କଳିଙ୍ଗ ଷ୍ଟାଡିୟମ୍ ସ୍ପୋର୍ଟସ୍ ହଷ୍ଟେଲରେ କରୋନା

କଳିଙ୍ଗ ଷ୍ଟାଡିୟମ୍ ସ୍ପୋର୍ଟସ୍ ହଷ୍ଟେଲରେ କରୋନା

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ବଢି ବଢି ଚାଲିଛି । ଏଥିପାଇଁ ରାଜଧାନୀବାସୀ ଚିନ୍ତାରେ ଥିବା ବେଳେ କଳିଙ୍ଗ ଷ୍ଟାଡିୟମ୍ ସ୍ପୋର୍ଟସ ହଷ୍ଟେଲ୍ରେ କରୋନା ସଂକ୍ରମଣ ଚିହ୍ନଟ ହେବା ରାଜଧାନୀବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

କରୋନା ସଂକ୍ରମଣକୁ ରୋକିବା ପାଇଁ ବିଏମସି ସଂକ୍ରମଣ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ କରୁଥିବା ବେଳେ ସେଥିମଧ୍ୟରୁ କଳିଙ୍ଗ ଷ୍ଟାଡିୟମର ମହିଳା ଓ ପୁରୁଷ ସ୍ପୋର୍ଟସ ହଷ୍ଟେଲ ମଧ୍ୟ ରହିଛି । ଏହି ଦୁଇଟି ହଷ୍ଟେଲକୁ ବିଏମସି ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରାଯାଇଛି ।

ଏହି ଅଞ୍ଚଳ ଭିତରକୁ କିମ୍ବା ବାହାରକୁ କାହାକୁ ଯିବାକୁ ଅନୁମତି ଦିଆଯାଇ ନାହିଁ । ବିଏମସି ଏହି ଅଞ୍ଚଳରେ ସମସ୍ତ ପ୍ରକାରର ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି ।

Related post

ଡରେଇଲାଣି ଟମାଟୋ ଫ୍ଲୁ

ଡରେଇଲାଣି ଟମାଟୋ ଫ୍ଲୁ

ଫୋକସ ପ୍ଲସ 24/5/22: ଓଡିଶାରେ ଟମାଟୋ ଫ୍ଲୁ ବା ଟମାଟୋ ଜ୍ୱରର ଆତଙ୍କ ଦେଖାଦେଇଛି। ଦକ୍ଷିଣ ଭାରତରେ ବ୍ୟାପୀଥିବା ଏହି ବାୟୁବ୍ୟାପୀ ଭୂତାଣୁ ଏବେ ଓଡିଶାରେ ଚିହ୍ନଟ ହୋଇଛି।…
ଆଖୁ ଓ ପନିପରିବା ଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି ଯୁବଚାଷୀ

ଆଖୁ ଓ ପନିପରିବା ଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି ଯୁବଚାଷୀ

ଦିନକୁ ଦିନ ଆଖୁଚାସରୁ ମୁହଁ ଫେରାଉଚ୍ଚନ୍ତି କେନ୍ଦ୍ରାପଡ଼ା ଚାଷୀ । କିନ୍ତୁ ସେହି ଚାଷ କରି ସ୍ବାବଲମ୍ବୀ ହେଉଛନ୍ତି ଜଣେ ଯୁବ ଚାଷୀ । କିଛିବର୍ଷ ପୂର୍ବେ ଆଇଟିଆଇ…
ଭାରତକୁ ପ୍ରଶଂସା କଲେ ଆମେରିକାର ରାଷ୍ଟ୍ରପତି

ଭାରତକୁ ପ୍ରଶଂସା କଲେ ଆମେରିକାର ରାଷ୍ଟ୍ରପତି

ଫୋକସ ପ୍ଲସ 24/5/22 :ଟୋକିଓରେ କ୍ୱାଡ ସମ୍ମିଳନୀର ଅଧିବେଶନରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଗଣତାନ୍ତ୍ରିକ ଉପାୟରେ କୋଭିଡ ମହାମାରୀକୁ ସଫଳତାର ସହ ପରିଚାଳନା କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ…

Leave a Reply

Your email address will not be published.