ୟୁକ୍ରେନ-ଋଷ ଯୁଦ୍ଧ : ଖସିଲା ଭାରତୀୟ ଷ୍ଟକ୍ ମାର୍କେଟ୍

ୟୁକ୍ରେନ-ଋଷ ଯୁଦ୍ଧ : ଖସିଲା ଭାରତୀୟ ଷ୍ଟକ୍ ମାର୍କେଟ୍

 

ୟୁକ୍ରେନ-ଋଷ ଯୁଦ୍ଧ : ଖସିଲା ଭାରତୀୟ ଷ୍ଟକ୍ ମାର୍କେଟ୍, ୧୮୦୦ ପଏଣ୍ଟ ଖସିଲା ସେନସେକ୍ସ..ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ଋଷ । ଯୁଦ୍ଧର ପ୍ରଭାବ ସାରା ବିଶ୍ୱର ଅର୍ଥନୀତି ଉପରେ ପଡିଛି । ମସ୍କୋ ନିଜର ଷ୍ଟକ୍ ମାର୍କେଟକୁ ବନ୍ଦ କରିଥିବା ବେଳେ ଭାରତୀୟ ସେୟାର ମାର୍କେଟ ଭୟଙ୍କର ଭୁଶୁଡି ପଡିଛି ।ଯୁଦ୍ଧ ଯୋଗୁଁ ଗୁରୁବାର ଭାରତୀୟ ଷ୍ଟକ୍ ମାର୍କେଟ ଉପରେ ପ୍ରଭାବ ପଡ଼ିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ ଇଣ୍ଡେକ୍ସ ସେନସେକ୍ସ ଗୁରୁବାର ୧୮୫୯ ପଏଣ୍ଟ ଖସି ଯାଇଛି । ଗୁରୁବାର ସକାଳେ ଷ୍ଟକ୍ ମାର୍କେଟ୍ କ୍ଷତିରେ ଆରମ୍ଭ ହୋଇଥିଲା । ପରେ କିଛିଟା ସୁଧାର ଆସିଥିଲା । ମାତ୍ର କେଇ ମିନିଟର କାରବାର ସମୟରେ ଆଠ ଲକ୍ଷ କୋଟି ଟଙ୍କା ନିବେଶକମାନେ କ୍ଷତି ସହିଥିବା ଜଣାପଡିଛି । ନିଫ୍ଟି ଉପରେ ମଧ୍ୟ ଯୁଦ୍ଧର ପ୍ରଭାବ ପଡିଛି।

Related post

ଭିଜିଲାନ୍ସ ଜାଲରେ ଜଳଛାୟା ପ୍ରକଳ୍ପ ସହାୟକ ନିର୍ବାହୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଜଳଛାୟା ପ୍ରକଳ୍ପ ସହାୟକ ନିର୍ବାହୀ ଯନ୍ତ୍ରୀ

ଫୋକସ ପ୍ଲସ 26/5/22( ବାଲିଗୁଡ଼ା): ସରକାରୀ ବାବୁଙ୍କ ଲାଞ୍ଚ ନିଶା । ମହଙ୍ଗା ପଡ଼ିଲା ୫୦ ହଜାର ଟଙ୍କା ଲାଞ୍ଚ । ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ…
ଅଧାରୁ ବନ୍ଦ ହେଲା କୋଦଳା ଏନଏସି ବୈଠକ

ଅଧାରୁ ବନ୍ଦ ହେଲା କୋଦଳା ଏନଏସି ବୈଠକ

ଫୋକସ ପ୍ଲସ 26/5/22( କୋଦଳା): ଜଣେ କାଉନସିଲରଙ୍କ ଭିତ୍ତିହୀନ ଯୁକ୍ତି ଯୋଗୁଁ ଆଜି କୋଦଳା ଏନଏସି ବୈଠକ ଅଧାରୁ ବନ୍ଦ ହୋଇଯାଇଛି। ସୂଚନା ଅନୁସାରେ ୭ ଦିନ ପୂର୍ବରୁ…
ବିସ୍ଫୋରଣରେ ଥରିଲା ଆଫଗାନିସ୍ତାନ

ବିସ୍ଫୋରଣରେ ଥରିଲା ଆଫଗାନିସ୍ତାନ

ଫୋକସ ପ୍ଲସ 26/5/22( ଆଫଗାନିସ୍ଥାନ): ବିସ୍ଫୋରଣରେ ଥରିଲା ଆଫଗାନିସ୍ତାନ । ଆଫଗାନିସ୍ତାନର ଉତ୍ତରାଞ୍ଚଳରେ ଥିବା ମଜାର୍-ଇ-ସରିଫ୍‌ ସହରରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏଠାରେ ତିନୋଟି ପୃଥକ ପୃଥକ…

Leave a Reply

Your email address will not be published.