ମୋଦି ସରକାର ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ଦେବେ

ମୋଦି ସରକାର ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ଦେବେ

ହାଇଦ୍ରାବାଦ୍‌:ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ଦିଅନ୍ତୁ ମୋଦି ସରକାର:କହିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ..: ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ଦିଅନ୍ତୁ ମୋଦି ସରକାର:କହିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ..
ପାକିସ୍ତାନ ଅଧିକୃତ କାଶ୍ମୀର ପିଓକେରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ଉପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ସରକାରଙ୍କୁ ନିକଟରେ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିଛନ୍ତି। ଚନ୍ଦ୍ରଶେଖର ରାଓ ମାଗୁଛନ୍ତି ପ୍ରମାଣ । ଏହାର ପ୍ରମାଣ କେନ୍ଦ୍ର ସରକାରଙ୍କୁ ଦେଖାନ୍ତୁ। ଭାଜପା ମିଥ୍ୟା ପ୍ରଚାର କରେ। ଏହି କାରଣରୁ ଲୋକମାନେ ଏହାର ପ୍ରମାଣ ମାଗୁଛନ୍ତି। ଏହାର ପ୍ରମାଣ କେନ୍ଦ୍ର ସରକାରଙ୍କୁ ଦେଖାନ୍ତୁ। ଭାଜପା ମିଥ୍ୟା ପ୍ରଚାର କରେ। ଏହି କାରଣରୁ ଲୋକମାନେ ଏହାର ମାଗୁଛନ୍ତି।
ଏକ ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ରାଓ ଏହି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଭାଜପା ରାଜନୈତିକ ସ୍ତରରେ ସର୍ଜିକାଲ ଷ୍ଟ୍ରାଇକ ବ୍ୟବହାର କରୁଛି। ସୀମାରେ ସେନା ଯୁଦ୍ଧ କରୁଛି। ଏହାର ପ୍ରମାଣ କେନ୍ଦ୍ର ସରକାରଙ୍କୁ ଦେଖାନ୍ତୁ। ଭାଜପା ମିଥ୍ୟା ପ୍ରଚାର କରେ। ଏହି କାରଣରୁ ଲୋକମାନେ ଏହାର ମାଗୁଛନ୍ତି।
ଏକ ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ରାଓ ଏହି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଭାଜପା ରାଜନୈତିକ ସ୍ତରରେ ସର୍ଜିକାଲ ଷ୍ଟ୍ରାଇକ ବ୍ୟବହାର କରୁଛି। ସୀମାରେ ସେନା ଯୁଦ୍ଧ କରୁଛି।
୨୦୧୬ରେ ଭାରତୀୟ ସେନା ପିଓକେରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା।

Related post

ଅଙ୍ଗନବାଡ଼ି କର୍ମୀଙ୍କ ଛତୁଆ ଗାଡ଼ି ଅଟକାଇ ପ୍ରତିବାଦ ।

ଅଙ୍ଗନବାଡ଼ି କର୍ମୀଙ୍କ ଛତୁଆ ଗାଡ଼ି ଅଟକାଇ ପ୍ରତିବାଦ ।

ଫୋକସ ପ୍ଲସ ୨/୧୨/୨୦୨୨( ରାୟଗଡ଼ା ):-  ଅଙ୍ଗନବାଡ଼ି କର୍ମୀଙ୍କ ଛତୁଆ ଗାଡି ଅଟକାଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି l ବିଡ଼ିଓଙ୍କ ଆଦେଶ କ୍ରମେ ୨ ସୁପରଭାଇଜର ରୀନା…
ବିରଳ ପ୍ରଜାତିର ଶାଗୁଣା ଉଦ୍ଧାର

ବିରଳ ପ୍ରଜାତିର ଶାଗୁଣା ଉଦ୍ଧାର

ଫୋକସ ପ୍ଲସ 2/12/22 ( ରସୁଲପୁର): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ମହାକାଳପଡ଼ା ପଞ୍ଚାୟତ ନୀଳାପଦା ଗ୍ରାମ ନିକଟସ୍ଥ ନଦୀ ପଠାରୁ ଆଜି ଏକ ବିରଳ ଶାଗୁଣା…
ବଣେଇକୁ ଜିଲ୍ଲା ଘୋଷଣା ଦାବିରେ 6 ଘଣ୍ଟିଆ ବନ୍ଦ ଡାକରା ।

ବଣେଇକୁ ଜିଲ୍ଲା ଘୋଷଣା ଦାବିରେ 6 ଘଣ୍ଟିଆ ବନ୍ଦ ଡାକରା ।

ଫୋକସ ପ୍ଲସ 2/12/22 (ବଣାଇ):ସୁନ୍ଦରଗଡ ଜିଲ୍ଲା ବଣାଇକୁ ଜିଲ୍ଲା ଦାବି ରେ କ୍ରିୟାନୁଷ୍ଠାନ କମିଟିର 6 ଘଣ୍ଟିଆ ବନ୍ଦ ଡାକରା। ଆଜି ବଣାଇ ଜିଲ୍ଲା ଦାବି ରେ ବନ୍ଦ…

Leave a Reply

Your email address will not be published.