାଇଁ 5 ଟି ଆଶ୍ଚର୍ଯ୍ୟଜନକ ଲାଭ | ଯଦି ଆପଣ କେଶ ଉପୁଡିବା , କେଶଝଡ଼ିବା ଏବଂ ଅନେକ କେଶର କ୍ଷତି,…

Leave a Reply

Your email address will not be published. Required fields are marked *