ଅଶୋକ ଙ୍କ ଚରିତ୍ର ର ଇତିହାସ କୁ ମନେ ପକାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି

ଅଶୋକ ଙ୍କ ଚରିତ୍ର ର ଇତିହାସ କୁ ମନେ ପକାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି

ରୁଷ ର ଘନାଘନ ଆକ୍ରମଣ ସହ ଗୋଳାବାରୁଦ , ବୋମା ମାଡ , ମିସାଇଲ ପୁରା ସମଗ୍ର ବିଶ୍ୱକୁ ଚକିତ କରିଥିବା ବେଳେ ୟୁକ୍ରେନ ରାଷ୍ଟପତି ଙ୍କ ମନ୍ତବ୍ୟ ୟୁକ୍ରେନ ବାସୀ ଙ୍କ ମନ କୁ ଦୃଢ଼ କରିଛି ସେ ପୁନର୍ବାର ଇତିହାସ ର ଅଶୋକ ଚରିତ୍ର କୁ ବହନ କରିଛନ୍ତି ଯିଏକି ଦିନେ କହୁଥିଲେ ,” ଖଣ୍ଡା ର ବିଜୟ ପ୍ରକୃତ ବିଜୟ ନୁହେଁ ବରଂ ଜନମାନସ ଜୟ ହିଁ ପ୍ରକୃତ ବିଜୟ ” ଏ ପରିପେକ୍ଷୀରେ ରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଙ୍କ କହିଛନ୍ତି ,” ମୁ ନିଜ ଭୂମିରେ ଛିଡା ହୋଇଛି ଦେଶ ଛାଡି କି କୁଆଡେ ଯିବିନି ,ମୋର ଗୋଳାବାରୁଦ ଦରକାର ନାହିଁ କିମ୍ବା ପଳାୟନ କରିବା ପାଇଁ କୋଣସି ଯାନ ଦରକାର ନାହିଁ ଜୀବନ ଶେଷ ନିଶ୍ୱାଶ ଥିବା ଯାଏ ଏହିଠି ଲଢ଼ିବି “l ଯିଏ ଦିନେ କମେଡି କରି ଲୋକମାନଙ୍କୁ ଖୁସିର ଖୋରାକ ଯୋଗାଉଥିଲେ ଆଜି ସେ ରାଷ୍ଟ୍ରପତି ମିଲିଟାରୀ ବେଶ ରେ ସୋସିଆଲ ମିଡ଼ିଆ ରେ ଘୁରିବୁଲୁଛନ୍ତି l ରୁଷ ର ଆକ୍ରମଣ ରେ ୟୁକ୍ରେନ ର 198 ସାଧାରଣ ଙ୍କ ଜୀବନ ଯାଇଥିବା ବେଳେ ଏଥିରେ 3 ଜଣ ଶିଶୁ ଙ୍କର ମୃତ୍ୟ ହୋଇଛି ! ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଆଜିକି 3 ଦିନ ଧରି କି ଚାଲିଛି ଏବେ ରୁଷ ର ନଜର ୟୁକ୍ରେନ ରାଜଧାନୀ ଉପରେ I

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *