ଶେରଗଡ଼ ବ୍ଲକ ଅଧକ୍ଷ୍ୟ ହେଲେ କୃଷ୍ଣ ଚନ୍ଦ୍ର ନାୟକ |

ଶେରଗଡ଼ ବ୍ଲକ ଅଧକ୍ଷ୍ୟ ହେଲେ କୃଷ୍ଣ ଚନ୍ଦ୍ର ନାୟକ |

ସମସ୍ତ କଳ୍ପନା ଜଳ୍ପନା ଅନ୍ତ ଘଟାଇ ଶେରଗଡ଼ ବ୍ଲକ ଅଧକ୍ଷ ପଦବୀ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ନାମକୁ ସ୍ପିକୃତି ଦେଲେ ଏବଂ ଗଞ୍ଜାମ ଜିଲ୍ଲାବିଜେଡି ସଭାପତି ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ନାମ ଘୋଷଣା କରିଥିଲେ |ଏହିଅବସର ରେ ଶେରଗଡ଼ ବ୍ଲକ ର ସମସ୍ତ ସମିତି ମେମ୍ବର ଶେରଗଡ଼ ବ୍ଲକ ରେ ନିର୍ବାଚନ ରେ ଭାଗନେଇ ନିଦ୍ୱନ୍ଦ୍ୱ ରେ ଅଧକ୍ଷ୍ୟ ରୂପେ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ଙ୍କୁ ସମର୍ଥନ ଜଣାଇ ଥିଲେ |କୃଷ୍ଣ ଚନ୍ଦ୍ର ନାୟକ ଅଧକ୍ଷ୍ୟ ହେବା ପରେ ଶେରଗଡ଼ ବ୍ଲକ ର ଜନପ୍ରତିନିଧି ଏବଂ ବ୍ଲକ ବାସୀ ଶୁଭେଚ୍ଛା ଜଣାଇଛନ୍ତି | |ଦୀର୍ଘ ତିରିଶ ବର୍ଷ ଧରି ଶେରଗଡ଼ ବ୍ଲକ ରାଜନୀତିରେନିଜ ଥରେ ନାଏବ ସରପଞ୍ଚ,2012ରେ ପୁତୁରା ସରପଞ୍ଚ, 2017ରେ ସ୍ତ୍ରୀ ଙ୍କୁ ସମିତି ମେମ୍ବର ଏବଂ ବର୍ତମାନ ନିଜେ ତାକରଡ଼ା ପଂଚାୟତ ରୁ ବିପୁଳ ଭୋଟ ରେ ବିଜୟୀ ହୋଇ ନିଜ ଦକ୍ଷତା ର ପରିଚୟ ଦେଇଥିଲେ ଯାହାକୁ ଭିତିକରି ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନାୟକଙ୍କୁ ଅଧକ୍ଷ୍ୟ ରୂପେ ଚୟନ କରିଥିଲେ ଏହି ବିଜୟ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ସମସ୍ତ ଶ୍ରେୟ ଦେବା ଶହ ପଂଚାୟତ ବାସୀ ଏବଂ ଶେରଗଡ଼ ବ୍ଲକ ବାସୀଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଦେଇଥିଲେ |

ଶେରଗଡ଼ରୁ ରାଜୀବ କୁମାର ପ୍ରଧାନ ଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ଏ ଯୁଗର ସାବିତ୍ରୀ ।

ଏ ଯୁଗର ସାବିତ୍ରୀ ।

କଳାହାଣ୍ଡି୨୩/୦୨/୨୦୨୪: ଯମଦେବଙ୍କ ପାଖରୁ ମୢତ ସ୍ବାମୀଙ୍କୁ ଫେରି ପାଇ ଥିଲେ ସାବିତ୍ରୀ । ଏ ପୁରାଣର କଥା । କିନ୍ତୁ ମୢତ୍ୟ ମୁଖରେ ପଡି ଥିବା ସ୍ବାମୀଙ୍କୁ ନିଜ…

ଆମର କୋରାପୁଟ ଜିଲ୍ଲା ଆମର ଚାକିରୀ ଆମକୁ ଦିଅ ନାରାରେ କମ୍ପିଲା…

ଜିଲ୍ଲା ଭିଷିକ ନିଯୁକ୍ତି ଦାବିରେ କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ବେକାର ଯୁବା ଯୁବତୀ କୋରାପୁଟ୨୩/୦୨/୨୦୨୪: ଜିଲ୍ଲାରେ ଜୋରଧରିଲା ଜିଲ୍ଲା ଭିଭିକ ନିଯୁକ୍ତି ଦାବି । ଜିଲ୍ଲା ଭିରିକ…
କୋରାପୁଟରେ ଜଳରଙ୍ଗ ଚିତ୍ରଶିଳ୍ପୀ ଶିବିର ଓ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ।

କୋରାପୁଟରେ ଜଳରଙ୍ଗ ଚିତ୍ରଶିଳ୍ପୀ ଶିବିର ଓ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ।

କୋରାପୁଟ୨୩/୦୨/୨୦୨୪: କୋରାପୁଟର ଦେଓମାଳୀ ଠାରେ ଓଡିଶା ଲଳିତ କଳା ଏକାଡେମୀ,ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଏବଂ କୋରାପୁଟ ଜିଲ୍ଲା ପ୍ରଶାସନ ସହଯୋଗରେ ଏକ ରାଜ୍ୟ…

Leave a Reply

Your email address will not be published. Required fields are marked *