
TPWODL ଜିଏମ୍ ସନ୍ତୋଷ କୁମାର ଦର୍ଜୀଙ୍କ ବିପୁଳ ସଂପତ୍ତି ଠାବ
- Breaking newsଅପରାଧମୁଖ୍ୟ ଖବରରାଜ୍ୟ
- March 11, 2022
- No Comment
- 252
– ।
-ସନ୍ତୋଷଙ୍କ ଘରୁ ନଗଦ ୭ ଲକ୍ଷ ୨୦ ହଜାର ୩୬୦ ଟଙ୍କା ଜବତ ।
-ସମ୍ବଲପୁରରେ ୨ ମହଲା ବିଲ୍ଡିଂ, ଅଇଁଠାପାଲିରେ ୨ଟି ପ୍ଲଟ ଠାବ ।
-୨୦.୫୯ ଲକ୍ଷ ଟଙ୍କାର ସନ୍ତୋଷଙ୍କ ୨ଟି ୪ ଚକିଆ ଗାଡ଼ି ।
-ବ୍ୟାଙ୍କ ଡିପୋଜିଟ୍ ସହ ୨ଟି ବ୍ୟାଙ୍କରେ ୨ଟି ଲକର ଥିବା ସୂଚନା ।