ମହାରାଷ୍ଟ୍ରର ନନ୍ଦୁରବାର ରେଳ ଷ୍ଟେସନରେ ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସ ଟ୍ରେନର ପାଣ୍ଟ୍ରି କାରରେ ଅଗ୍ନିକାଣ୍ଡ

ମହାରାଷ୍ଟ୍ରର ନନ୍ଦୁରବାର ରେଳ ଷ୍ଟେସନରେ ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସ ଟ୍ରେନର ପାଣ୍ଟ୍ରି କାରରେ ଅଗ୍ନିକାଣ୍ଡ

 

 

 

ମହାରାଷ୍ଟ୍ରର ନନ୍ଦୁରବାର ରେଳ ଷ୍ଟେସନରେ ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସ ଟ୍ରେନର ପାଣ୍ଟ୍ରି କାରରେ ଅଗ୍ନିକାଣ୍ଡ । ଏହି ଦୁର୍ଘଟଣାରେ ଯାତ୍ରୀ ମାନଙ୍କର କୌଣସି କ୍ଷୟକ୍ଷତି ହୋଇନାହିଁ । ସୂଚନା ଅନୁଯାୟୀ, ସକାଳ 10.35 ରେ ଗାନ୍ଧୀଧାମରୁ ପୁରୀ ଅଭିମୁଖେ ଯାଉଥିବା ଟ୍ରେନ୍ ନମ୍ବର 12993 ର ପ୍ୟାଣ୍ଟ୍ରି କାରରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ଟେଣ୍ଡର ଘଟଣାସ୍ଥଳରେ ପହଞ୍ଚି ପ୍ୟାଣ୍ଟ୍ରି କାରକୁ ଟ୍ରେନରୁ ଅଲଗା କରି ନିଆଁକୁ ଆୟତ୍ତ କରିଥିଲା। ପରେ ସ୍ଥାନୀୟ ପୋଲିସ, ବିପର୍ଯ୍ୟୟ ପରିଚାଳନା ଏବଂ ମେଡିକାଲ ଟିମକୁ ଖବର ଦିଆ ଯାଇଥିଲା । ତେବେ ଏହି ଟ୍ରେନରେ ସମୁଦାୟ 22 ଟି କୋଚ୍ ରହିଛି।

Related post

ଇଂଡିକୋ ସ୍କୁଟି କୁ ଧକ୍କାଦେଇ ଇଂଡିକୋ ଡ୍ରାଇଭର ଫେରାର ।

ଇଂଡିକୋ ସ୍କୁଟି କୁ ଧକ୍କାଦେଇ ଇଂଡିକୋ ଡ୍ରାଇଭର ଫେରାର ।

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଅlମ୍ବାସରମୁଣ୍ଡା ପଞ୍ଚlୟତ ଅନ୍ତର୍ଗତ ପଥରଖୁମ୍ପl ଗ୍ରାମ ଛକ ଠାରେ ସକାଳ ୮ ଘଣ୍ଟିକା ସମୟରେ OR 19 N 7563…

Leave a Reply

Your email address will not be published.