ଫେବୃଆରୀ 7 ତାରିଖରୁ ପୁଣି ଖୋଲିବ ସ୍କୁଲ ଏବଂ କଲେଜ
ଅଷ୍ଟମ ଶ୍ରେଣୀରୁ ଯୁକ୍ତ ଦୁଇ ଏବଂ ସବୁ ପ୍ରକାର ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଓ ବୈଷୟିକ ବିଦ୍ୟାଳୟ ମଧ୍ୟ ଫେବୃଆରୀ 7 ତାରିଖରୁ ଖୋଲିବ ବୋଲି, କହିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର, ଏବଂ ଯଥାକ୍ରମେ କେଜି ଠୁ ଆରମ୍ଭ କରି ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ, ଚଳିତ ବର୍ଷ 14 ଫେବୃଆରୀ ଖୋଲିବ, ବୋଲି ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ଜଣାଇଲେ ମୁଖ୍ୟ ଶାସନ ସଚିବ