ପଦ୍ମପୁର ପୋଲିସକୁ ପୁଣି ଏକ ସଫଳତା

ପଦ୍ମପୁର ପୋଲିସକୁ ପୁଣି ଏକ ସଫଳତା

ମିଳିଛି ରାୟଗଡା ଜିଲ୍ଲା ପଦ୍ମପୁର ପୋଲିସ କୁ ।ଏକ ଦଶଚକିଆ ଟ୍ରକ HR -73 – 8301ନମ୍ବର ଗାଡ଼ିରେ ରେ ଗଞେଇ ବୋଝେଇ ହେବା କୌଣସି ସୁତ୍ରରୁ ଖବର ପାଇ ପଦ୍ମପୁର ପୋଲିସ ନିଜ ଟିମ୍ ସହ ପହଞ୍ଚି ତିନିଗୋଟି ମୋବାଇଲ, 304 କେଜି ଗଞେଇ ଯାହାର ସରକାରୀ ମୁଲ୍ୟ୍ ଆନୁମାନିକ 152000 ହେବ ସିଜ୍ ହୋଇଛି । ହେଲେ ଏଠି ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଗଞେଇ ଗଛ ବଢିବା ପରେ ପୋଲିସ ବିଭାଗ ଏବଂ ଅବକାରୀ ବିଭାଗ ମିଳିତ ଚଢ଼ାଉ କରି ଗଞେଇ ଗଛ କାଟିବାକୁ ଯାଉଛନ୍ତି ତାହା ପ୍ରକୃତ ରେ ଗଛ କଟା ହେଉଛି ନା ବଣ ଭୋଜି ର ମଜା ନିଆ ଯାଉଛି ।ଯଦି ପ୍ରକୃତରେ ଗଛ କଟା ହୁଅନ୍ତା ତାହା ହେଲେ କୁଆଡୁ ଆସନ୍ତା ଏତେ ପରିମାଣ ର ଗଞେଇ ।ଲୋକଙ୍କ ର ଏହି ପ୍ରଶ୍ନ ମଧ୍ୟ ଏଠି ଯୁକ୍ତି ଯୁକ୍ତ ବୋଲି ଧରାଯିବ । ପଦ୍ମପୁର ରୁ ଦିଲ୍ଲୀପ୍ ସାହୁଙ୍କ ରିପୋର୍ଟ ।

Related post

ଆଜିଠାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ

ଆଜିଠାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ

ଫୋକସ ପ୍ଲସ ୬/୨/୨୩(ବ୍ୟୁରୋ): ଆଜିଠାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ। ବର୍ତ୍ତମାନ ରାଜ୍ୟରେ ଦିନର ତାପମାତ୍ରା ଅଧିକ ରହୁଥିବା ବେଳେ ଆଜିଠାରୁ ଉଭୟ ଦିନ ଓ ରାତିର ତାପମାତ୍ରା…
ପ୍ରେମର ସ୍ୱାଦ ସରିଗଲା ପରେ ଛାଡିଗଲା ପ୍ରେମିକ

ପ୍ରେମର ସ୍ୱାଦ ସରିଗଲା ପରେ ଛାଡିଗଲା ପ୍ରେମିକ

ଫୋକସ ପ୍ଲସ ୬/୨/୨୩(ବ୍ୟୁରୋ):ପ୍ରେମ ଶ୍ବାସତ ଅନାବିଲ,ପ୍ରେମ ମାନେନି ଜାତି ଧର୍ମ, ବର୍ଣ୍ଣ, ଲିଙ୍ଗ ଆଉ ବାଡ଼ବନ୍ଧନ।ପ୍ରେମ କେତେବେଳେ ଯେ କାହା ସହ ହୋଇଯାଏ ତାହା କହିହୁଏ ନାହିଁ।କିନ୍ତୁ ଯେତେବେଳେ…
ଘାତକ ହୋଇପାରେ ଡାର୍କ ଚକୋଲେଟ |

ଘାତକ ହୋଇପାରେ ଡାର୍କ ଚକୋଲେଟ |

ଫୋକସ ପ୍ଲସ ୬/୨/୨୩(ବ୍ୟୁରୋ):ଚକୋଲେଟ ଖାଇବା କାହାର ପସନ୍ଦ ନଥାଏ | ଡାର୍କ ଚକୋଲେଟ୍‌ ଖାଇବା ତ ପ୍ରାୟ ସମସ୍ତଙ୍କୁ ପସନ୍ଦ। ଏହାର ନାଁ ଶୁଣିବା ମାତ୍ରେ ପାଟିରେ ପାଣି…

Leave a Reply

Your email address will not be published.