ଯେତିକି ସରଳ ରାଜନୀତିରେ ସେତିକି ସଫଳ ନିଆରା ମଣିଷ ଢେଙ୍କାନାଳ ସାଂସଦ ମହେଶ ସାହୁ

ଯେତିକି ସରଳ ରାଜନୀତିରେ ସେତିକି ସଫଳ ନିଆରା ମଣିଷ ଢେଙ୍କାନାଳ ସାଂସଦ ମହେଶ ସାହୁ

ତାଳଚେର : ସାଧୀନତାର ୭୫ ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ଏମିତି ଏକ ଗାଁ, ସହ. ଅଂଚଳ ଅଛି ଯେଉଁ ଠାରେ ଜନ ପ୍ରତିନିଧ୍ୱ ମାନେ ବାରମ୍ବାର ଜନତାଙ୍କର ଆର୍ଶିବାଦ ପାଇ ଜନ ପ୍ରିନିସ୍ ହୋଇଥିଲେ ମଧ୍ୟ ସେଠାରେ ପାଦ ପକାନ୍ତି ନାହିଁ । କିନ୍ତୁ ଢେଙ୍କାନାଳ ସାଂସଦ ମହେଶ ସାହୁ ଭିନ୍ନ ଜନପ୍ରତିନିଧ୍ୱ । ଏମିତି ଏକ ଘଟଣା ଘଟିଛି ବଅଁରପାଳ ବ୍ଲକ (ଅନୁଗୋଳ) ଭୋଗବେରେଣୀ ପଂଚାୟତର କୁଶୁପଙ୍ଗି ଗାଁ ରେ । ନିଜର ଶରୀର ଅସୁସ୍ଥ ସତ୍ତ୍ୱେ ତା୧୪ ।୨ ।୨୦୨୨ ରିଖ ଅପରାହ୍ନରେ ପହଂଚିଥିଲେ । ହରିଜନ ବହୁଳ ଗାଁ ରେ ସାଂସଦଙ୍କୁ ପ୍ରଥମେ ଦେଖ୍ ଲୋକମାନଙ୍କ ବିଶେଷ କରି ଗାଁ ର ମହିଳାମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଜଣେ ସରଳ ମଣିଷ ଭାବି ସାଂସଦଙ୍କ ପାଖକୁ ଯାଇ ନିଜର ସମସ୍ୟା କଥା କହିଥିଲେ ଏବଂ ଏହାର ସମାଧାନ ପାଇଁ ସାଂସଦ ମହୋଦୟ ପ୍ରତିଶୃତି ଦେଇଥିଲେ । ଚଳିତ ପଂଚାୟତ ନିର୍ବାଚନରେ ବିଜୁ ଜନତା ଦଳ ର ପ୍ରାର୍ଥୀ ମାନଙ୍କୁ ଆର୍ଶିବାଦ କରି ନବୀନ ବାବୁଙ୍କ ସପ୍ନକୁ ସାକାର କରିବା ପାଇଁ ଲୋକମାନଙ୍କୁ ଅନୁରୋଧ କରିଥିଲେ । ସତରେ ଦେଖିବାକୁ ଗଲେ ନିଆରା ମଣିଷ ଆମ ଜଣ ନେତା ସାଂସଦ ମହେଶ ସାହୁ ।

Related post

ଖସିଲା ରୁପା ଦର  ବଢିଲା ସୁନା ଦର । ପଢନ୍ତୁ କେତେ ରହିଛି ଆଜିର ରେଟ ?

ଖସିଲା ରୁପା ଦର ବଢିଲା ସୁନା ଦର । ପଢନ୍ତୁ କେତେ…

ଫୋକସ ପ୍ଲସ 24/5/22: ମେ ୨୪ରେ ସୁନା ମୂଲ୍ୟ ବଢ଼ିଛି ଓ ରୁପା ମୂଲ୍ୟ ହ୍ରାସ ଘଟିଛି । ସେହିପରି ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟ ମଧ୍ୟ…
ଚନ୍ଦନ ଯାତ୍ରାବେଳେ ଅଘଟଣ

ଚନ୍ଦନ ଯାତ୍ରାବେଳେ ଅଘଟଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଠାରେ ଚାଲିଥିବା ଚନ୍ଦନ ଯାତ୍ରା ତୃତୀୟ ଦିନରେ ଏକ ଅଭାବନୀୟ ଘଟଣା ଘଟିଛି। ଯାତ୍ରା ଚାଲିଥିବା ବେଳେ କାଳବୈଶାଖୀ ବର୍ଷା…
ଉଦ୍ଧାର ହେଲା ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ

ଉଦ୍ଧାର ହେଲା ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ

ଫୋକସ ପ୍ଲସ 24/5/22:ଜରଡ଼ା ଥାନା ଅନ୍ତର୍ଗତ ସାମନ୍ତରାପୁର ଗ୍ରାମରୁ ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଉଭୟ ସାମନ୍ତରାପୁର ଗ୍ରାମରହୋଇଥିବା ବେଳେ ଯୁବକଙ୍କ ନାଁ ସୋନୁ ବେହେରା…

Leave a Reply

Your email address will not be published.