ଓଡ଼ିଶା ଆଡ଼କୁ ଆସୁଛି ପଶ୍ଚିମା ଝଡ଼

ଓଡ଼ିଶା ଆଡ଼କୁ ଆସୁଛି ପଶ୍ଚିମା ଝଡ଼

ଭୁବନେଶ୍ୱର:। ଏହାର ପ୍ରଭାବରେ ଆସନ୍ତା ୨୪ ତାରିଖରୁ ପୁଣି ବର୍ଷା ସମ୍ଭାବନା ରହିଛି। ୨୪ ଓ ୨୫ରେ ବର୍ଷା ହେବାକୁ ଥିବାବେଳେ ୨୫ରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସୂଚନାନୁସାରେ, ୨୪ ତାରିଖରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜରେ ସ୍ବଳ୍ପ ଧରଣର ବର୍ଷା ହେବ।

Related post

IPL ରେ ଇତିହାସ ରଚିଲା LSG I

IPL ରେ ଇତିହାସ ରଚିଲା LSG I

ଫୋକସ ପ୍ଲସ 19/5/22 :ଆଇପିଏଲ ଇତିହାସରେ ରେକର୍ଡ କଲା ଲକ୍ଷ୍ନୌ ସୁପର ଜେଣ୍ଟସ୍ । କୋଲକତା ନାଇଟ୍ ରାଇଡ଼ରର୍ସ ବିପକ୍ଷରେ ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ବିନା ୱିକେଟରେ…
ବଳାତ୍କାର ଅଭିଯୋଗରେ ଗିରଫ ହେଲେ ଯୁବକ

ବଳାତ୍କାର ଅଭିଯୋଗରେ ଗିରଫ ହେଲେ ଯୁବକ

ଫୋକସ ପ୍ଲସ 19/5/22 (ପୁରୀ) : ନିମାପଡା ଏନ୍ ଏ ସି ଅଞ୍ଚଳରେ ଜୈନିକା ନାବାଳିକା କୁ ବଳାତ୍କାର କରିବା ଅଭିଯୋଗ ରେ ତାର ସମ୍ପର୍କୀୟ ବିବାହିତ ଯୁବକ…
ଆସନ୍ତାକାଲି ଜିଆନଭାପି ମସଜିଦ ମାମଲାର ଶୁଣାଣି କରିବେ SC I

ଆସନ୍ତାକାଲି ଜିଆନଭାପି ମସଜିଦ ମାମଲାର ଶୁଣାଣି କରିବେ SC I

ଶୁକ୍ରବାର ଦିନ ଅପରାହ୍ନ 3 ଟାରେ ଜୟନଭାପି ମସଜିଦ ମାମଲାର ସୁପ୍ରିମକୋର୍ଟ ଶୁଣାଣି କରିବେ। ବାରାଣାସୀ କୋର୍ଟରେ ମଧ୍ୟ ଶୁଣାଣି ସ୍ଥଗିତ ରଖାଯାଇଛି। ବାରାଣସୀ ଅଦାଲତର ଏହି ଅଞ୍ଚଳକୁ…

Leave a Reply

Your email address will not be published.