7 ରୁ ବଢିବ ତାପମାତ୍ରା

7 ରୁ ବଢିବ ତାପମାତ୍ରା

7 ରୁ 12 ତାରିଖ ଭିତରେ ଗରମ ଅଧିକ ରହିବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପ୍ରୂବାନୁମାନ କରିଛନ୍ତି l ଆସନ୍ତା 7 ଦିନ ଧରି ଶୁଖିଲା ପାଗ ରହିବ ତାହା ସହ ତାପମାତ୍ରା ବୁଦ୍ଧି ପାଇବ l ଅନୁଗୁଳ ସମେତ କେନ୍ଦ୍ରୀୟ ଓଡିଶା ଓ ଆଭ୍ୟନ୍ତରୀଣ ଦକ୍ଷିଣ ରେ 7 ରୁ 12 ମଧ୍ୟରେ ପ୍ରାୟ 4 ଡିଗ୍ରୀ ସେଲସିୟସ ଅଧିକ ବଢ଼ିଲାବେଳେ 3 ଡିଗ୍ରୀ ଆଭ୍ୟନ୍ତରୀଣ ଉତ୍ତରରେ ବଢିବା ରେ ଆକଳନ କରାଯାଇଛି l 11 ରୁ 12 ତାରିଖରେ ଭୁବେନେଶ୍ୱର ରେ ସର୍ବଧିକ ତାପମାତ୍ରା 38.5 ଡିଗ୍ରୀ ସେଲସିୟସ ,ଅନୁଗୁଳ , ତାଳଚେର ,ସୋନପୁର ,ଟିଟିଲାଗଡ ,ଭବାନୀପାଟଣା ,ଆଦି ଜିଲ୍ଲା ରେ 39 ଡିଗ୍ରୀ ସେଲସିୟସ ରୁ ଅଧିକ ରହିବ ଆଉ କେତକ ସ୍ଥାନରେ 40 ଡିଗ୍ରୀ ରୁ ଅଧିକ ରହିବ l ପୂର୍ବ ପରି କୁହୁଡି ମଧ୍ୟ ରହିବ l 7 ଦିନ ଧରି ତାପମାତ୍ରା ର କ୍ରମବୁଦ୍ଧି ଯୋଗୁ ଫସଲ ରେ ଜଳସେଚନ ପାଇଁ କୁହାଯାଇଛି l ଫସଲ ରେ ସଠିକ ଭାବରେ ଜଳସେଚନ ନ ହେଲେ ଆଗକୁ ପନିପରିବା ରେ ଅଭାବ ରହିବ l

Related post

ଏ ଯୁଗର ସାବିତ୍ରୀ ।

ଏ ଯୁଗର ସାବିତ୍ରୀ ।

କଳାହାଣ୍ଡି୨୩/୦୨/୨୦୨୪: ଯମଦେବଙ୍କ ପାଖରୁ ମୢତ ସ୍ବାମୀଙ୍କୁ ଫେରି ପାଇ ଥିଲେ ସାବିତ୍ରୀ । ଏ ପୁରାଣର କଥା । କିନ୍ତୁ ମୢତ୍ୟ ମୁଖରେ ପଡି ଥିବା ସ୍ବାମୀଙ୍କୁ ନିଜ…

ଆମର କୋରାପୁଟ ଜିଲ୍ଲା ଆମର ଚାକିରୀ ଆମକୁ ଦିଅ ନାରାରେ କମ୍ପିଲା…

ଜିଲ୍ଲା ଭିଷିକ ନିଯୁକ୍ତି ଦାବିରେ କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ବେକାର ଯୁବା ଯୁବତୀ କୋରାପୁଟ୨୩/୦୨/୨୦୨୪: ଜିଲ୍ଲାରେ ଜୋରଧରିଲା ଜିଲ୍ଲା ଭିଭିକ ନିଯୁକ୍ତି ଦାବି । ଜିଲ୍ଲା ଭିରିକ…
କୋରାପୁଟରେ ଜଳରଙ୍ଗ ଚିତ୍ରଶିଳ୍ପୀ ଶିବିର ଓ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ।

କୋରାପୁଟରେ ଜଳରଙ୍ଗ ଚିତ୍ରଶିଳ୍ପୀ ଶିବିର ଓ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ।

କୋରାପୁଟ୨୩/୦୨/୨୦୨୪: କୋରାପୁଟର ଦେଓମାଳୀ ଠାରେ ଓଡିଶା ଲଳିତ କଳା ଏକାଡେମୀ,ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଏବଂ କୋରାପୁଟ ଜିଲ୍ଲା ପ୍ରଶାସନ ସହଯୋଗରେ ଏକ ରାଜ୍ୟ…

Leave a Reply

Your email address will not be published. Required fields are marked *