ୟୁକ୍ରେନ-ଋଷ ଯୁଦ୍ଧ : ଖସିଲା ଭାରତୀୟ ଷ୍ଟକ୍ ମାର୍କେଟ୍

ୟୁକ୍ରେନ-ଋଷ ଯୁଦ୍ଧ : ଖସିଲା ଭାରତୀୟ ଷ୍ଟକ୍ ମାର୍କେଟ୍

 

ୟୁକ୍ରେନ-ଋଷ ଯୁଦ୍ଧ : ଖସିଲା ଭାରତୀୟ ଷ୍ଟକ୍ ମାର୍କେଟ୍, ୧୮୦୦ ପଏଣ୍ଟ ଖସିଲା ସେନସେକ୍ସ..ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ଋଷ । ଯୁଦ୍ଧର ପ୍ରଭାବ ସାରା ବିଶ୍ୱର ଅର୍ଥନୀତି ଉପରେ ପଡିଛି । ମସ୍କୋ ନିଜର ଷ୍ଟକ୍ ମାର୍କେଟକୁ ବନ୍ଦ କରିଥିବା ବେଳେ ଭାରତୀୟ ସେୟାର ମାର୍କେଟ ଭୟଙ୍କର ଭୁଶୁଡି ପଡିଛି ।ଯୁଦ୍ଧ ଯୋଗୁଁ ଗୁରୁବାର ଭାରତୀୟ ଷ୍ଟକ୍ ମାର୍କେଟ ଉପରେ ପ୍ରଭାବ ପଡ଼ିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ ଇଣ୍ଡେକ୍ସ ସେନସେକ୍ସ ଗୁରୁବାର ୧୮୫୯ ପଏଣ୍ଟ ଖସି ଯାଇଛି । ଗୁରୁବାର ସକାଳେ ଷ୍ଟକ୍ ମାର୍କେଟ୍ କ୍ଷତିରେ ଆରମ୍ଭ ହୋଇଥିଲା । ପରେ କିଛିଟା ସୁଧାର ଆସିଥିଲା । ମାତ୍ର କେଇ ମିନିଟର କାରବାର ସମୟରେ ଆଠ ଲକ୍ଷ କୋଟି ଟଙ୍କା ନିବେଶକମାନେ କ୍ଷତି ସହିଥିବା ଜଣାପଡିଛି । ନିଫ୍ଟି ଉପରେ ମଧ୍ୟ ଯୁଦ୍ଧର ପ୍ରଭାବ ପଡିଛି।

Related post

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ଫୋକସ ପ୍ଲସ 28/3/23(ବ୍ୟୁରୋ): ବିଭିନ୍ନ ସମୟରେ ଗଣମାଧ୍ୟମ ରେ ନିଜର ସ୍ୱର କୁ ଶାଣିତ କରି ଅନେକ ଜୀବନ ଜୀବିକା କୁ ବସାଇ ପାରିଥିବା ଫୋକସ ପ୍ଲସ ମୁଖ୍ୟ…
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର ୩…
ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଫୋକସ ପ୍ଲସ 28/3/23(ବ୍ୟୁରୋ): ଖରାଦିନରେ ଅନେକ ଜାଗାରେ ଦେଖିବାକୁ ମିଳିଥାଏ ଜଳ ର ସଙ୍କଟ | ମଣିଷ ଠୁ ପଶୁ ପକ୍ଷୀ ମଧ୍ୟ ଜଳ ପାଇଁ ଆଉଟ ପାଉଟୁ…

Leave a Reply

Your email address will not be published. Required fields are marked *