ୟୁକ୍ରେନ୍‌ ଉପରେ ଆକ୍ରମଣ କଲା ଋଷ୍

ୟୁକ୍ରେନ୍‌ ଉପରେ ଆକ୍ରମଣ କଲା ଋଷ୍

ଋଷ୍ କଲା ୟୁକ୍ରେନ୍‌ ଉପରେ ଆକ୍ରମଣ ..ୟୁକ୍ରେନ୍‌ ଉପରେ ଋଷର ଆକ୍ରମଣ ଭୟ ସତ ହୋଇଛି। ସବୁଠି ବିସ୍ଫୋରଣର ଶବ୍ଦ। ଧ୍ୱଂଶ ଲୀଳା ରଚିଛି ଆକ୍ରମଣ। ଏହାରି ଭିତରେ ଭାରତୀୟଙ୍କୁ ନିଜ ଦେଶକୁ ଫେରାଇ ଆଣିବାକୁ ଉଡ଼ାଣ ଭରିଥିବା ଏୟାରଇଣ୍ଡିଆ ବିମାନ ଦିଲ୍ଲୀକୁ ପୁଣି ଫେରିଆସିଛି। ୟୁକ୍ରେନ୍‌ ସମସ୍ତ ବିମାନ ସେବା ବନ୍ଦ୍‌ କରିଦେଇଛି।ଯୁଦ୍ଧ ଭିତରେ କିଛି ଭାରତୀୟ ଫେରି ଆସିଥିବା ବେଳେ ୨୦ ହଜାର ଭାରତୀୟ ୟୁକ୍ରେନରେ ଫସି ରହିଛନ୍ତି । ଏ ସବୁ ଭିତରେ ଭାରତ ଋଷ୍‌ ଓ ୟୁକ୍ରେନ୍‌ ଭିତରେ ହିଂସାକୁ କମ୍‌ କରିବାକୁ ଆହ୍ୱାନ୍‌ କରିଛି। , ଏମିତି ହେଲେ ଆଗକୁ ଏକ ବଡ଼ ସଙ୍କଟ ଦେଖାଦେଇପାରେ। ଋଷର ରାଷ୍ଟ୍ରପତି ବ୍ଲାଦିମିର୍ ପୁତିନ୍‌ ଶାନ୍ତିର ସହ ଏହାର ସମାଧାନ କରିବାକୁ ଅପିଲ୍‌ କରିଛନ୍ତି। ଏବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୋଲାଖୋଲି ଭାବେ ୟୁକ୍ରେନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରୁଷ ସୈନ୍ୟମାନେ ୟୁକ୍ରେନ ଭିତରେ ପଶି ଆକ୍ରମଣ କରୁଛନ୍ତି।  ସବୁଠି ବିସ୍ଫୋରଣର ଶବ୍ଦ। ଧ୍ୱଂଶ ଲୀଳା ରଚିଛି ଆକ୍ରମଣ। ଏହାରି ଭିତରେ ଭାରତୀୟଙ୍କୁ ନିଜ ଦେଶକୁ ଫେରାଇ ଆଣିବାକୁ ଉଡ଼ାଣ ଭରିଥିବା ଏୟାରଇଣ୍ଡିଆ ବିମାନ ଦିଲ୍ଲୀକୁ ପୁଣି ଫେରିଆସିଛି। ୟୁକ୍ରେନ୍‌ ସମସ୍ତ ବିମାନ ସେବା ବନ୍ଦ୍‌ କରିଦେଇଛି।ଯୁଦ୍ଧ ଭିତରେ କିଛି ଭାରତୀୟ ଫେରି ଆସିଥିବା ବେଳେ ୨୦ ହଜାର ଭାରତୀୟ ୟୁକ୍ରେନରେ ଫସି ରହିଛନ୍ତି । ଏ ସବୁ ଭିତରେ ଭାରତ ଋଷ୍‌ ଓ ୟୁକ୍ରେନ୍‌ ଭିତରେ ହିଂସାକୁ କମ୍‌ କରିବାକୁ ଆହ୍ୱାନ୍‌ କରିଛି। , ଏମିତି ହେଲେ ଆଗକୁ ଏକ ବଡ଼ ସଙ୍କଟ ଦେଖାଦେଇପାରେ। ଋଷର ରାଷ୍ଟ୍ରପତି ବ୍ଲାଦିମିର୍ ପୁତିନ୍‌ ଶାନ୍ତିର ସହ ଏହାର ସମାଧାନ କରିବାକୁ ଅପିଲ୍‌ କରିଛନ୍ତି।ଏବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୋଲାଖୋଲି ଭାବେ ୟୁକ୍ରେନ ବିରୋଧରେ ସାମାରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରୁଷ ସୈନ୍ୟମାନେ ୟୁକ୍ରେନ ଭିତରେ ପଶି ଆକ୍ରମଣ କରୁଛନ୍ତି। ଏମିତି କି ଋଷ୍‌ ୟୁକ୍ରେନ୍‌ ସେନାକୁ ହତିଆର୍‌ ଛାଡିଦେବାକୁ କହିଛି। ଏସବୁ ପରେ ବି ହାର୍‌ ମାନିନି ୟୁକ୍ରେନ୍‌। ପ୍ରତି ଆକ୍ରମଣ ଜାରି ରଖିଛି..ୟୁକ୍ରେନରେ ଫସି ରହିଛନ୍ତି ୨୦ ହଜାର ଭାରତୀୟ..

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *