ଟ୍ରକ ଚକ ତଳେ ଚାପି ହୋଇ ଛାତ୍ରି ର ମୃତ୍ୟୁ , ଘଟଣା ସ୍ଥଳେ ଗାଡି ଚାଳକ ଓ ପୋଲିସ କୁ ନିସ୍ତୁକ ମାଡ଼

ଟ୍ରକ ଚକ ତଳେ ଚାପି ହୋଇ ଛାତ୍ରି ର ମୃତ୍ୟୁ , ଘଟଣା ସ୍ଥଳେ ଗାଡି ଚାଳକ ଓ ପୋଲିସ କୁ ନିସ୍ତୁକ ମାଡ଼

ଟ୍ରକ ଚକ ତଳେ ଚାପି ହୋଇ ଯୁକ୍ତ ଦୁଇ ଛାତ୍ରୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ଟ୍ରକ ଚାଲକ ଓ ପୋଲିସ କୁ ନିସ୍ତୁକ ମାଡ଼ ମାରିଛନ୍ତି ଜନସାଧାରଣ । ଏମିତି ଦୃଶ୍ୟ ଆସିଛି ବରଗଡ ଜିଲ୍ଲା ଗାଇସିଲେଟ ଥାନା ସରଧାପାଲି ଗିରିଧାରୀ କଲେଜ ପାଖରେ । ମୃତ ଛାତ୍ରୀ ଜଣକ ହେଲେ ନୁଆପାଲି ଗ୍ରାମର ଓ ଆଜି ସକାଳୁ ପଢ଼ିବା ପାଇଁ ଘରୁ ସାଇକଲ ଧରି ସାଙ୍ଗ ସାଥିରେ ଆସୁଥିବା ବେଲେ ଏକ ଟ୍ରକ ଧକ୍କା ଦେଇଥିଲା ଯାହା ଫଳରେ ଘଟଣା ସ୍ଥଳେ ଛାତ୍ରି ଙ୍କ ମୃତ୍ୟୁ ଘଟିଛି । ସେପଟେ ଜନସାଧାରଣ ଟ୍ରକ ଚାଳକ କୁ ରଖି ମାଡ଼ ମାରିବା ପୂର୍ବରୁ ଗାଇସିଲେଟ ପୋଲିସ ଘଟଣା ସ୍ଥଳେ ପହଞ୍ଚି ଥିଲା ଏବଂ ଟ୍ରକ ଚାଳକ ସହ ମୃତ ଛାତ୍ରୀ କୁ ଜବତ କରିଥିବା ବେଳେ ଉତ୍ତେଜିତଜ ନସାଧରଣ ପୋଲିସ କୁ ମଧ୍ଯ ନିସ୍ତୁକ ମାଡ଼ ମାରିଥିବା ଚିତ୍ର ଦେଖିବାକୁ ମିଳୁଛି।ବରଗଡ଼ ରୁ ଶ୍ୟାମ ସୁନ୍ଦର ସୁନାଙ୍କ ସହିତ ଶ୍ରୀକାନ୍ତ ମଟାରୀ ରିପୋଟ

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *