କୁମ୍ଭୀର ମୁହଁ ରେ ଜାଲ

ଗୁଡ଼ାଇ ହୋଇରହି ଥିବା ଦେଖାଯାଇଥିଲା. ଆଠଗଡ ବନବିଭାଗ, ଚନ୍ଦକା ବନବିଭାଗ, ନନ୍ଦନକାନନ ବିଶେଷଜ୍ଞ ଟିମ ତଥା ସ୍ଥାନୀୟ ମାଛ ଧରାଳି ଙ୍କ ସହାୟତା ରେ କୁମ୍ଭୀର ଟିକୁକାବୁ କରାଯାଇଥିଲା.ଘଡ଼ିଆଳପ୍ରଜାତି ର  କୁମ୍ଭୀର  ଙ୍କ ସୁରକ୍ଷା ପାଇଁ ସାଟେଲାଇଟ ଟ୍ରାନ୍ସମିଟର ଖଞ୍ଜାଯାଇଛି.ଏଭଳି କୁମ୍ଭୀର  ସାଧାରଣତ କ୍ଷତି ସାଧନ କରିନଥାଏ ଓ ନିରୀହ ପ୍ରକୃତି ର ବୋଲି ବନବିଭାଗ ବିଶେଷଜ୍ଞ ପ୍ରକାଶ କରିଛନ୍ତି. କୁମ୍ଭୀର କୁ ମହାନଦୀ ରେ ପୁଣି  ଛାଡି ଦିଆଯାଇଛି।

କଟକ ସାଲେପୁର ରୁ ସ୍ୱଦେଶ ରଞ୍ଜନ ଫୋକସ ପ୍ଲସ।

Related post

ଅଙ୍ଗନବାଡ଼ି କର୍ମୀଙ୍କ ଛତୁଆ ଗାଡ଼ି ଅଟକାଇ ପ୍ରତିବାଦ ।

ଅଙ୍ଗନବାଡ଼ି କର୍ମୀଙ୍କ ଛତୁଆ ଗାଡ଼ି ଅଟକାଇ ପ୍ରତିବାଦ ।

ଫୋକସ ପ୍ଲସ ୨/୧୨/୨୦୨୨( ରାୟଗଡ଼ା ):-  ଅଙ୍ଗନବାଡ଼ି କର୍ମୀଙ୍କ ଛତୁଆ ଗାଡି ଅଟକାଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି l ବିଡ଼ିଓଙ୍କ ଆଦେଶ କ୍ରମେ ୨ ସୁପରଭାଇଜର ରୀନା…
ବିରଳ ପ୍ରଜାତିର ଶାଗୁଣା ଉଦ୍ଧାର

ବିରଳ ପ୍ରଜାତିର ଶାଗୁଣା ଉଦ୍ଧାର

ଫୋକସ ପ୍ଲସ 2/12/22 ( ରସୁଲପୁର): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ମହାକାଳପଡ଼ା ପଞ୍ଚାୟତ ନୀଳାପଦା ଗ୍ରାମ ନିକଟସ୍ଥ ନଦୀ ପଠାରୁ ଆଜି ଏକ ବିରଳ ଶାଗୁଣା…
ବଣେଇକୁ ଜିଲ୍ଲା ଘୋଷଣା ଦାବିରେ 6 ଘଣ୍ଟିଆ ବନ୍ଦ ଡାକରା ।

ବଣେଇକୁ ଜିଲ୍ଲା ଘୋଷଣା ଦାବିରେ 6 ଘଣ୍ଟିଆ ବନ୍ଦ ଡାକରା ।

ଫୋକସ ପ୍ଲସ 2/12/22 (ବଣାଇ):ସୁନ୍ଦରଗଡ ଜିଲ୍ଲା ବଣାଇକୁ ଜିଲ୍ଲା ଦାବି ରେ କ୍ରିୟାନୁଷ୍ଠାନ କମିଟିର 6 ଘଣ୍ଟିଆ ବନ୍ଦ ଡାକରା। ଆଜି ବଣାଇ ଜିଲ୍ଲା ଦାବି ରେ ବନ୍ଦ…

Leave a Reply

Your email address will not be published.