ସିଆରପିଏଫ ପ୍ରଜ୍ଞାପନ ମେଢ ମାର୍ଚ୍ଚିଂ କଣ୍ଟିଜେଣ୍ଟରେ ଦୁଇ ଓଡ଼ିଆ ମହିଳା

ସିଆରପିଏଫ ପ୍ରଜ୍ଞାପନ ମେଢ ମାର୍ଚ୍ଚିଂ କଣ୍ଟିଜେଣ୍ଟରେ ଦୁଇ ଓଡ଼ିଆ ମହିଳା

ନୂଆଦିଲ୍ଲୀ: ଗତବର୍ଷ ଭଳି ଏଥର ମଧ୍ୟ ୭୩ତମ ସାଧାରଣତନ୍ତ୍ର ଦିବସର ଜାତୀୟ ପରେଡରେ ଦିଲ୍ଳୀର ରାଜପଥରେ ବିଶ୍ବର ସବୁଠାରୁ ବଡ ଅର୍ଦ୍ଧ ସାମରିକ ବାହିନୀ (ପାରାମିଲିଟାରି ଫୋର୍ସ) କେନ୍ଦ୍ରୀୟ ରିର୍ଜଭ ପୁଲିସ ବାହିନୀ (ସିଆରପିଏଫ)ର ପ୍ରଜ୍ଞାପନ ମେଢ ଗଡିବ। ସିଆରପିଏଫର ପ୍ରଜ୍ଞାପନ ମେଢର କଣ୍ଟିଜେଣ୍ଟ ମାର୍ଚ୍ଚିଂରେ ସମୁଦାୟ ୧୮ ଜଣ ଯବାନ ରହିଛନ୍ତି ଯେଉଁଥିରେ ୫ ଜଣ ମହିଳା ଅଛନ୍ତି । ଏହି ୫ ମହିଳାଙ୍କ ମଧ୍ୟରୁ ଦୁଇଜଣ ଓଡିଆ ରହିଛନ୍ତି ।

ସେମାନେ ହେଲେ ଢେଙ୍କାନାଳ ଜିଲ୍ଲାର –ପ୍ରିୟଦର୍ଶନୀ ଏବଂ ଜ୍ୟୋର୍ତିମୟୀ ସାହୁ। ଦୁଇ ଓଡି୍ଆ ମହିଳା ସିଆରପିଏଫରେ କନେଷ୍ଟବଳ ରୂପେ ଅବସ୍ଥାପିତ ଅଛନ୍ତି। ପ୍ରିୟଦର୍ଶନୀ କ୍ରମାଗତ ଦୁଇ ବର୍ଷଧରି ସିଆରପିଏଫର ପ୍ରଜ୍ଞାପନ ମେଢରେ ମାର୍ଚ୍ଚିଂ କଣ୍ଟିଜେଣ୍ଟରେ ଚୟନ ହୋଇଛନ୍ତି। ୨୦୨୦ର ସାଧାରଣତନ୍ତ୍ର ଦିବସ ପରେଡରେ ସିଆରପିଏଫର ଅଲ ୱିମେନ ବାଇକର୍ସ କଣ୍ଟିଜେଣ୍ଟର ଡେୟାର ଡେଭିଲ ଷ୍ଟଣ୍ଟ ପ୍ରର୍ଦଶନରେ ପ୍ରିୟଦର୍ଶନୀ ବେଶ ପ୍ରଶଂସା ସାଉଁଟିଥିଲେ।

Related post

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ,ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ରାଜ୍ୟର ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରାଗଲା

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ,ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ରାଜ୍ୟର ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ,ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ରାଜ୍ୟର ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରାଗଲା ପାଞ୍ଚଟି ଏନଏସି ଯଥା ବୌଦ୍ଧଗଡ଼ ଆସ୍କା ଛତ୍ରପୁର କରଞ୍ଜିଆ ଓ କଣ୍ଟାବାଞ୍ଝି…
ପ୍ରତାପଙ୍କ ଦ୍ୱାରା ଭତ୍ତା ଓ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ l

ପ୍ରତାପଙ୍କ ଦ୍ୱାରା ଭତ୍ତା ଓ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ l

ମାହାଙ୍ଗା୨୪/୦୨/୨୦୨୪: ମାହାଙ୍ଗାରେ ପ୍ରତାପ ଜେନାଙ୍କ ଲୋକାଭୀମୁଖୀ କାର୍ଯ୍ୟକ୍ରମରେ ହଜାର ହାଜର ଲୋକଙ୍କ ସମାବେଶ l ମାହାଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖ୍ୟ ଶ୍ରୀକୃଷ୍ଣପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ…
ବୌଦ୍ଧ ପୋଲିସ ହାତରେ 10 କୁଇଣ୍ଟାଲ ଗଞ୍ଜେଇ ସହ ଗୋଟିଏ ଟ୍ରକ ଜବତ, ଦୁଇ ଗିରଫ l

ବୌଦ୍ଧ ପୋଲିସ ହାତରେ 10 କୁଇଣ୍ଟାଲ ଗଞ୍ଜେଇ ସହ ଗୋଟିଏ ଟ୍ରକ…

ବୌଦ୍ଧ୨୪/୦୨/୨୦୨୪: ବୌଦ୍ଧ ପୋଲିସ ହାତରେ 10 କୁଇଣ୍ଟାଲ 25 କେଜି ଗଂଜେଇ ଜବତ, ଓ ଗୋଟିଏ ଟ୍ରକ ସହ 2ଜଣ ଅଭିଯୁକ୍ତକୁ ଗିରଫ କରିଛି ବୌଦ୍ଧ ଆଦର୍ଶ ଥାନା…

Leave a Reply

Your email address will not be published. Required fields are marked *