ରକ୍ତ ଦେବା ପାଇଁ ଲାଞ୍ଚ

ରକ୍ତ ଦେବା ପାଇଁ ଲାଞ୍ଚ

ନେଲା ବେଳେ ଧରାପଡ଼ିଲେ ଲ୍ୟାବ୍ ଟେକ୍ନିସିଆନ, କଟକ ଏସସିବି ମେଡିକାଲ ରକ୍ତଭଣ୍ଡାର ଟେକ୍ନିସିଆନ କିଶୋର ଚନ୍ଦ୍ର ସ୍ୱାଇଁ, ୨ ବୋତଲ ରକ୍ତ ଦେବାକୁ ଜଣେ ରୋଗୀଙ୍କ ସଂପର୍କୀୟଠାରୁ ଲାଞ୍ଚ ନେଉଥିଲେ, ଧରାପଡ଼ିବା ପରେ କିଶୋରଙ୍କ ଚାନ୍ଦିନୀଚୌକ ଓ ଗୋବିନ୍ଦପୁର ଘରେ ରେଡ୍.

Related post

ଚମ୍ପୁଆ ଏନଏସି ଫଳାଫଳ ବିଜେଡିର ବାଜିମାତ

ଚମ୍ପୁଆ ଏନଏସି ଫଳାଫଳ ବିଜେଡିର ବାଜିମାତ

ଚମ୍ପୁଆରୁ ଦାଶରଥି ଗିରିଙ୍କ ରିପୋର୍ଟ ଚମ୍ପୁଆ ତା ୨୬/୩.ଚମ୍ପୁଆ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ନିର୍ବାଚନ ଦାୟିତ୍ଵ ଅଧିକାରୀ ତହସିଲଦାର ସାଇ ସ୍ମିତା ହୋତା ସୂଚାରୁ ରୁପେ ହୋଇଛି…
ବୋହୁ କରିଥିଲେ ଋଣ…ଶାଶୁ ଖାଇଲେ ମାଡ଼

ବୋହୁ କରିଥିଲେ ଋଣ…ଶାଶୁ ଖାଇଲେ ମାଡ଼

ଫୋକସ ପ୍ଲସ 26/5/22 (କେନ୍ଦ୍ରାପଡା):ବୋହୁ କରିଥିଲେ ଋଣ |ଶାଶୁ ଖାଇଲେ ମାଡ଼, ଖାଲି ମାଡ଼ ନୁହେ ଚାରି ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଘରେ ପୁରାଇ ତାଲା ପକାଇ…
ନାଚ ଗୀତାରେ ଝୁମିଲେ ଏସପି

ନାଚ ଗୀତାରେ ଝୁମିଲେ ଏସପି

ଫୋକସ ପ୍ଲସ 26/5/22 (ନବରଙ୍ଗପୁର): କିଶୋରୀ ଜାଗୃତି ସପ୍ତାହ ପାଳନ ଉତ୍ସବ ରେ ଗୀତ ଗାଇଲେ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ l ନବରଙ୍ଗପୁର ଜିଲ୍ଲା…

Leave a Reply

Your email address will not be published.