ଶିବରାତ୍ରି ପାଇଁ ଆସିଲା ଗାଇଡ଼ଲାଇନ

ଶିବରାତ୍ରି ପାଇଁ ଆସିଲା ଗାଇଡ଼ଲାଇନ

ଆଗକୁ ଆସୁଛି ଶିବ ରାତ୍ରି ,କ୍ଷୀର ବେଲ ପତ୍ର ରେ ସୁସଜ୍ଜିତ ହେବେ ମହାଦେବ I ଦୀର୍ଘ ୨ ବର୍ଷ ଧରି କୋଭିଡ କଟକଣା ଯୋଗୁ ବିନା ଭକ୍ତରେ ଶିବ ରାତ୍ରି ପାଳନ କରାଯାଉଥିଲା I ଧୀରେ ଧୀରେ କୋଭିଡ ସଂକ୍ରମଣ ହ୍ରାସ ହେବା ଯୋଗୁ ଏଥର ଶିବରାତ୍ରିରେ ଭକ୍ତ ମାନେ ମହାଦେବଙ୍କ ଦର୍ଶନ ପାଇପାରିବେ I ଜାଗର ରେ ଭକ୍ତ ମାନଙ୍କର ସମାଗମ ହବାର ସମ୍ଭାବନା ଯୋଗୁ ସ୍ଵତନ୍ତ୍ର ରିଲିଫ କମିଶନର (ଏସଆରସି )ଜିଲ୍ଲାପାଳ ଓ ମହାନଗର ନିଗମ କମିଶନର ଙ୍କୁ ନିର୍ଦେଶ ଦେଇଛନ୍ତି I ଏପରିକି ମନ୍ଦିର ବାହାର ଏବଂ ଭିତରେ ସମସ୍ତ ଗାଇଡଲାଇନ ପାଳନ ଉପରେ ମଧ୍ୟ୍ୟ ଗୁରୁତ୍ୱ ଦିଆ ଯାଇଛି,ଯଦି କେହି ଜଣେ ଏ ନିୟମ ପାଳନ ନକରେ ତାକୁ ଦଣ୍ଡିତ କରାଯିବ I ତେବେ ଆମେ ଆଶା କରୁଛୁ ଏହି ବର୍ଷର ଜାଗର ଟି ଭକ୍ତ ମାନଙ୍କ ପାଇଁ ଖୁସି ଓ ଉତ୍ସାହ ଆଣିଦେବ , ଏବଂ ସମସ୍ତେ ଭଗବାନ ଶିବ ଙ୍କୁ ଦେଖିବାର ସୁଯୋଗ ପାଇପାରିବେ I

 

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *