ଓଡ଼ିଶାକୁ କେତେ ମିଳିଲା  ରେଳ ବଜେଟ ?

ଓଡ଼ିଶାକୁ କେତେ ମିଳିଲା ରେଳ ବଜେଟ ?

ନୂଆଦିଲ୍ଲୀ; 3/2/2022:ଓଡ଼ିଶାରେ ରେଳବାଇର ବିକାଶ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେବେ ୨ହଜାର ୮୭୨କୋଟି ୯୧ ଲକ୍ଷ ଟଙ୍କା । ୨୦୨୨-୨୩ ରେଳ ବଜେଟରେ ଓଡ଼ିଶା ପାଇବ ୨ହଜାର ୮୭୨କୋଟି ୯୧ ଲକ୍ଷ ଟଙ୍କା । ଖୋର୍ଦ୍ଧା-ବଲାଙ୍ଗିର ପାଇଁ ୮୯୧.୧୧ କୋଟି, ଅନୁଗୁଳ- ସୁକିନ୍ଦା ରେଳପଥ ପାଇଁ ୪୭୫ କୋଟି, ହରିଦାସପୁର- ପାରାଦୀପ ପାଇଁ ୮୫ କୋଟି, ତାଳଚେର- ବିମଳାଗଡ଼ ପାଇଁ ୨୫୦ କୋଟି, ଜୟପୁର- ମାଲକାନଗିରି୧୩ କୋଟି ୮୦ଲକ୍ଷ, ଜୟପୁର- ନବରଙ୍ଗପୁର ପାଇଁ ୮୧ କୋଟି, ନୌପଡ଼ା-ଗୁଣପୁର- ଥେରୁବାଲି ପାଇଁ ୧୦ କୋଟି ଟଙ୍କା ମଞ୍ଜୁର ହୋଇଛି

ସେହିପରି ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀକୁ ରେଳ ଲାଇନକୁ କେନ୍ଦ୍ର ମଞ୍ଜୁରୀ ଦେଇଛି । ଖୋର୍ଦ୍ଧା-ବାରଙ୍ଗ ୩ୟ ଲାଇନ ପାଇଁ ୧୬୪ କୋଟି, ସମ୍ବଲପୁର – ଟିଟିଲାଗଡ଼ ଲାଇନ ପାଇଁ ୭୯କୋଟି ୫୦ଲକ୍ଷ, ବାଂଶପାଣି- ଦୈତାରୀ-ଟମକା-ଯଖପୁରା ପାଇଁ ୩୦୦କୋଟି, ସମ୍ବଲପୁର – ତାଳଚେର ଲାଇନ ପାଇଁ ୧୭୨କୋଟି ୫୦ଲକ୍ଷ, ଭଦ୍ରକ-ର୍ନିଗୁଣ୍ଡି ୩ୟ ଲାଇନ୍ ପାଇଁ ୩୫୧କୋଟି ଟଙ୍କା ମିଳିବ ।

Related post

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ଫୋକସ ପ୍ଲସ 28/3/23(ବ୍ୟୁରୋ): ବିଭିନ୍ନ ସମୟରେ ଗଣମାଧ୍ୟମ ରେ ନିଜର ସ୍ୱର କୁ ଶାଣିତ କରି ଅନେକ ଜୀବନ ଜୀବିକା କୁ ବସାଇ ପାରିଥିବା ଫୋକସ ପ୍ଲସ ମୁଖ୍ୟ…
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର ୩…
ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଫୋକସ ପ୍ଲସ 28/3/23(ବ୍ୟୁରୋ): ଖରାଦିନରେ ଅନେକ ଜାଗାରେ ଦେଖିବାକୁ ମିଳିଥାଏ ଜଳ ର ସଙ୍କଟ | ମଣିଷ ଠୁ ପଶୁ ପକ୍ଷୀ ମଧ୍ୟ ଜଳ ପାଇଁ ଆଉଟ ପାଉଟୁ…

Leave a Reply

Your email address will not be published. Required fields are marked *