ରୁଷ ଟିଭି ଚ୍ୟାନେଲ କର୍ମଚାରୀ ଙ୍କ ଇସ୍ତପା

ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଜିକୁ ନବମ ଦିନ ରେ ପହଞ୍ଚିଲେ ମଧ୍ୟ ଏହାର କୌଣସି ନିଷ୍କର୍ସ ବାହାରିପାରିନି l ରକେଟ ,ବୋମାମାଡ ,ରେ ଜଳିପୋଡ଼ି ପାଉଁଶ ହେଉଛି ୟୁକ୍ରେନ ର ଅନେକ ସହର l ଚାରିଆଡୁ ରୁଷ ସୈନ୍ୟମାନେ ଘେରି ହୋଇଛନ୍ତି ୟୁରୋପ ରାଷ୍ଟ୍ର ତଥା ନାଟୋ ସଦସ୍ୟ ରାଷ୍ଟ୍ର ୟୁକ୍ରେନ କୁ ସହଯୋଗ କରୁଥିବାରୁ ରୁଷ ରାଗରେ ଏପରି କରୁଥିବାର ସୂଚନା ଅଛି l ଯୁଦ୍ଧ ର ବିଭୀଷିକା ସମସ୍ତ ମନରେ କୋହ ଭରିଦେଇଛି l ଏପରିକି ୟୁକ୍ରେନ ଉପରେ ଆକ୍ରମଣ କୁ ବିରୋଧ କରି ରୁଷ ର ଏକ ଟିଭି ଚ୍ୟାନେଲ ସମସ୍ତ କର୍ମଚାରୀ ଇସ୍ତପା ଦେଇଛନ୍ତି ଷ୍ଟୁଡିଓ ରେ କାର୍ଯ୍ୟ କ୍ରମ ଚାଲିଥିବା ବେଳେ ସମସ୍ତେ ଇସ୍ତପା ଦେଇଛନ୍ତିl ୟୁକ୍ରେନ କୁ ଏହି ଚ୍ୟାନେଲ ସପକ୍ଷ ରେ ପ୍ରସାରଣ କରୁଥିବାରୁ ରୁଷ ରାଷ୍ଟ୍ର ପ୍ରମୁଖ ସ୍ଥଗିତ ପୂର୍ବ ରୁ କରିଥିଲେ l ଚ୍ୟାନେଲ ‘ ଟୁ ୱାର ‘କାର୍ଯ୍ୟକ୍ରମ ଚାଲିଥିବା ବେଳେ ସମସ୍ତେ ଇସ୍ତପା ଦେଇଥିଲେ l

Related post

କାଳ ବୈଶାଖୀ ରେ ଭାଙ୍ଗିଲା ବାସଗୃହ

କାଳ ବୈଶାଖୀ ରେ ଭାଙ୍ଗିଲା ବାସଗୃହ

ଫୋକସ ପ୍ଲସ 25/5/22(ପାତ୍ରପୁର): ଗତ କାଲି ର ପ୍ରଚଣ୍ଡ କାଳବୈଶାଖୀ ରେ ପାତ୍ରପୁର ବ୍ଲକ ଜରଡ଼ା ପଞ୍ଚାୟତ ଅନ୍ତର୍ଗତ ବଂଶୀ ଗାଁ ରାଧା ଶବର ଙ୍କ ଘର ସମ୍ପୂର୍ଣ୍ଣ…
ଅସହାୟ ବିକୃତ ମାନସିକ ଯୁବକ ର ଯତ୍ନ କଲେ ମାତୃଭୂମି ଫାଉଣ୍ଡେସନ

ଅସହାୟ ବିକୃତ ମାନସିକ ଯୁବକ ର ଯତ୍ନ କଲେ ମାତୃଭୂମି ଫାଉଣ୍ଡେସନ

ଫୋକସ ପ୍ଲସ 25/5/22(ଡେରା): ତାଳଚେର ହାଣ୍ଡିଧୂଆଁ ଗ୍ରାମର ଅସହାୟ ବିକୃତ ମାନସିକ ଯୁବକ ଟୁକୁନା ବେହେରାର ଯତ୍ନ ନେଲା ମାତୃଭୂମି ଫାଉଣ୍ଡେସନ।ସୂଚନା ଥାଉକି ଦୀର୍ଘ ପାଞ୍ଚ ବର୍ଷ ହେବ…
ବଢୁଛି ଡ୍ରପ ଆଉଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା, ଚିନ୍ତାରେ ଶିକ୍ଷା ବିଭାଗ

ବଢୁଛି ଡ୍ରପ ଆଉଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା, ଚିନ୍ତାରେ ଶିକ୍ଷା ବିଭାଗ

ଫୋକସ ପ୍ଲସ 25/5/22(ଅନଗୁଳ):ଚଳିତ ବର୍ଷ ଅନୁଗୋଳ ଜିଲ୍ଲାରେ ୮୮୪ ଜଣ ଛାତ୍ରଛାତ୍ରୀ ୧୦ମ ପରୀକ୍ଷା ଦେଇନାହାନ୍ତି । ସେହିପରି ପ୍ରାୟ ୨ହଜାରରୁୁ ଅଧିକ ୯ମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲକୁ…

Leave a Reply

Your email address will not be published.