ଆଜି ଭାଲେଣ୍ଟାଇନ୍ସ ଡେ

ଆଜି ଭାଲେଣ୍ଟାଇନ୍ସ ଡେ

ଆଜି ଭାଲେଣ୍ଟାଇନ୍ସ ଡେ …

ପ୍ରେମ…..ଅଢେଇ ଅକ୍ଷରରେ ଗୋଟିଏ ଶବ୍ଦ । ଦୁଇଟି ଆତ୍ମାକୁ ଏକ କରିଦିଏ । ଗୋଟିଏ ସମ୍ପର୍କକୁ ସାତ ଜନ୍ମ ପାଇଁ ଏକାଠି ବାନ୍ଧିଦିଏ । ପ୍ରେମ ଏମିତି ଗୋଟେ ପୂଜା, ଯେଉଁଠି ନା ଚେହେରା, ନା କଳା ଗୋରା ..କିଛି ବି ଲୋଡା ପଡେନାଆଜି ଭାଲେଟାଂଇନସ ଡେ’ । ଦୀର୍ଘ ଏକ ସପ୍ତାହ ହେଲା ଚାଲିଥିବା ପ୍ରେମ ସପ୍ତାହ ଆଜି ଶେଷ ହେଉଛି..
ପ୍ରେମୀ ଯୁଗଳଙ୍କ ଦିଲ ନିଆ ଦିଆ ..ଦୁହେଁ ସାତ ଜନମର ସାଥୀ ହୋଇ ଭାଲେଣ୍ଟା ଇନସ ଡେ ପାଳନ କରିଥାନ୍ତି ଆମେ ସମସ୍ତେ ଜାଣିଛେ, ପ୍ରେମ ଶ୍ୱାଶତ, ପ୍ରେମ ଅମର । ହେଲେ ଆଜିର ଦିନରେ ପ୍ରତାରଣା କି ପ୍ରତାରିତଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ.. ତେବେ ଏସବୁ ମଧ୍ୟରେ ଆଜିର ଦିନରେ ପ୍ରେମୀ ଯୁଗଳ ଖୁବ ଖୁସି ରେ ପାଳନ କରିଛନ୍ତି ଏହି ଭାଲେଣ୍ଟାଇନ୍ସ ଡେ

Related post

ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…
ଗିରଫ ହେଲେ ରସିକିଆ ଶିକ୍ଷକ

ଗିରଫ ହେଲେ ରସିକିଆ ଶିକ୍ଷକ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଜଣେ ପ୍ରଧାନ ଶିକ୍ଷକ ଅଫିସକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଘେରାଉ କରିଛନ୍ତି।ଏନେଇ ଶିକ୍ଷକ…
ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ଫୋକସ ପ୍ଲସ 31/3/23(ହାଟଡିହି): ଭୂତ ଖାଉଛି ପିଡ଼ିଏସ ସାମଗ୍ରୀ।ହିତାଧିକାରୀଙ୍କ ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ ଅନ୍ଧାରରେ ରଖି ପିଡ଼ିଏସ ସାମଗ୍ରୀ ଉଠାଣ ହେଇଥିବା ଅଭିଯୋଗ ଆସିଛି।ପଦାରେ ପଡ଼ିଲା…

Leave a Reply

Your email address will not be published. Required fields are marked *