10 ହଜାର ରୁଷ ସୈନିକଙ୍କ ଜୀବନ ନେଇଛୁ : ୟୁକ୍ରେନ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ର ଆଜି ହେଉଛି ଦଶମ ଦିନ l ରୁଷ ରାଜଧାନୀ କିଭ ଉପରେ ଆକ୍ରମଣ ଜୋରଦାର କରିଛନ୍ତି l ରାଜଧାନୀ କୁ କବଜା କରିବା ପାଇଁ ନିର୍ଣ୍ଣାୟକ ଲଢେଇ କରିବାକୁ ସ୍ଥିର କରିଛନ୍ତି ପୁଟିନ ସରକାର ଶନିବାର ଦିନ ସକାଳୁ କିଭ ରେ ଆକ୍ରମଣ ର ଶବ୍ଦ ଶୁଣାଯାଇଥିଲା l ରୁଷ ସହ ଯୁଦ୍ଧ ନିମନ୍ତେ ୟୁକ୍ରେନରେ 66 ହଜାର ନାଗରିକ ସ୍ବଦେଶ ଫେରୁଥିବାର ଦେଖାଯାଇଛି l ମିସାଇଲ ମାଡ ରେ ୟୁକ୍ରେନ ଗୋଟିଏ ଗୋଟିଏ ସ୍ଥାନ ଅକ୍ତିଆର କରିଛି l ରୁଷ ର 10 ହଜାର ରୁ ଅଧିକ ସୈନିକଙ୍କ ର ମୃତ୍ୟ ହୋଇଛି ବୋଲି ୟୁକ୍ରେନ ମତ ରଖିଛି l ଏହି ଯୁଦ୍ଧ ରୁଷ ବହୁତ କ୍ଷତି ହୋଇଛି l 10 ହଜାର ସୈନିକ ସହ 40 ଟି ହେଲିକେପ୍ଟର ,269 ଟ୍ୟାଙ୍କ , 2ଟି ଜାହାଜ ଏବଂ 39 ଟି ମିଲିଟାରୀ ପ୍ଲେନ ,ସହ 60 ଟି ଇନ୍ଧନ ଟ୍ୟାଙ୍କ ନଷ୍ଟ ହୋଇଛି l ରୁଷ ସହ ଯୁଦ୍ଧ ପାଇଁ ୟୁକ୍ରେନ ଅନ୍ୟ ଦେଶ ପାଖରେ ସହଯୋଗ ଭିକ୍ଷା ମାଗିଛି l ଅନ୍ୟପଟେ ଶନିବାର ୟୁକ୍ରେନ ରୁ ନାଗରିକ ଙ୍କୁ ବାହାର କରିବା ପାଇଁ ମାନବୀୟ କରିଡ଼ର ଖୋଲିବା ପାଇଁ ଯୁଦ୍ଧ ର ବିରାମ ଘୋଷଣା କରିଛନ୍ତି l

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *