ୟୁକ୍ରେନ୍‌ ଉପରେ ଆକ୍ରମଣ କଲା ଋଷ୍

ୟୁକ୍ରେନ୍‌ ଉପରେ ଆକ୍ରମଣ କଲା ଋଷ୍

ଋଷ୍ କଲା ୟୁକ୍ରେନ୍‌ ଉପରେ ଆକ୍ରମଣ ..ୟୁକ୍ରେନ୍‌ ଉପରେ ଋଷର ଆକ୍ରମଣ ଭୟ ସତ ହୋଇଛି। ସବୁଠି ବିସ୍ଫୋରଣର ଶବ୍ଦ। ଧ୍ୱଂଶ ଲୀଳା ରଚିଛି ଆକ୍ରମଣ। ଏହାରି ଭିତରେ ଭାରତୀୟଙ୍କୁ ନିଜ ଦେଶକୁ ଫେରାଇ ଆଣିବାକୁ ଉଡ଼ାଣ ଭରିଥିବା ଏୟାରଇଣ୍ଡିଆ ବିମାନ ଦିଲ୍ଲୀକୁ ପୁଣି ଫେରିଆସିଛି। ୟୁକ୍ରେନ୍‌ ସମସ୍ତ ବିମାନ ସେବା ବନ୍ଦ୍‌ କରିଦେଇଛି।ଯୁଦ୍ଧ ଭିତରେ କିଛି ଭାରତୀୟ ଫେରି ଆସିଥିବା ବେଳେ ୨୦ ହଜାର ଭାରତୀୟ ୟୁକ୍ରେନରେ ଫସି ରହିଛନ୍ତି । ଏ ସବୁ ଭିତରେ ଭାରତ ଋଷ୍‌ ଓ ୟୁକ୍ରେନ୍‌ ଭିତରେ ହିଂସାକୁ କମ୍‌ କରିବାକୁ ଆହ୍ୱାନ୍‌ କରିଛି। , ଏମିତି ହେଲେ ଆଗକୁ ଏକ ବଡ଼ ସଙ୍କଟ ଦେଖାଦେଇପାରେ। ଋଷର ରାଷ୍ଟ୍ରପତି ବ୍ଲାଦିମିର୍ ପୁତିନ୍‌ ଶାନ୍ତିର ସହ ଏହାର ସମାଧାନ କରିବାକୁ ଅପିଲ୍‌ କରିଛନ୍ତି। ଏବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୋଲାଖୋଲି ଭାବେ ୟୁକ୍ରେନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରୁଷ ସୈନ୍ୟମାନେ ୟୁକ୍ରେନ ଭିତରେ ପଶି ଆକ୍ରମଣ କରୁଛନ୍ତି।  ସବୁଠି ବିସ୍ଫୋରଣର ଶବ୍ଦ। ଧ୍ୱଂଶ ଲୀଳା ରଚିଛି ଆକ୍ରମଣ। ଏହାରି ଭିତରେ ଭାରତୀୟଙ୍କୁ ନିଜ ଦେଶକୁ ଫେରାଇ ଆଣିବାକୁ ଉଡ଼ାଣ ଭରିଥିବା ଏୟାରଇଣ୍ଡିଆ ବିମାନ ଦିଲ୍ଲୀକୁ ପୁଣି ଫେରିଆସିଛି। ୟୁକ୍ରେନ୍‌ ସମସ୍ତ ବିମାନ ସେବା ବନ୍ଦ୍‌ କରିଦେଇଛି।ଯୁଦ୍ଧ ଭିତରେ କିଛି ଭାରତୀୟ ଫେରି ଆସିଥିବା ବେଳେ ୨୦ ହଜାର ଭାରତୀୟ ୟୁକ୍ରେନରେ ଫସି ରହିଛନ୍ତି । ଏ ସବୁ ଭିତରେ ଭାରତ ଋଷ୍‌ ଓ ୟୁକ୍ରେନ୍‌ ଭିତରେ ହିଂସାକୁ କମ୍‌ କରିବାକୁ ଆହ୍ୱାନ୍‌ କରିଛି। , ଏମିତି ହେଲେ ଆଗକୁ ଏକ ବଡ଼ ସଙ୍କଟ ଦେଖାଦେଇପାରେ। ଋଷର ରାଷ୍ଟ୍ରପତି ବ୍ଲାଦିମିର୍ ପୁତିନ୍‌ ଶାନ୍ତିର ସହ ଏହାର ସମାଧାନ କରିବାକୁ ଅପିଲ୍‌ କରିଛନ୍ତି।ଏବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୋଲାଖୋଲି ଭାବେ ୟୁକ୍ରେନ ବିରୋଧରେ ସାମାରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରୁଷ ସୈନ୍ୟମାନେ ୟୁକ୍ରେନ ଭିତରେ ପଶି ଆକ୍ରମଣ କରୁଛନ୍ତି। ଏମିତି କି ଋଷ୍‌ ୟୁକ୍ରେନ୍‌ ସେନାକୁ ହତିଆର୍‌ ଛାଡିଦେବାକୁ କହିଛି। ଏସବୁ ପରେ ବି ହାର୍‌ ମାନିନି ୟୁକ୍ରେନ୍‌। ପ୍ରତି ଆକ୍ରମଣ ଜାରି ରଖିଛି..ୟୁକ୍ରେନରେ ଫସି ରହିଛନ୍ତି ୨୦ ହଜାର ଭାରତୀୟ..

Related post

ଉଦ୍ଧାର ହେଲା ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ

ଉଦ୍ଧାର ହେଲା ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ

ଫୋକସ ପ୍ଲସ 24/5/22:ଜରଡ଼ା ଥାନା ଅନ୍ତର୍ଗତ ସାମନ୍ତରାପୁର ଗ୍ରାମରୁ ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଉଭୟ ସାମନ୍ତରାପୁର ଗ୍ରାମରହୋଇଥିବା ବେଳେ ଯୁବକଙ୍କ ନାଁ ସୋନୁ ବେହେରା…
ଜୁନ ୯ରେ ରାୟ ଶୁଣାଇବେ କୋର୍ଟ

ଜୁନ ୯ରେ ରାୟ ଶୁଣାଇବେ କୋର୍ଟ

ଫୋକସ ପ୍ଲସ 24/5/22(ନୂଆଦିଲ୍ଲୀ): ଦିଲ୍ଲୀ ସାକେତ କୋର୍ଟରେ କୁତବ ମୀନାର ମାମଲାର ଶୁଣାଣି ଶେଷ। ଆସନ୍ତା ଜୁନ୍ ୯ ତାରିଖରେ ରାୟ ଶୁଣାଇବେ କୋର୍ଟ। ଆଜି ଏଏସଆଇ ଏବଂ…
ଡରେଇଲାଣି ଟମାଟୋ ଫ୍ଲୁ

ଡରେଇଲାଣି ଟମାଟୋ ଫ୍ଲୁ

ଫୋକସ ପ୍ଲସ 24/5/22: ଓଡିଶାରେ ଟମାଟୋ ଫ୍ଲୁ ବା ଟମାଟୋ ଜ୍ୱରର ଆତଙ୍କ ଦେଖାଦେଇଛି। ଦକ୍ଷିଣ ଭାରତରେ ବ୍ୟାପୀଥିବା ଏହି ବାୟୁବ୍ୟାପୀ ଭୂତାଣୁ ଏବେ ଓଡିଶାରେ ଚିହ୍ନଟ ହୋଇଛି।…

Leave a Reply

Your email address will not be published.