କିଏ ପିନ୍ଧିବ ବିଜୟ ର ମୁକୁଟ

 

ଆଜି ପ୍ରକାଶ ପାଇବ ଚଳିତ ବର୍ଷ ର ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ର ଫଳ ସମସ୍ତ କଳ୍ପନା ଜଳ୍ପନା ଅନ୍ତ ଘଟିବ ଏଥିରେ 2ଲକ୍ଷ 20 ହଜାର ପାର୍ଥୀ ଭାଗ୍ୟ ନିର୍ଦ୍ଧାରିତ ହେବ ବାଲଟ ପେପର ରଙ୍ଗ ଅନୁଯାୟୀ ପ୍ରଥମେ ୱାର୍ଡମେମ୍ବର ପରେ ସରପଞ୍ଚ ତାପରେ ଜିଲ୍ଲା ପରିଷଦ ପାର୍ଥୀ ଙ୍କ ଭୋଟ ଗଣତି ହେବ ସୂଚନା ଥାଉକି ଚଳିତ ବର୍ଷ ର ନିର୍ବାଚନ 5 ଟି ପଯ୍ୟାୟ ରେଅନୁଷ୍ଠିତ ହୋଇଥିଲା କୋଭିଡ କଟକଣା ମଧ୍ୟରେ 24 ତାରିଖରେ ଏହା ଶେଷ ହୋଇଛି ଏଇ ନିର୍ବାଚନ ମଇଦାନ ରେ 91890ଟି ୱାର୍ଡମେମ୍ବର 6793ଟି ସରପଞ୍ଚ ଓ ସମିତିସଭ୍ୟ ଏବଂ 851ଟି ଜିଲ୍ଲା ପରିଷଦ ବିଜେତା ଙ୍କ ନାମ ଘୋଷଣା କରାଯିବ 314 ବ୍ଲକ ରେ 3 ଟି ପଯ୍ୟାରେ ଅର୍ଥାତ (26,27 28 )ଧରି ଭୋଟ ଗଣତି ଆରମ୍ଭ ହେବ ଏଥି ନିମନ୍ତେ ବ୍ୟାପକ ପ୍ରସ୍ତୁତି ସହ ଭୋଟ କାଉଣ୍ଟି ସ୍ଥାନରେ କଡା ସୁରକ୍ଷା କରାଯାଇଛି

Related post

ଅଙ୍ଗନବାଡ଼ି କର୍ମୀଙ୍କ ଛତୁଆ ଗାଡ଼ି ଅଟକାଇ ପ୍ରତିବାଦ ।

ଅଙ୍ଗନବାଡ଼ି କର୍ମୀଙ୍କ ଛତୁଆ ଗାଡ଼ି ଅଟକାଇ ପ୍ରତିବାଦ ।

ଫୋକସ ପ୍ଲସ ୨/୧୨/୨୦୨୨( ରାୟଗଡ଼ା ):-  ଅଙ୍ଗନବାଡ଼ି କର୍ମୀଙ୍କ ଛତୁଆ ଗାଡି ଅଟକାଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି l ବିଡ଼ିଓଙ୍କ ଆଦେଶ କ୍ରମେ ୨ ସୁପରଭାଇଜର ରୀନା…
ବିରଳ ପ୍ରଜାତିର ଶାଗୁଣା ଉଦ୍ଧାର

ବିରଳ ପ୍ରଜାତିର ଶାଗୁଣା ଉଦ୍ଧାର

ଫୋକସ ପ୍ଲସ 2/12/22 ( ରସୁଲପୁର): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ମହାକାଳପଡ଼ା ପଞ୍ଚାୟତ ନୀଳାପଦା ଗ୍ରାମ ନିକଟସ୍ଥ ନଦୀ ପଠାରୁ ଆଜି ଏକ ବିରଳ ଶାଗୁଣା…
ବଣେଇକୁ ଜିଲ୍ଲା ଘୋଷଣା ଦାବିରେ 6 ଘଣ୍ଟିଆ ବନ୍ଦ ଡାକରା ।

ବଣେଇକୁ ଜିଲ୍ଲା ଘୋଷଣା ଦାବିରେ 6 ଘଣ୍ଟିଆ ବନ୍ଦ ଡାକରା ।

ଫୋକସ ପ୍ଲସ 2/12/22 (ବଣାଇ):ସୁନ୍ଦରଗଡ ଜିଲ୍ଲା ବଣାଇକୁ ଜିଲ୍ଲା ଦାବି ରେ କ୍ରିୟାନୁଷ୍ଠାନ କମିଟିର 6 ଘଣ୍ଟିଆ ବନ୍ଦ ଡାକରା। ଆଜି ବଣାଇ ଜିଲ୍ଲା ଦାବି ରେ ବନ୍ଦ…

Leave a Reply

Your email address will not be published.