ଆଜି ଭାଲେଣ୍ଟାଇନ୍ସ ଡେ

ଆଜି ଭାଲେଣ୍ଟାଇନ୍ସ ଡେ

ଆଜି ଭାଲେଣ୍ଟାଇନ୍ସ ଡେ …

ପ୍ରେମ…..ଅଢେଇ ଅକ୍ଷରରେ ଗୋଟିଏ ଶବ୍ଦ । ଦୁଇଟି ଆତ୍ମାକୁ ଏକ କରିଦିଏ । ଗୋଟିଏ ସମ୍ପର୍କକୁ ସାତ ଜନ୍ମ ପାଇଁ ଏକାଠି ବାନ୍ଧିଦିଏ । ପ୍ରେମ ଏମିତି ଗୋଟେ ପୂଜା, ଯେଉଁଠି ନା ଚେହେରା, ନା କଳା ଗୋରା ..କିଛି ବି ଲୋଡା ପଡେନାଆଜି ଭାଲେଟାଂଇନସ ଡେ’ । ଦୀର୍ଘ ଏକ ସପ୍ତାହ ହେଲା ଚାଲିଥିବା ପ୍ରେମ ସପ୍ତାହ ଆଜି ଶେଷ ହେଉଛି..
ପ୍ରେମୀ ଯୁଗଳଙ୍କ ଦିଲ ନିଆ ଦିଆ ..ଦୁହେଁ ସାତ ଜନମର ସାଥୀ ହୋଇ ଭାଲେଣ୍ଟା ଇନସ ଡେ ପାଳନ କରିଥାନ୍ତି ଆମେ ସମସ୍ତେ ଜାଣିଛେ, ପ୍ରେମ ଶ୍ୱାଶତ, ପ୍ରେମ ଅମର । ହେଲେ ଆଜିର ଦିନରେ ପ୍ରତାରଣା କି ପ୍ରତାରିତଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ.. ତେବେ ଏସବୁ ମଧ୍ୟରେ ଆଜିର ଦିନରେ ପ୍ରେମୀ ଯୁଗଳ ଖୁବ ଖୁସି ରେ ପାଳନ କରିଛନ୍ତି ଏହି ଭାଲେଣ୍ଟାଇନ୍ସ ଡେ

Related post

ଅଙ୍ଗନବାଡ଼ି କର୍ମୀଙ୍କ ଛତୁଆ ଗାଡ଼ି ଅଟକାଇ ପ୍ରତିବାଦ ।

ଅଙ୍ଗନବାଡ଼ି କର୍ମୀଙ୍କ ଛତୁଆ ଗାଡ଼ି ଅଟକାଇ ପ୍ରତିବାଦ ।

ଫୋକସ ପ୍ଲସ ୨/୧୨/୨୦୨୨( ରାୟଗଡ଼ା ):-  ଅଙ୍ଗନବାଡ଼ି କର୍ମୀଙ୍କ ଛତୁଆ ଗାଡି ଅଟକାଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି l ବିଡ଼ିଓଙ୍କ ଆଦେଶ କ୍ରମେ ୨ ସୁପରଭାଇଜର ରୀନା…
ବିରଳ ପ୍ରଜାତିର ଶାଗୁଣା ଉଦ୍ଧାର

ବିରଳ ପ୍ରଜାତିର ଶାଗୁଣା ଉଦ୍ଧାର

ଫୋକସ ପ୍ଲସ 2/12/22 ( ରସୁଲପୁର): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ମହାକାଳପଡ଼ା ପଞ୍ଚାୟତ ନୀଳାପଦା ଗ୍ରାମ ନିକଟସ୍ଥ ନଦୀ ପଠାରୁ ଆଜି ଏକ ବିରଳ ଶାଗୁଣା…
ବଣେଇକୁ ଜିଲ୍ଲା ଘୋଷଣା ଦାବିରେ 6 ଘଣ୍ଟିଆ ବନ୍ଦ ଡାକରା ।

ବଣେଇକୁ ଜିଲ୍ଲା ଘୋଷଣା ଦାବିରେ 6 ଘଣ୍ଟିଆ ବନ୍ଦ ଡାକରା ।

ଫୋକସ ପ୍ଲସ 2/12/22 (ବଣାଇ):ସୁନ୍ଦରଗଡ ଜିଲ୍ଲା ବଣାଇକୁ ଜିଲ୍ଲା ଦାବି ରେ କ୍ରିୟାନୁଷ୍ଠାନ କମିଟିର 6 ଘଣ୍ଟିଆ ବନ୍ଦ ଡାକରା। ଆଜି ବଣାଇ ଜିଲ୍ଲା ଦାବି ରେ ବନ୍ଦ…

Leave a Reply

Your email address will not be published.