ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଲେ ଅସୁର ବନ୍ଧ ଗ୍ରାମବାସୀ

ସୋରଡ଼ା (କୋରେଶ ମହାପାତ୍ର )ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ଅସୁର ବନ୍ଧ ପଞ୍ଚାୟତ ବି ଅଁଳାଝୋଳି ଗ୍ରାମ ରେ ଏହିଥର ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେବା ସହ ନିଜ ପଞ୍ଚାୟତ ଅସୁର ବନ୍ଧ ଗ୍ରାମରେ ପୋଷ୍ଟର ଲଗାଇ ଥିଲେ ନା ଅଛି ରାସ୍ତା,ନଳକୂପ, ନା ମିଳିଛି ଆବାସ ଯୋଜନା ସୋରଡ଼ା ରୁ କୋରେଶ୍ ମହାପାତ୍ର ଙ୍କ ରିପୋର୍ଟ୍ ଫୋକସ ପ୍ଲସ

Related post

ଧାରଣା ରେ ବସିଲେ ଜମୀହରାମାନେ

ଧାରଣା ରେ ବସିଲେ ଜମୀହରାମାନେ

ଚାଳିଷ ବର୍ଷ ପୂର୍ବେ ପାରାଦ୍ବୀପ ବୃହତ୍ ସାର କାରଖାନା ପିପିଏଲ କମ୍ପାନୀ ଜମୀହରାମାନଙ୍କୁ ଦେଇଥିବା ପ୍ରତିଶୃତି ପୁରଣ ନକରିବାରୁ ପିପିଏଲ୍ ଫାଟକ ବନ୍ଦ କରାଯାଇଛି, ଜମିହରା କାରୀମାନଙ୍କ ଦାବି…
ବିନା ନୋଟିସ ରେ ଚାଲିଛି ମାସିକ ସଭା

ବିନା ନୋଟିସ ରେ ଚାଲିଛି ମାସିକ ସଭା

ଫୋକସ ପ୍ଲସ 24/5/22(ସମ୍ବଲପୁର): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଭରତାପୁର ଗ୍ରାମପଞ୍ଚାୟତ ରେ ବିନା ନୋଟିସ ରେ ଚାଲିଥିଲା ମାସିକ ସଭା |ଏହି ସଭା ରେ ପାତର…
ଭୟଙ୍କର ଗ୍ରୀଷ୍ମ ପ୍ରବହାରେ ଅସ୍ତବ୍ୟସ୍ତ ଜନ ଜୀବନ

ଭୟଙ୍କର ଗ୍ରୀଷ୍ମ ପ୍ରବହାରେ ଅସ୍ତବ୍ୟସ୍ତ ଜନ ଜୀବନ

ଫୋକସ ପ୍ଲସ 24/5/22(କଳାହାଣ୍ଡି): ତତଲା କଡେଇରେ ସିଜୁଛି ଲୋକଙ୍କ ଜିବନ ଏଆଡ଼େ ଗଲେ ଗରମ୍ ସେଆଡ଼େ ଗଲେ ଗରମ୍ ତେବେ ଦେଖିବା କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ରୁ…

Leave a Reply

Your email address will not be published.