ଆମର କୋରାପୁଟ ଜିଲ୍ଲା ଆମର ଚାକିରୀ ଆମକୁ ଦିଅ ନାରାରେ କମ୍ପିଲା କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ।

ଜିଲ୍ଲା ଭିଷିକ ନିଯୁକ୍ତି ଦାବିରେ କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ବେକାର ଯୁବା ଯୁବତୀ
କୋରାପୁଟ୨୩/୦୨/୨୦୨୪: ଜିଲ୍ଲାରେ ଜୋରଧରିଲା ଜିଲ୍ଲା ଭିଭିକ ନିଯୁକ୍ତି ଦାବି । ଜିଲ୍ଲା ଭିରିକ ନିଯୁକ୍ତି ଦାବିରେ ଗର୍ଜିଲେ ଶତାଧୂକ ଶିକ୍ଷିତ ବେକାର ଯୁବକ ଯୁବତୀ । ଆଜି କୋରାପୁଟ ସଦର ମହକୁମା ସ୍ଥିତ ମା ନିଶାଣୀ ମୁଣ୍ଡା ଠାରେ ପୂଜାର୍ଚନା କରି ଶହ ଶହ ଶିକ୍ଷିତ ବେକାର ଯୁବକ ଯୁବତୀ ଏକ ବିଶାଳ ରାଲି କରି ସହର ପରିକ୍ରମା କରିବା ସହ କୋରାପୁଟ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚ୍ ପ୍ରତିବାଦ କରିଛନ୍ତି । ହାତରେ ପ୍ଲାକାର୍ଡ ଧରି ଯୁବକ ଯୁବତୀମାନେ ପ୍ରତିବାଦ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ବେକାର ଯୁବା ଯୁବତୀ ଙ୍କ ଅଭିଯୋଗ କୋରାପୁଟ ଭଳି ଆଦିବାସୀ ଅଧୁଷିତ ଜିଲ୍ଲାରେ ହଜାର ହଜାର ଶିକ୍ଷିତ ଆଦିବାସୀ ଯୁବକ ଯୁବତୀ ଚାକିରୀ ଆଶାୟୀ ଥିବା ବେଳେ ସରକାର କିନ୍ତୁ ସେମାନଙ୍କ ପ୍ରତି ଅଣଦେଖା କରି ବାହାର ଜିଲ୍ଲାର ପ୍ରାର୍ଥୀଙ୍କୁ ଚାକିରି ଦେଉଛନ୍ତି । ଯାହାଫଳରେ ପ୍ରାର୍ଥୀମାନେ ଚାକିରୀ ନ ପାଇ ବେକାର ହୋଇ କର୍ମ ସଂସ୍ଥାନ ସନ୍ଧାନରେ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯିବାକୁ ବାଧ୍ଯ ହେଉଛନ୍ତି ।ଆନ୍ଦୋଳକାରୀଙ୍କ ଅଭିଯୋଗ ଅନୁଯାୟୀ, କୋରାପୁଟ ଭଳି ଆଦିବାସୀ ଅଧୁଷିତ ଜିଲ୍ଲାରେ ହଜାର ହଜାର ଶିକ୍ଷିତ ଆଦିବାସୀ ଯୁବକ ଯୁବତୀ ଚାକିରୀ ଆଶାୟୀ ଥିବା ବେଳେ ସରକାର କିନ୍ତୁ ସେମାନଙ୍କ ପ୍ରତି ଅଣଦେଖା କରି ବାହାର ଜିଲ୍ଲାର ପ୍ରାର୍ଥୀଙ୍କୁ ଚାକିରି ଦା ଦେଉଛନ୍ତି । ଯାହାଫଳରେ ଜିଲ୍ଲାର ଦା ପ୍ରାର୍ଥୀମାନେ ଚାକିରୀ ନ ପାଇ ବେକାର ହୋଇ କର୍ମ ସଂସ୍ଥ ସଂସ୍ଥାନ ସନ୍ଧାନରେ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯିବାକୁ ବାଧ୍ଯ ହେଉଛନ୍ତି । ଯଦି ସରକାର ଏ ଏନେଇ ହୃଦବୋଧ କରି କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ପ୍ରତିବାଦ ଜୋରଦାର କରାଯିବ ବୋଲି କହିଛନ୍ତି ଆନ୍ଦୋଳନକାରୀ । ଏହାସହ ଏନେଇ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ପ୍ରତିବାଦ ଜୋରଦାର କରାଯିବ ବୋଲି କହିଛନ୍ତି ଆନ୍ଦୋଳନକାରୀ । ଏହାସହ ଏନେଇ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।

Related post

Leave a Reply

Your email address will not be published. Required fields are marked *