ସୋନୁ ନିଗମଙ୍କୁ ଧମକ

ସୋନୁ ନିଗମଙ୍କୁ ଧମକ

ବଲିଉଡର ପ୍ରସିଦ୍ଧ ଗାୟକ ସୋନୁ ନିଗମଙ୍କୁ ଦିଆଯାଇଛି ଧମକ । ଯାହାଙ୍କୁ ବିଏସି ମୁଖ୍ୟ ଇକବାଲ ସିଂହ ଚହଲଙ୍କ ସମ୍ପର୍କୀୟ ରାଜିନ୍ଦର ଧମକ ଦେଇଥିବା ସୂଚନା .. ତେବେ ସୂଚନା ଅନୁଯାୟୀ, ଇକବାଲ ସିଂହ ଚହଲଙ୍କ ତରଫରୁ ତାଙ୍କ ସମ୍ପର୍କୀୟ ରାଜୀନ୍ଦରଙ୍କ ପାଇଁ ବିଦେଶରେ ଏକ ମ୍ୟୁଜିକ୍ କନ୍ସର୍ଟ କରିବାକୁ ସୋନୁଙ୍କୁ ରିକ୍ୱେଷ୍ଟ ଆସିଥିଲା। ସୋନୁଙ୍କ ଇଣ୍ଟରନେସନାଲ୍ କନ୍ସର୍ଟର କାମ ପ୍ରୋମୋଟର୍ ରକି ଦେଖନ୍ତି। ତେଣୁ ସେ ପ୍ରମୋଟର୍ ରକିଙ୍କ ସହ ଯୋଗାଯୋଗ କରିବାକୁ କହିଥିଲେ, ଯାହା ରାଜିନ୍ଦର ପସନ୍ଦ କରିନଥିଲେ।ରାଜିନ୍ଦର ସୋନୁଙ୍କୁ ମେସେଜରେ ଧମକପୂର୍ଣ୍ଣ ଶବ୍ଦ ବ୍ୟବହାର କରିଛନ୍ତି। ମେସେଜରେ ରାଜିନ୍ଦରଙ୍କ ଦ୍ୱାରା ବ୍ୟବହୃତ ଭାଷା ଅଶ୍ଳୀଳ, ଯାହା ସୋନୁଙ୍କୁ ଆଘାତ ଦେଇଛି। ସେ ଆମ ଦେଶର ସମ୍ମାନିତ ଗାୟକମାନଙ୍କ ମଧ୍ୟରୁ ଜଣେ ଏବଂ ଦେଶର ଲୋକମାନେ ତାଙ୍କୁ ବହୁତ ଭଲ ପାଆନ୍ତି। ଏହା ପରେ ସେ ସୋନୁଙ୍କୁ ଅପମାନଜନକ ତଥା ଧମକପୂର୍ଣ୍ଣ ମେସେଜ୍ ପଠାଇଛନ୍ତି। ଯାହାର ସ୍କ୍ରିନସଟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି..

Related post

ଏ ଯୁଗର ସାବିତ୍ରୀ ।

ଏ ଯୁଗର ସାବିତ୍ରୀ ।

କଳାହାଣ୍ଡି୨୩/୦୨/୨୦୨୪: ଯମଦେବଙ୍କ ପାଖରୁ ମୢତ ସ୍ବାମୀଙ୍କୁ ଫେରି ପାଇ ଥିଲେ ସାବିତ୍ରୀ । ଏ ପୁରାଣର କଥା । କିନ୍ତୁ ମୢତ୍ୟ ମୁଖରେ ପଡି ଥିବା ସ୍ବାମୀଙ୍କୁ ନିଜ…

ଆମର କୋରାପୁଟ ଜିଲ୍ଲା ଆମର ଚାକିରୀ ଆମକୁ ଦିଅ ନାରାରେ କମ୍ପିଲା…

ଜିଲ୍ଲା ଭିଷିକ ନିଯୁକ୍ତି ଦାବିରେ କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ବେକାର ଯୁବା ଯୁବତୀ କୋରାପୁଟ୨୩/୦୨/୨୦୨୪: ଜିଲ୍ଲାରେ ଜୋରଧରିଲା ଜିଲ୍ଲା ଭିଭିକ ନିଯୁକ୍ତି ଦାବି । ଜିଲ୍ଲା ଭିରିକ…
କୋରାପୁଟରେ ଜଳରଙ୍ଗ ଚିତ୍ରଶିଳ୍ପୀ ଶିବିର ଓ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ।

କୋରାପୁଟରେ ଜଳରଙ୍ଗ ଚିତ୍ରଶିଳ୍ପୀ ଶିବିର ଓ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ।

କୋରାପୁଟ୨୩/୦୨/୨୦୨୪: କୋରାପୁଟର ଦେଓମାଳୀ ଠାରେ ଓଡିଶା ଲଳିତ କଳା ଏକାଡେମୀ,ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଏବଂ କୋରାପୁଟ ଜିଲ୍ଲା ପ୍ରଶାସନ ସହଯୋଗରେ ଏକ ରାଜ୍ୟ…

Leave a Reply

Your email address will not be published. Required fields are marked *