ପୁତ୍ର ସନ୍ତାନ ଜନ୍ମ ଦେଲେ ପତ୍ନୀ ହେଜଲ କୀଚ୍‌ : ଯୁବରାଜ ସିଂହ

 

ନୂଆଦିଲ୍ଲୀ : ଯୁବରାଜ ମଙ୍ଗଳବାର ଟୁଇଟ୍‌ କରି ଲେଖିଛନ୍ତି ଯେ, ସମସ୍ତ ପ୍ରଶଂସକ, ପରିବାର ଓ ବନ୍ଧୁଙ୍କ ପାଇଁ କହୁଛି ଯେ, ଭଗବାନ ଆଜି ଆମକୁ ଏକ ପୁତ୍ର ଦେଇଛନ୍ତି। ଆମେ ଭଗବାନଙ୍କୁ ଏହି ଆଶୀର୍ବାଦ ପାଇଁ ଧନ୍ୟବାଦ ଜଣାଉଛୁ। ଆମେ ଚାହୁଁଛୁ ଯେ, ଆମର ବ୍ୟକ୍ତିଗତ ଜୀବନ ପ୍ରତି ସମ୍ମାନ ଜଣାଇବେ।

ଭାରତର ପୂର୍ବତନ କ୍ରିକେଟର ତଥା ଅଲଣାଉଣ୍ଡର ଯୁବରାଜ ସିଂହ ବାପା ହୋଇଛନ୍ତି। ମଙ୍ଗଳବାର ତାଙ୍କର ପତ୍ନୀ ହେଜଲ କିଚ୍‌ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଯୁବରାଜ ସିଂହ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି।

Related post

ଦୁର୍ନୀତି କରିବା ପଡିଲା ମହଙ୍ଗା

ଦୁର୍ନୀତି କରିବା ପଡିଲା ମହଙ୍ଗା

ଫୋକସ ପ୍ଲସ ୬/୨/୨୩(ବ୍ୟୁରୋ):ଦୁର୍ନୀତି ଅଭିଯୋଗରେ ହଟିବେ ଯୁଦ୍ଧବିଧ୍ୱସ୍ତ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ ଓଲେକସି ରେଜନିକୋଭ । ତାଙ୍କୁ ହଟାଇବା ଲାଗି ନିଷ୍ପତ୍ତି ନେଇଛନ୍ତି ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ।…
ଟାଟା ଷ୍ଟିଲ ମେରାମଣ୍ଡଳି ପକ୍ଷରୁ ମେଗା କ୍ରୀଡା କାର୍ଯକ୍ରମ

ଟାଟା ଷ୍ଟିଲ ମେରାମଣ୍ଡଳି ପକ୍ଷରୁ ମେଗା କ୍ରୀଡା କାର୍ଯକ୍ରମ

ଫୋକସ ପ୍ଲସ ୬/୨/୨୩(ଢେଙ୍କାନାଳ): ଆଜି ଟାଟା ଷ୍ଟିଲ ମେରାମଣ୍ଡଳି ପକ୍ଷରୁ ଏକ ମେଗା କ୍ରୀଡା କାର୍ଯକ୍ରମ ଆୟୋଜିତ ହୋଇଥିଲା ଏହି କାର୍ଯକ୍ରମରେ ରନ-ଏ-ଥନର ତୃତୀୟ ସଂସ୍କରଣରେ ୩୫୦୦ ଜଣ…
ଆଜିଠାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ

ଆଜିଠାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ

ଫୋକସ ପ୍ଲସ ୬/୨/୨୩(ବ୍ୟୁରୋ): ଆଜିଠାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ। ବର୍ତ୍ତମାନ ରାଜ୍ୟରେ ଦିନର ତାପମାତ୍ରା ଅଧିକ ରହୁଥିବା ବେଳେ ଆଜିଠାରୁ ଉଭୟ ଦିନ ଓ ରାତିର ତାପମାତ୍ରା…

Leave a Reply

Your email address will not be published.