10 ହଜାର ରୁଷ ସୈନିକଙ୍କ ଜୀବନ ନେଇଛୁ : ୟୁକ୍ରେନ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ର ଆଜି ହେଉଛି ଦଶମ ଦିନ l ରୁଷ ରାଜଧାନୀ କିଭ ଉପରେ ଆକ୍ରମଣ ଜୋରଦାର କରିଛନ୍ତି l ରାଜଧାନୀ କୁ କବଜା କରିବା ପାଇଁ ନିର୍ଣ୍ଣାୟକ ଲଢେଇ କରିବାକୁ ସ୍ଥିର କରିଛନ୍ତି ପୁଟିନ ସରକାର ଶନିବାର ଦିନ ସକାଳୁ କିଭ ରେ ଆକ୍ରମଣ ର ଶବ୍ଦ ଶୁଣାଯାଇଥିଲା l ରୁଷ ସହ ଯୁଦ୍ଧ ନିମନ୍ତେ ୟୁକ୍ରେନରେ 66 ହଜାର ନାଗରିକ ସ୍ବଦେଶ ଫେରୁଥିବାର ଦେଖାଯାଇଛି l ମିସାଇଲ ମାଡ ରେ ୟୁକ୍ରେନ ଗୋଟିଏ ଗୋଟିଏ ସ୍ଥାନ ଅକ୍ତିଆର କରିଛି l ରୁଷ ର 10 ହଜାର ରୁ ଅଧିକ ସୈନିକଙ୍କ ର ମୃତ୍ୟ ହୋଇଛି ବୋଲି ୟୁକ୍ରେନ ମତ ରଖିଛି l ଏହି ଯୁଦ୍ଧ ରୁଷ ବହୁତ କ୍ଷତି ହୋଇଛି l 10 ହଜାର ସୈନିକ ସହ 40 ଟି ହେଲିକେପ୍ଟର ,269 ଟ୍ୟାଙ୍କ , 2ଟି ଜାହାଜ ଏବଂ 39 ଟି ମିଲିଟାରୀ ପ୍ଲେନ ,ସହ 60 ଟି ଇନ୍ଧନ ଟ୍ୟାଙ୍କ ନଷ୍ଟ ହୋଇଛି l ରୁଷ ସହ ଯୁଦ୍ଧ ପାଇଁ ୟୁକ୍ରେନ ଅନ୍ୟ ଦେଶ ପାଖରେ ସହଯୋଗ ଭିକ୍ଷା ମାଗିଛି l ଅନ୍ୟପଟେ ଶନିବାର ୟୁକ୍ରେନ ରୁ ନାଗରିକ ଙ୍କୁ ବାହାର କରିବା ପାଇଁ ମାନବୀୟ କରିଡ଼ର ଖୋଲିବା ପାଇଁ ଯୁଦ୍ଧ ର ବିରାମ ଘୋଷଣା କରିଛନ୍ତି l

Related post

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ,ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ରାଜ୍ୟର ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରାଗଲା

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ,ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ରାଜ୍ୟର ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ,ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ରାଜ୍ୟର ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରାଗଲା ପାଞ୍ଚଟି ଏନଏସି ଯଥା ବୌଦ୍ଧଗଡ଼ ଆସ୍କା ଛତ୍ରପୁର କରଞ୍ଜିଆ ଓ କଣ୍ଟାବାଞ୍ଝି…
ପ୍ରତାପଙ୍କ ଦ୍ୱାରା ଭତ୍ତା ଓ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ l

ପ୍ରତାପଙ୍କ ଦ୍ୱାରା ଭତ୍ତା ଓ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ l

ମାହାଙ୍ଗା୨୪/୦୨/୨୦୨୪: ମାହାଙ୍ଗାରେ ପ୍ରତାପ ଜେନାଙ୍କ ଲୋକାଭୀମୁଖୀ କାର୍ଯ୍ୟକ୍ରମରେ ହଜାର ହାଜର ଲୋକଙ୍କ ସମାବେଶ l ମାହାଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖ୍ୟ ଶ୍ରୀକୃଷ୍ଣପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ…
ବୌଦ୍ଧ ପୋଲିସ ହାତରେ 10 କୁଇଣ୍ଟାଲ ଗଞ୍ଜେଇ ସହ ଗୋଟିଏ ଟ୍ରକ ଜବତ, ଦୁଇ ଗିରଫ l

ବୌଦ୍ଧ ପୋଲିସ ହାତରେ 10 କୁଇଣ୍ଟାଲ ଗଞ୍ଜେଇ ସହ ଗୋଟିଏ ଟ୍ରକ…

ବୌଦ୍ଧ୨୪/୦୨/୨୦୨୪: ବୌଦ୍ଧ ପୋଲିସ ହାତରେ 10 କୁଇଣ୍ଟାଲ 25 କେଜି ଗଂଜେଇ ଜବତ, ଓ ଗୋଟିଏ ଟ୍ରକ ସହ 2ଜଣ ଅଭିଯୁକ୍ତକୁ ଗିରଫ କରିଛି ବୌଦ୍ଧ ଆଦର୍ଶ ଥାନା…

Leave a Reply

Your email address will not be published. Required fields are marked *