ଆସନ୍ତା କାଲି ଉପକୂଳ ଓଡ଼ିଶାରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି

ଆସନ୍ତା କାଲି ଉପକୂଳ ଓଡ଼ିଶାରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି

ଆଜି ରାଜ୍ୟ ରେ ଆଂଶିକ ଅଂଚଳରେ ହାଲୁକା ରୁ ମାଧ୍ୟମ ଧରଣର ବର୍ଷା ହୋଇଛି , ଅର୍ଥାତ ଆଭ୍ୟନ୍ତରୀଣ ଓଡିଶାରେ କେନ୍ଦୁଝର, ଝାରସୁଗୁଡା, ସୁନ୍ଦରଗଡ଼, କନ୍ଧମାଳ, ସମ୍ବଲପୁର ଆଦି କିଛି ଅଂଚଳ ରେ ବର୍ଷା ହୋଇଛି I ଆଉ ଅନ୍ୟ ଅଂଚଳରେ ପୂର୍ବ ପରି ପାଗ ରହିଛି ଏବଂ ଆଉ କିଛି ଅଂଚଳ ରେ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି I ଅନୁକୂଳ , ମୟୁରଭଞ୍ଜ ,କେନ୍ଦୁଝର ,ସୁନ୍ଦରଗଡ଼ ,କନ୍ଧମାଳ ଆଦି ଜିଲ୍ଲା ରେ ବର୍ଷା ହେବାର ସମ୍ଭାବନା ରହିଛି I କିଛି ଦିନ ଧରି ତାପମାତ୍ରା ସ୍ୱଭାବିକ ଠାରୁ ଅଧିକ ରହିଛି I ଏପରିକି ରାଜ୍ୟର ରାଜଧାନୀରେ ତାପମାତ୍ରା ସର୍ବାଧିକ ରେକର୍ଡ ହୋଇଥିବା ବେଳେ ଫୁଲବାଣୀ ରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି I ଆଗକୁ ଏପରି ପାଞ୍ଚ ଦିନ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି I

 

Related post

ଡରେଇଲାଣି ଟମାଟୋ ଫ୍ଲୁ

ଡରେଇଲାଣି ଟମାଟୋ ଫ୍ଲୁ

ଓଡିଶାରେ ଟମାଟୋ ଫ୍ଲୁ ବା ଟମାଟୋ ଜ୍ୱରର ଆତଙ୍କ ଦେଖାଦେଇଛି। ଦକ୍ଷିଣ ଭାରତରେ ବ୍ୟାପୀଥିବା ଏହି ବାୟୁବ୍ୟାପୀ ଭୂତାଣୁ ଏବେ ଓଡିଶାରେ ଚିହ୍ନଟ ହୋଇଛି। ରାଜ୍ୟରେ ୨୬ ଟମାଟୋ…
ଆଖୁ ଓ ପନିପରିବା ଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି ଯୁବଚାଷୀ

ଆଖୁ ଓ ପନିପରିବା ଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି ଯୁବଚାଷୀ

ଦିନକୁ ଦିନ ଆଖୁଚାସରୁ ମୁହଁ ଫେରାଉଚ୍ଚନ୍ତି କେନ୍ଦ୍ରାପଡ଼ା ଚାଷୀ । କିନ୍ତୁ ସେହି ଚାଷ କରି ସ୍ବାବଲମ୍ବୀ ହେଉଛନ୍ତି ଜଣେ ଯୁବ ଚାଷୀ । କିଛିବର୍ଷ ପୂର୍ବେ ଆଇଟିଆଇ…
ଭାରତକୁ ପ୍ରଶଂସା କଲେ ଆମେରିକାର ରାଷ୍ଟ୍ରପତି

ଭାରତକୁ ପ୍ରଶଂସା କଲେ ଆମେରିକାର ରାଷ୍ଟ୍ରପତି

ଫୋକସ ପ୍ଲସ 24/5/22 :ଟୋକିଓରେ କ୍ୱାଡ ସମ୍ମିଳନୀର ଅଧିବେଶନରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଗଣତାନ୍ତ୍ରିକ ଉପାୟରେ କୋଭିଡ ମହାମାରୀକୁ ସଫଳତାର ସହ ପରିଚାଳନା କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ…

Leave a Reply

Your email address will not be published.