ଋଷ-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ମହଙ୍ଗା ହେବ ଏହି ସବୁ ଜିନିଷ

ଋଷ-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ମହଙ୍ଗା ହେବ ଏହି ସବୁ ଜିନିଷ

ୟୁକ୍ରେନ୍-ଋଷ ଯୁଦ୍ଧ ସଙ୍କଟ ଯୋଗୁଁ ପ୍ରଭାବିତ ହେବେ ବହୁ ଦେଶ। ଗ୍ରାହକଙ୍କ ପକେଟ୍ ଉପରେ ପଡିବ ଏହାର ପ୍ରଭାବ। ଋଷ ଏବଂ ୟୁକ୍ରେନ୍ ଯୁଦ୍ଧ କାରଣରୁ ବୈସ୍ଵିକ ବଜାରରେ ଏହାର ଗଭୀର ପ୍ରଭାବ ପଡିବ। ସୁନା, ରୁପା ଠାରୁ ନେଇ ରୋଷେଇ ଗ୍ୟାସ୍ ଏବଂ ପେଟ୍ରୋଲ୍ ମହଙ୍ଗା ହେବ। ସୁନା କଥା କହିବାକୁ ଗଲେ ଆଜି ମଲ୍ଟି କମୋଡିଟି ଏକ୍ସଚେଞ୍ଜ୍‌ରେ ସୁନାର ଦର ୨୦୨୨ର ଉଚ୍ଚତମ ସ୍ତରରେ ପହଞ୍ଚିଛି। ପ୍ରତି ୧୦ ଗ୍ରାମ୍ ସୁନାରେ ୧୪୦୦ ଟଙ୍କା ବୃଦ୍ଧି ପାଇଛି। ସେହିପରି ରୁପା ଦରରେ ମଧ୍ୟ ବୃଦ୍ଧି ଘଟିଛି।

ଅଶୋଧିତ ତୈଳ ମୂଲ୍ୟ ମହଙ୍ଗା ହେଲେ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ଏହାର ସିଧା ସଳଖ ପ୍ରଭାବ ପଡିବ। । ତେଣୁ ଆମଦାନୀ ଦର ବଢିବ। ଯାହା ଦ୍ଵାରା ବାଲାନ୍ସ ସିଟ୍ ବିଗିଡିବ। ଏହି ଦେଶ ଗୁଡ଼ିକର କରେନ୍ସି ଦୁର୍ବଳ ହୋଇଯିବ..ୟୁକ୍ରେନ୍ ଏବଂ ଋଷ ଯୁଦ୍ଧ କାରଣରୁ ଅନ୍ତରାଷ୍ଟ୍ରୀୟ ବଜାରରେ ଏହାର ଖୁବ୍ ପ୍ରଭାବ ପଡିବ। ଏହି କାରଣରୁ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ମଧ୍ୟ ବହୁତ ବୃଦ୍ଧି ଘଟିଛି। ଖୁବ୍ ଶୀଘ୍ର ଭାରତରେ ତୈଳଦର ବୃଦ୍ଧି ପାଇବ।

Related post

ନିଳମାଧବ ପାଇଲେ ବିଶ୍ଵବିଦ୍ୟାଳୟ ସ୍ତରୀୟ ଏନ୍ଏସ୍ଏସ୍ ଆୱାର୍ଡ଼

ନିଳମାଧବ ପାଇଲେ ବିଶ୍ଵବିଦ୍ୟାଳୟ ସ୍ତରୀୟ ଏନ୍ଏସ୍ଏସ୍ ଆୱାର୍ଡ଼

ଫୋକସ ପ୍ଲସ (ସୋରଡ଼ା): ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଅଧୀନରେ ଓଡ଼ିଶା ରାଜ୍ୟ ଜାତୀୟ ସେବା ଯୋଜନାର ୫୩ ତମ ପ୍ରତିଷ୍ଠା ଦିବସ ସମାରୋହରେ ବ୍ରହ୍ମପୁର…
ବିବାହ କରିବେ ରିଚା ଚଢା ଏବଂ ଅଲି ଫୈସଲ

ବିବାହ କରିବେ ରିଚା ଚଢା ଏବଂ ଅଲି ଫୈସଲ

ଫୋକସ ପ୍ଲସ(ବ୍ୟୁରୋ): ବହୁ ବର୍ଷର ପ୍ରେମ ସମ୍ପର୍କ ପରେ ଏବେ ବିବାହ କରିବାକୁ ଯାଉଛନ୍ତି ବଲିଉଡ଼ର ଏହି ଚର୍ଚ୍ଚିତ ଯୋଡି ରିଚା ଚଢା ଏବଂ ଅଲି ଫୈସଲ |ସେପ୍ଟେମ୍ବର…
ନଦୀରେ ଭାସୁଛି ମହିଳାଙ୍କ ଅର୍ଦ୍ଧଦଗ୍ଧ ଗଳିତ ଶବ

ନଦୀରେ ଭାସୁଛି ମହିଳାଙ୍କ ଅର୍ଦ୍ଧଦଗ୍ଧ ଗଳିତ ଶବ

ଫୋକସ ପ୍ଲସ(ଅସ୍ତରଙ୍ଗ): ଅସ୍ତରଙ୍ଗ ଦେଵୀ ନଦୀରେ ଭାସୁଛି ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ଗଳିତ ଶବ |କେହି ହତ୍ୟା କରି ନଦୀରେ ଫିଙ୍ଗିଦେବା ସନ୍ଦେହ ।ଖବର ପାଇ ଅସ୍ତରଙ୍ଗ ମେରାଇନି…

Leave a Reply

Your email address will not be published.