ଋଷ-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ମହଙ୍ଗା ହେବ ଏହି ସବୁ ଜିନିଷ

ଋଷ-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ମହଙ୍ଗା ହେବ ଏହି ସବୁ ଜିନିଷ

ୟୁକ୍ରେନ୍-ଋଷ ଯୁଦ୍ଧ ସଙ୍କଟ ଯୋଗୁଁ ପ୍ରଭାବିତ ହେବେ ବହୁ ଦେଶ। ଗ୍ରାହକଙ୍କ ପକେଟ୍ ଉପରେ ପଡିବ ଏହାର ପ୍ରଭାବ। ଋଷ ଏବଂ ୟୁକ୍ରେନ୍ ଯୁଦ୍ଧ କାରଣରୁ ବୈସ୍ଵିକ ବଜାରରେ ଏହାର ଗଭୀର ପ୍ରଭାବ ପଡିବ। ସୁନା, ରୁପା ଠାରୁ ନେଇ ରୋଷେଇ ଗ୍ୟାସ୍ ଏବଂ ପେଟ୍ରୋଲ୍ ମହଙ୍ଗା ହେବ। ସୁନା କଥା କହିବାକୁ ଗଲେ ଆଜି ମଲ୍ଟି କମୋଡିଟି ଏକ୍ସଚେଞ୍ଜ୍‌ରେ ସୁନାର ଦର ୨୦୨୨ର ଉଚ୍ଚତମ ସ୍ତରରେ ପହଞ୍ଚିଛି। ପ୍ରତି ୧୦ ଗ୍ରାମ୍ ସୁନାରେ ୧୪୦୦ ଟଙ୍କା ବୃଦ୍ଧି ପାଇଛି। ସେହିପରି ରୁପା ଦରରେ ମଧ୍ୟ ବୃଦ୍ଧି ଘଟିଛି।

ଅଶୋଧିତ ତୈଳ ମୂଲ୍ୟ ମହଙ୍ଗା ହେଲେ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ଏହାର ସିଧା ସଳଖ ପ୍ରଭାବ ପଡିବ। । ତେଣୁ ଆମଦାନୀ ଦର ବଢିବ। ଯାହା ଦ୍ଵାରା ବାଲାନ୍ସ ସିଟ୍ ବିଗିଡିବ। ଏହି ଦେଶ ଗୁଡ଼ିକର କରେନ୍ସି ଦୁର୍ବଳ ହୋଇଯିବ..ୟୁକ୍ରେନ୍ ଏବଂ ଋଷ ଯୁଦ୍ଧ କାରଣରୁ ଅନ୍ତରାଷ୍ଟ୍ରୀୟ ବଜାରରେ ଏହାର ଖୁବ୍ ପ୍ରଭାବ ପଡିବ। ଏହି କାରଣରୁ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ମଧ୍ୟ ବହୁତ ବୃଦ୍ଧି ଘଟିଛି। ଖୁବ୍ ଶୀଘ୍ର ଭାରତରେ ତୈଳଦର ବୃଦ୍ଧି ପାଇବ।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *