ଘନଉଛି ଋଷ ଓ ୟୁକ୍ରେନ ବିବାଦ

ଘନଉଛି ଋଷ ଓ ୟୁକ୍ରେନ ବିବାଦ

ୟୁକ୍ରେନ ଓ ଋଷ ବିବାଦ ଏବେ ଉଗରୂପ ନେବାକୁ ବସିଛି । ଗୋଟିଏ ପଟେ ଋଶର ଲକ୍ଷ ଲକ୍ଷ ସେନା ଯବାନ ଏବେ ୟୁକ୍ରେନକୁ ଘେରି ରହିଥିବା ବେଳେ ୟୁକ୍ରେନ ଓ ଆମେରିକା ମିଳିତ ଭାବେ ଏହାକୁ ସାମ୍ନା କରିବାକୁ ସୀମାରେ ଜଗି ବସିଛନ୍ତି । ଏହାରି ଭିତରେ ୟୁକ୍ରେନରେ ରହୁଥିବା ଆମେରିକୀୟଙ୍କ ତୁରନ୍ତ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ରାଷ୍ଟ୍ରପତି ଜୋ ବାଇଡେନ ଅନୁରୋଧ କରିଥିବା ବେଳେ ୨୦ ହଜାର ଭାରତୀୟ ଛାତ୍ର କିଭଳି ସୁରକ୍ଷିତ ଭାବେ ନିଜ ଦେଶକୁ ଫେରିବେ ସେନେଇ ଭାରତ ତରଫରୁ ପ୍ରସ୍ତୁତ ଆରମ୍ଭ ହୋଇଛି ।ୟୁକ୍ରେନ ସବୁଠାରୁ ଅଧିକ ଆନ୍ଧ୍ର ପ୍ରଦେଶ, କେରଳ, ତେଲେଙ୍ଗାନା, ପଞ୍ଜାବ ଓ ରାଜସ୍ଥାନର ଛାତ୍ରମାନେ ରହିଛନ୍ତି । ସେମାନଙ୍କୁ ତୁରନ୍ତ ଦେଶକୁ ଫେରାଇଆଣିବାକୁ ରାଷ୍ଟ୍ରପତିଙ୍କ ସଚିବାଳୟରେ ଯାଚିକା ଦାଖଲ ହୋଇସାରିଛି । ରାଜସ୍ଥାନ କଂଗ୍ରେସ ନେତା ଚର୍ମେଶ ଶର୍ମା ଏନେଇ ଦାଖଲ କରିଥିବା ଯାଚିକାରେ କୁହାଯାଇଛି କି,ସାରା ଦେଶରୁ ୧୮-୨୦ ହଜାର ଭାରତୀୟ ଛାତ୍ର ୟୁକ୍ରେନରେ ରହୁଛନ୍ତି

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Related post

ଚମ୍ପୁଆ ଏନଏସି ଫଳାଫଳ ବିଜେଡିର ବାଜିମାତ

ଚମ୍ପୁଆ ଏନଏସି ଫଳାଫଳ ବିଜେଡିର ବାଜିମାତ

ଚମ୍ପୁଆରୁ ଦାଶରଥି ଗିରିଙ୍କ ରିପୋର୍ଟ ଚମ୍ପୁଆ ତା ୨୬/୩.ଚମ୍ପୁଆ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ନିର୍ବାଚନ ଦାୟିତ୍ଵ ଅଧିକାରୀ ତହସିଲଦାର ସାଇ ସ୍ମିତା ହୋତା ସୂଚାରୁ ରୁପେ ହୋଇଛି…
ବୋହୁ କରିଥିଲେ ଋଣ…ଶାଶୁ ଖାଇଲେ ମାଡ଼

ବୋହୁ କରିଥିଲେ ଋଣ…ଶାଶୁ ଖାଇଲେ ମାଡ଼

ଫୋକସ ପ୍ଲସ 26/5/22 (କେନ୍ଦ୍ରାପଡା):ବୋହୁ କରିଥିଲେ ଋଣ |ଶାଶୁ ଖାଇଲେ ମାଡ଼, ଖାଲି ମାଡ଼ ନୁହେ ଚାରି ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଘରେ ପୁରାଇ ତାଲା ପକାଇ…
ନାଚ ଗୀତାରେ ଝୁମିଲେ ଏସପି

ନାଚ ଗୀତାରେ ଝୁମିଲେ ଏସପି

ଫୋକସ ପ୍ଲସ 26/5/22 (ନବରଙ୍ଗପୁର): କିଶୋରୀ ଜାଗୃତି ସପ୍ତାହ ପାଳନ ଉତ୍ସବ ରେ ଗୀତ ଗାଇଲେ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ l ନବରଙ୍ଗପୁର ଜିଲ୍ଲା…

Leave a Reply

Your email address will not be published.