ଶେରଗଡ଼ ବ୍ଲକ ଅଧକ୍ଷ୍ୟ ହେଲେ କୃଷ୍ଣ ଚନ୍ଦ୍ର ନାୟକ |

ଶେରଗଡ଼ ବ୍ଲକ ଅଧକ୍ଷ୍ୟ ହେଲେ କୃଷ୍ଣ ଚନ୍ଦ୍ର ନାୟକ |

ସମସ୍ତ କଳ୍ପନା ଜଳ୍ପନା ଅନ୍ତ ଘଟାଇ ଶେରଗଡ଼ ବ୍ଲକ ଅଧକ୍ଷ ପଦବୀ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ନାମକୁ ସ୍ପିକୃତି ଦେଲେ ଏବଂ ଗଞ୍ଜାମ ଜିଲ୍ଲାବିଜେଡି ସଭାପତି ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ନାମ ଘୋଷଣା କରିଥିଲେ |ଏହିଅବସର ରେ ଶେରଗଡ଼ ବ୍ଲକ ର ସମସ୍ତ ସମିତି ମେମ୍ବର ଶେରଗଡ଼ ବ୍ଲକ ରେ ନିର୍ବାଚନ ରେ ଭାଗନେଇ ନିଦ୍ୱନ୍ଦ୍ୱ ରେ ଅଧକ୍ଷ୍ୟ ରୂପେ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ଙ୍କୁ ସମର୍ଥନ ଜଣାଇ ଥିଲେ |କୃଷ୍ଣ ଚନ୍ଦ୍ର ନାୟକ ଅଧକ୍ଷ୍ୟ ହେବା ପରେ ଶେରଗଡ଼ ବ୍ଲକ ର ଜନପ୍ରତିନିଧି ଏବଂ ବ୍ଲକ ବାସୀ ଶୁଭେଚ୍ଛା ଜଣାଇଛନ୍ତି | |ଦୀର୍ଘ ତିରିଶ ବର୍ଷ ଧରି ଶେରଗଡ଼ ବ୍ଲକ ରାଜନୀତିରେନିଜ ଥରେ ନାଏବ ସରପଞ୍ଚ,2012ରେ ପୁତୁରା ସରପଞ୍ଚ, 2017ରେ ସ୍ତ୍ରୀ ଙ୍କୁ ସମିତି ମେମ୍ବର ଏବଂ ବର୍ତମାନ ନିଜେ ତାକରଡ଼ା ପଂଚାୟତ ରୁ ବିପୁଳ ଭୋଟ ରେ ବିଜୟୀ ହୋଇ ନିଜ ଦକ୍ଷତା ର ପରିଚୟ ଦେଇଥିଲେ ଯାହାକୁ ଭିତିକରି ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନାୟକଙ୍କୁ ଅଧକ୍ଷ୍ୟ ରୂପେ ଚୟନ କରିଥିଲେ ଏହି ବିଜୟ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ସମସ୍ତ ଶ୍ରେୟ ଦେବା ଶହ ପଂଚାୟତ ବାସୀ ଏବଂ ଶେରଗଡ଼ ବ୍ଲକ ବାସୀଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଦେଇଥିଲେ |

ଶେରଗଡ଼ରୁ ରାଜୀବ କୁମାର ପ୍ରଧାନ ଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *