ସୁପର ହିରୋ ଲୁକରେ ଆସିବେ ମାହି

ସୁପର ହିରୋ ଲୁକରେ ଆସିବେ ମାହି

ରାଞ୍ଚି: 3/3/2022:ସୁପର ହିରୋ ଲୁକରେ ମାହି। ପୂର୍ବତନ ଭାରତୀୟ କ୍ରିକେଟର ଏମଏସ ଧୋନିଙ୍କ ପ୍ରଥମ ଗ୍ରାଫିକ ଉପନ୍ୟାସ ଅଥର୍ବ- ଦି ଅରିଜିନର ଫାଷ୍ଟ ଲୁକ ଜାରି ହୋଇଛି। ନିଜେ ଧୋନି ଏହାକୁ ସୋସିଆଲ ମିଡିଆରେ ଜାରି କରିଛନ୍ତି। ଏକ ମୋସନ କ୍ଲିପରେ ଧୋନୀ ସୁପର ହିରୋ ଭାବେ ନଜର ଆସିଛନ୍ତି। ଜଣେ ଯୋଦ୍ଧା ଭାବେ ଯୁଦ୍ଧ ମୈଦାନରେ ତାଙ୍କର ଆନିମେଟେଡ ଅବତାରରେ ଦେଖାଯାଇଛି

ଏଥିରେ ସେ ଦାନବ ଭଳି ସେନା ସହ ଲଢେଇ କରୁଛନ୍ତି। ଧୋନିଙ୍କ ଗ୍ରାଫିକ ଉପନ୍ୟାସ ରମେଶ ତାମିଲମନିଙ୍କ ଦ୍ୱାରା ଲିଖିତ। ଫ୍ୟାନ୍‌ସଙ୍କୁ ତାଙ୍କର ଏହି ଅବତାର ବହୁତ ପସନ୍ଦ ଆସିଥିବା କମେଣ୍ଟରୁ ଦେଖାଯାଇଛି। ମାହିଙ୍କ ଖୁବ ପ୍ରଶଂସା କରିନ୍ତି ଫ୍ୟାନ୍‌ସ। ୨୦୧୯ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେବା ପରେ ଧୋନି ପ୍ରଥମ ଥର ନୂଆ କାର୍ଯ୍ୟରେ ହାତ ରଖିଛନ୍ତି।ଫ୍ୟାନ୍ସ ମାନେ ଧୋନିଙ୍କ ଏହି ଅବତାରକୁ ବେଶ ପସନ୍ଦ କରିଛନ୍ତି ..

Related post

ଉଦ୍ଧାର ହେଲା ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ

ଉଦ୍ଧାର ହେଲା ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ

ଫୋକସ ପ୍ଲସ 24/5/22:ଜରଡ଼ା ଥାନା ଅନ୍ତର୍ଗତ ସାମନ୍ତରାପୁର ଗ୍ରାମରୁ ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଉଭୟ ସାମନ୍ତରାପୁର ଗ୍ରାମରହୋଇଥିବା ବେଳେ ଯୁବକଙ୍କ ନାଁ ସୋନୁ ବେହେରା…
ଜୁନ ୯ରେ ରାୟ ଶୁଣାଇବେ କୋର୍ଟ

ଜୁନ ୯ରେ ରାୟ ଶୁଣାଇବେ କୋର୍ଟ

ଫୋକସ ପ୍ଲସ 24/5/22(ନୂଆଦିଲ୍ଲୀ): ଦିଲ୍ଲୀ ସାକେତ କୋର୍ଟରେ କୁତବ ମୀନାର ମାମଲାର ଶୁଣାଣି ଶେଷ। ଆସନ୍ତା ଜୁନ୍ ୯ ତାରିଖରେ ରାୟ ଶୁଣାଇବେ କୋର୍ଟ। ଆଜି ଏଏସଆଇ ଏବଂ…
ଡରେଇଲାଣି ଟମାଟୋ ଫ୍ଲୁ

ଡରେଇଲାଣି ଟମାଟୋ ଫ୍ଲୁ

ଫୋକସ ପ୍ଲସ 24/5/22: ଓଡିଶାରେ ଟମାଟୋ ଫ୍ଲୁ ବା ଟମାଟୋ ଜ୍ୱରର ଆତଙ୍କ ଦେଖାଦେଇଛି। ଦକ୍ଷିଣ ଭାରତରେ ବ୍ୟାପୀଥିବା ଏହି ବାୟୁବ୍ୟାପୀ ଭୂତାଣୁ ଏବେ ଓଡିଶାରେ ଚିହ୍ନଟ ହୋଇଛି।…

Leave a Reply

Your email address will not be published.