କ୍ରିକେଟର ଏହି ୨ ନିୟମ ପରିବର୍ତନକୁ ନେଇ ଖୁସି ହେଲେ ସଚିନ

କ୍ରିକେଟର ଏହି ୨ ନିୟମ ପରିବର୍ତନକୁ ନେଇ ଖୁସି ହେଲେ ସଚିନ

, ଜାଣନ୍ତୁ ମାଙ୍କଡିଙ୍ଗ କେଚ ଆଉକୁ ନେଇ କଣ କହିଲେ ସଚିନ

ବର୍ତମାନ ଏମସିସି ( ମେରିଲୋବେନ କ୍ରିକେଟ କ୍ଲବ) କ୍ରିକେଟ ନିୟମରେ ବହୁ ସଂଶୋଧନ କରିଛି । ଏହାର କିଛି ନିୟମକୁ ନେଇ ଖୁସି ଥିବା ସଚିନ କହିଥିବା କହିଥଇବାବେଳେ ମଙ୍କଡିଙ୍ଗ କେଚ ଆଉଟକୁ ରନ ଆଉଟ ଘୋଷିତ କରିବାକୁ ଠିକ ବୋଲି କହିଛନ୍ତି ସାଷ୍ଟର ବ୍ଳାଷ୍ଟର ।

ବର୍ତମାନ କ୍ରିକେଟ ନିୟମରେ ବହୁ ନିୟମରେ ସଂଶୋଧନ ଆଣିଛି ଏମସିସି ( ମେରିଲୋବେନ କ୍ରିକେଟ କ୍ଲବ) । କ୍ରିକେଟର ନିୟମକୁ ସଂରକ୍ଷଣ କରୁଥିବା ଏହି କ୍ଲବ କିଛି ଦିନ ତଳେ ମାଙ୍କଡିଙ୍ଗ ଆଉଟ, ଉଆଡବଲ, ଡେଡବଲ, ଲାର ବ୍ୟବହାର ସମେଦ କିଛି ନିୟମରେ ପରିବର୍ତନ ଆଣିଛି ।

ଏହି ସବୁ ନିୟମ ଚଳିତ ବର୍ଷ ଅକ୍ଟୋବର ମାସରୁ ଲାଗୁ ହେବ । ଏହି ନିୟକୁ ନେଇ କିିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ନିଜ ସହମତି ଜଣାଇଛନ୍ତି ।
ସଚିନ ଏକ ଭିଡିଓ ବାର୍ତା ଜାରି କରି ଏହି ସବୁ ନିୟକୁ ଠିକ ବୋଲି କହିଛନ୍ତି । ଯେଉଁଥିରେ ମାଙ୍କଡିଙ୍ଗ ରନଆଉଟ ଆଉଟ କରିବା ଠିକ ବିଷୟ ବୋଲି କହିଥିବାବେଳେ କେଚ ଆଉଟ ପରେ ନୂଆ ବ୍ୟାଟ୍ସମେନ ଷ୍ଟ୍‌ାଇକକୁ ଆସିବା ନିୟକକୁ ସମର୍ଥନ କରିଛନ୍ତି ।

ମାଙ୍କଡିଙ୍ଗକୁ ରନଆଉଟ ଦେବା ନିୟମରେ ମୁଁ ସହମତି ପ୍ରକାଶ କରୁଛି;ସିଚିନ
ସିଚିନ କହିଛନ୍ତି ଯେ ଏମସିସି ( ମେରିଲୋବେନ କ୍ରିକେଟ କ୍ଲବ) ଜାରୀ କରିଥିବା ନିୟମକୁ ନେଇ ଖୁସି ଅଛନ୍ତି ସଚିନ । ଏଥିମଧ୍ୟରୁ ମାଙ୍କଡିଙ୍ଗ ରନ ଆଉଟକୁ ସମର୍ଥନ କରି କହିଛନ୍ତି କି ସେ ସବୁବେଳେ ରନ ଆଉଟ ସମୟରେ ଏଭଳି ମଙ୍କଡେଟ ଆଉଟ ସମ୍ଭୋଧନକୁ ନେଇ କିଛି ସମୟରେ ଅଡୁଆ ଅନୁଭବ କରୁଥିଲେ ବର୍ତମାନ ଏହାକୁ ରନଆଉଟ କୁହାଯାଉଥିବାରୁ ସେ ଖୁସି ଅଛନ୍ତି ।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *