ଟ୍ରକ ଚକ ତଳେ ଚାପି ହୋଇ ଛାତ୍ରି ର ମୃତ୍ୟୁ , ଘଟଣା ସ୍ଥଳେ ଗାଡି ଚାଳକ ଓ ପୋଲିସ କୁ ନିସ୍ତୁକ ମାଡ଼

ଟ୍ରକ ଚକ ତଳେ ଚାପି ହୋଇ ଛାତ୍ରି ର ମୃତ୍ୟୁ , ଘଟଣା ସ୍ଥଳେ ଗାଡି ଚାଳକ ଓ ପୋଲିସ କୁ ନିସ୍ତୁକ ମାଡ଼

ଟ୍ରକ ଚକ ତଳେ ଚାପି ହୋଇ ଯୁକ୍ତ ଦୁଇ ଛାତ୍ରୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ଟ୍ରକ ଚାଲକ ଓ ପୋଲିସ କୁ ନିସ୍ତୁକ ମାଡ଼ ମାରିଛନ୍ତି ଜନସାଧାରଣ । ଏମିତି ଦୃଶ୍ୟ ଆସିଛି ବରଗଡ ଜିଲ୍ଲା ଗାଇସିଲେଟ ଥାନା ସରଧାପାଲି ଗିରିଧାରୀ କଲେଜ ପାଖରେ । ମୃତ ଛାତ୍ରୀ ଜଣକ ହେଲେ ନୁଆପାଲି ଗ୍ରାମର ଓ ଆଜି ସକାଳୁ ପଢ଼ିବା ପାଇଁ ଘରୁ ସାଇକଲ ଧରି ସାଙ୍ଗ ସାଥିରେ ଆସୁଥିବା ବେଲେ ଏକ ଟ୍ରକ ଧକ୍କା ଦେଇଥିଲା ଯାହା ଫଳରେ ଘଟଣା ସ୍ଥଳେ ଛାତ୍ରି ଙ୍କ ମୃତ୍ୟୁ ଘଟିଛି । ସେପଟେ ଜନସାଧାରଣ ଟ୍ରକ ଚାଳକ କୁ ରଖି ମାଡ଼ ମାରିବା ପୂର୍ବରୁ ଗାଇସିଲେଟ ପୋଲିସ ଘଟଣା ସ୍ଥଳେ ପହଞ୍ଚି ଥିଲା ଏବଂ ଟ୍ରକ ଚାଳକ ସହ ମୃତ ଛାତ୍ରୀ କୁ ଜବତ କରିଥିବା ବେଳେ ଉତ୍ତେଜିତଜ ନସାଧରଣ ପୋଲିସ କୁ ମଧ୍ଯ ନିସ୍ତୁକ ମାଡ଼ ମାରିଥିବା ଚିତ୍ର ଦେଖିବାକୁ ମିଳୁଛି।ବରଗଡ଼ ରୁ ଶ୍ୟାମ ସୁନ୍ଦର ସୁନାଙ୍କ ସହିତ ଶ୍ରୀକାନ୍ତ ମଟାରୀ ରିପୋଟ

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *