ଗାନ୍ଧୀ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୃର୍ବୁତ୍ତ

 

 

ମହାତ୍ମା ଗାନ୍ଧୀଙ୍କୁ ଅସନ୍ମାନ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଅଂଚଳରେ। ମାର୍ଶାଘାଇ ପକ୍ଷଟ ନିମ୍ନ ମୌଳିକ ବିଦ୍ୟାଳୟ ପରିସରରେ ଥିବା ଜାତୀର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୃତ୍ତି କୁ କେହି ଦୃବୁତ ଭାଙ୍ଗି ପକାଇ ଦେଇଥିବାର ଅଭିଯୋଗ ହୋଇଛି ।ଦୁଇ ବର୍ଷ ହେବ ଏହି ସ୍କୁଲ କୁ ବନ୍ଧ କରାଯାଇ ମଧୁସୂଦନ ବାଳକ ବିଦ୍ୟାଳୟରେ ମିଶାଇ ଦିଆଯାଇଛି, କିନ୍ତୁ ଏହି ପରିସରରେ ଏବେ ମଧ୍ୟ ଅଙ୍ଗନ ବାଡ଼ି କେନ୍ଦ୍ର ଚାଲୁରହିଛି। ସେପଟେ ଗ୍ରାମବାସୀ ଏହି ଘଟନାକୁ ଗୁରୁତ୍ୱ ଦେଇ ନଥିବା ବେଳେ ବର୍ତ୍ତମାନ ସୁଦ୍ଧା କିଭଳି ଭାଙ୍ଗିଲା ତାହା ଜଣାପଡିନାହିଁ ।

Related post

ନିଳମାଧବ ପାଇଲେ ବିଶ୍ଵବିଦ୍ୟାଳୟ ସ୍ତରୀୟ ଏନ୍ଏସ୍ଏସ୍ ଆୱାର୍ଡ଼

ନିଳମାଧବ ପାଇଲେ ବିଶ୍ଵବିଦ୍ୟାଳୟ ସ୍ତରୀୟ ଏନ୍ଏସ୍ଏସ୍ ଆୱାର୍ଡ଼

ଫୋକସ ପ୍ଲସ (ସୋରଡ଼ା): ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଅଧୀନରେ ଓଡ଼ିଶା ରାଜ୍ୟ ଜାତୀୟ ସେବା ଯୋଜନାର ୫୩ ତମ ପ୍ରତିଷ୍ଠା ଦିବସ ସମାରୋହରେ ବ୍ରହ୍ମପୁର…
ବିବାହ କରିବେ ରିଚା ଚଢା ଏବଂ ଅଲି ଫୈସଲ

ବିବାହ କରିବେ ରିଚା ଚଢା ଏବଂ ଅଲି ଫୈସଲ

ଫୋକସ ପ୍ଲସ(ବ୍ୟୁରୋ): ବହୁ ବର୍ଷର ପ୍ରେମ ସମ୍ପର୍କ ପରେ ଏବେ ବିବାହ କରିବାକୁ ଯାଉଛନ୍ତି ବଲିଉଡ଼ର ଏହି ଚର୍ଚ୍ଚିତ ଯୋଡି ରିଚା ଚଢା ଏବଂ ଅଲି ଫୈସଲ |ସେପ୍ଟେମ୍ବର…
ନଦୀରେ ଭାସୁଛି ମହିଳାଙ୍କ ଅର୍ଦ୍ଧଦଗ୍ଧ ଗଳିତ ଶବ

ନଦୀରେ ଭାସୁଛି ମହିଳାଙ୍କ ଅର୍ଦ୍ଧଦଗ୍ଧ ଗଳିତ ଶବ

ଫୋକସ ପ୍ଲସ(ଅସ୍ତରଙ୍ଗ): ଅସ୍ତରଙ୍ଗ ଦେଵୀ ନଦୀରେ ଭାସୁଛି ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ଗଳିତ ଶବ |କେହି ହତ୍ୟା କରି ନଦୀରେ ଫିଙ୍ଗିଦେବା ସନ୍ଦେହ ।ଖବର ପାଇ ଅସ୍ତରଙ୍ଗ ମେରାଇନି…

Leave a Reply

Your email address will not be published.