ଶିବରାତ୍ରି ପାଇଁ ଆସିଲା ଗାଇଡ଼ଲାଇନ

ଶିବରାତ୍ରି ପାଇଁ ଆସିଲା ଗାଇଡ଼ଲାଇନ

ଆଗକୁ ଆସୁଛି ଶିବ ରାତ୍ରି ,କ୍ଷୀର ବେଲ ପତ୍ର ରେ ସୁସଜ୍ଜିତ ହେବେ ମହାଦେବ I ଦୀର୍ଘ ୨ ବର୍ଷ ଧରି କୋଭିଡ କଟକଣା ଯୋଗୁ ବିନା ଭକ୍ତରେ ଶିବ ରାତ୍ରି ପାଳନ କରାଯାଉଥିଲା I ଧୀରେ ଧୀରେ କୋଭିଡ ସଂକ୍ରମଣ ହ୍ରାସ ହେବା ଯୋଗୁ ଏଥର ଶିବରାତ୍ରିରେ ଭକ୍ତ ମାନେ ମହାଦେବଙ୍କ ଦର୍ଶନ ପାଇପାରିବେ I ଜାଗର ରେ ଭକ୍ତ ମାନଙ୍କର ସମାଗମ ହବାର ସମ୍ଭାବନା ଯୋଗୁ ସ୍ଵତନ୍ତ୍ର ରିଲିଫ କମିଶନର (ଏସଆରସି )ଜିଲ୍ଲାପାଳ ଓ ମହାନଗର ନିଗମ କମିଶନର ଙ୍କୁ ନିର୍ଦେଶ ଦେଇଛନ୍ତି I ଏପରିକି ମନ୍ଦିର ବାହାର ଏବଂ ଭିତରେ ସମସ୍ତ ଗାଇଡଲାଇନ ପାଳନ ଉପରେ ମଧ୍ୟ୍ୟ ଗୁରୁତ୍ୱ ଦିଆ ଯାଇଛି,ଯଦି କେହି ଜଣେ ଏ ନିୟମ ପାଳନ ନକରେ ତାକୁ ଦଣ୍ଡିତ କରାଯିବ I ତେବେ ଆମେ ଆଶା କରୁଛୁ ଏହି ବର୍ଷର ଜାଗର ଟି ଭକ୍ତ ମାନଙ୍କ ପାଇଁ ଖୁସି ଓ ଉତ୍ସାହ ଆଣିଦେବ , ଏବଂ ସମସ୍ତେ ଭଗବାନ ଶିବ ଙ୍କୁ ଦେଖିବାର ସୁଯୋଗ ପାଇପାରିବେ I

 

Related post

ସୁସ୍ଥ ହେଲେ ଅଭିନେତା ସାତ୍ୟକି ମିଶ୍ର

ସୁସ୍ଥ ହେଲେ ଅଭିନେତା ସାତ୍ୟକି ମିଶ୍ର

ଫୋକସ ପ୍ଲସ 05/02/2023(ବ୍ୟୁରୋ ) ଆଉ ଜଣେ ଓଲିଉଡ୍‌ କଳାକାର ଅସୁସ୍ଥ ଥିବା ଜଣାପଡିଛି । ବରିଷ୍ଠ ଅଭିନେତା ସାତ୍ୟକି ମିଶ୍ର ଏବେ ଅସୁସ୍ଥ ହୋଇ ଦିଲ୍ଲୀରେ ଚିକିତ୍ସିତ…
ବଳାତ୍କାର ପରେ ହତ୍ୟା କରିଲେ ନାବାଳକ

ବଳାତ୍କାର ପରେ ହତ୍ୟା କରିଲେ ନାବାଳକ

ଫୋକସ ପ୍ଲସ 05/02/2023(ରଓ୍ବୋ) ମଧ୍ୟପ୍ରଦେଶ ରଓ୍ବୋ ଜିଲ୍ଲା ରେ ଜଣେ ୧୬ ବର୍ଷର ନାବାଳକ ୫୮ ବର୍ଷୀୟା ବୃଦ୍ଧାଙ୍କୁ ବଳାତ୍କାର ପରେ ହତ୍ୟା କରିଛନ୍ତି। ଦୁଇବର୍ଷ ତଳେ ବୃଦ୍ଧାଙ୍କ…
ଚାକିରି ଖୋଜୁଥିବା ଯୁବକ,ଯୁବତୀଙ୍କ ପାଇଁ ଖୁସି ଖବର

ଚାକିରି ଖୋଜୁଥିବା ଯୁବକ,ଯୁବତୀଙ୍କ ପାଇଁ ଖୁସି ଖବର

ଫୋକସ ପ୍ଲସ 5/2/2023 (ବ୍ୟୁରୋ): ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଏୟାର ଇଣ୍ଡିଆ ଏୟାର ଟ୍ରାନ୍ସପୋର୍ଟ ସର୍ଭିସେସ ଲିମିଟେଡ (ଏଆଇଏଏସଏଲ)…

Leave a Reply

Your email address will not be published.