The Focus Plus January 24, 2022 ପଞ୍ଜାବ ସର୍ଭେ: ହିନ୍ଦୁ ହୋଇଥିବାରୁ ସିଏମ୍ ରେସରୁ ପ୍ରତ୍ୟାଖ୍ୟାନ କରାଯାଇଛି : କଂଗ୍ରେସ ନେତା ସୁନୀଲ ଜାଖର Breaking newsଦେଶ ବିଦେଶରାଜନୀତି February 2, 2022 No Comment 18 ପଞ୍ଜାବ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ଦୋୖଡକୁ ନେଇ ମଙ୍ଗଳବାର ଦିନ ଦଳ ମଧ୍ୟରେ ମତଭେଦ ସୃଷ୍ଟି କରିଛି। ଦିନକ ପୂର୍ବରୁ ଏହି ଦଦୌଡରୁ ବହିଷ୍କୃତ ହୋଇଥିବା କଂଗ୍ରେସ ନେତା ସୁନୀଲ ଜାଖର କହିଛନ୍ତି ଯେ ହିନ୍ଦୁ ହୋଇଥିବାରୁ ତାଙ୍କୁ ପ୍ରତ୍ୟାଖ୍ୟାନ କରାଯାଇଥିଲା।