୩ ଜଣ ଯୁବକ ଉପରେ ଆଜଣା ଗାଡି ମାଡିଯିବାରୁ ଘଟଣାସ୍ଥଳରେ ଦୁଇ ଯୁବକ ପିନକୁନ ନାଏକ, ବୁଧୁ ମହାରଣାଙ୍କ ମୃତ୍ୟୁ ଘଟିଛି

୩ ଜଣ ଯୁବକ ଉପରେ ଆଜଣା ଗାଡି ମାଡିଯିବାରୁ ଘଟଣାସ୍ଥଳରେ ଦୁଇ ଯୁବକ ପିନକୁନ ନାଏକ, ବୁଧୁ ମହାରଣାଙ୍କ ମୃତ୍ୟୁ ଘଟିଛି

ମର୍ମନ୍ତୁତ ସଡକ ଦୁର୍ଘଟଣା

ଚମ୍ପୁଆ ତା୯/୦୨- ରଘୁ ଆଳ ସାହି ନିକଟରେ ଘଟିଯାଇଛି ଏକ ଅଭାବନୀୟ ସଡକ ଦୁର୍ଘଟଣା । ସୂଚନା ଅନୁଯାୟୀ ରିମୁଳିଠାରୁ କୋଦଗାଡିଆ ଅଭିମୁଖେ ଏକ ବାଇକ୍ ଯୋଗେ ରାତି ୯ଟା ବେଳେ ଯାଉଥିବା ଓ ଅନ୍ୟ ଜଣଙ୍କୁ ଗୁରୁତ୍ଵ ଅବସ୍ଥାରେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି । ତେବେ ଏମାନଙ୍କ ଘର କୋଦଗାଡିଆ ଅଞ୍ଚଳର ବୋଲି ଅନୁମାନ କରାଯାଉଛି।
ଚମ୍ପୁଆ ରୁ ଦାଶରଥି ଗିରିଙ୍କ ରିପୋର୍ଟfocus plus

Related post

ଏ ଯୁଗର ସାବିତ୍ରୀ ।

ଏ ଯୁଗର ସାବିତ୍ରୀ ।

କଳାହାଣ୍ଡି୨୩/୦୨/୨୦୨୪: ଯମଦେବଙ୍କ ପାଖରୁ ମୢତ ସ୍ବାମୀଙ୍କୁ ଫେରି ପାଇ ଥିଲେ ସାବିତ୍ରୀ । ଏ ପୁରାଣର କଥା । କିନ୍ତୁ ମୢତ୍ୟ ମୁଖରେ ପଡି ଥିବା ସ୍ବାମୀଙ୍କୁ ନିଜ…

ଆମର କୋରାପୁଟ ଜିଲ୍ଲା ଆମର ଚାକିରୀ ଆମକୁ ଦିଅ ନାରାରେ କମ୍ପିଲା…

ଜିଲ୍ଲା ଭିଷିକ ନିଯୁକ୍ତି ଦାବିରେ କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ବେକାର ଯୁବା ଯୁବତୀ କୋରାପୁଟ୨୩/୦୨/୨୦୨୪: ଜିଲ୍ଲାରେ ଜୋରଧରିଲା ଜିଲ୍ଲା ଭିଭିକ ନିଯୁକ୍ତି ଦାବି । ଜିଲ୍ଲା ଭିରିକ…
କୋରାପୁଟରେ ଜଳରଙ୍ଗ ଚିତ୍ରଶିଳ୍ପୀ ଶିବିର ଓ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ।

କୋରାପୁଟରେ ଜଳରଙ୍ଗ ଚିତ୍ରଶିଳ୍ପୀ ଶିବିର ଓ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ।

କୋରାପୁଟ୨୩/୦୨/୨୦୨୪: କୋରାପୁଟର ଦେଓମାଳୀ ଠାରେ ଓଡିଶା ଲଳିତ କଳା ଏକାଡେମୀ,ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଏବଂ କୋରାପୁଟ ଜିଲ୍ଲା ପ୍ରଶାସନ ସହଯୋଗରେ ଏକ ରାଜ୍ୟ…

Leave a Reply

Your email address will not be published. Required fields are marked *