ଚୋରି କରିବାକୁ ଆସି ଗାଁ ଲୋକଙ୍କ କାବୁରେ ଚୋର।

ଚୋରି କରିବାକୁ ଆସି ଗାଁ ଲୋକଙ୍କ କାବୁରେ ଚୋର।

ବିଳମ୍ବିତ ରାତିରେ ଦୁଇ ଜଣ ଚୋର ଚୋରି ଉଦ୍ୟମ ବେଳେ ଗାଁ ଲୋକ ଙ୍କ ହାବୁଡ଼ରେ ଧରାପଡିଥିବା ଦେଖାଦେଇଛି।ଧର୍ମଗଡ଼ ଥାନା ଢେକନାଗୁଡ଼ା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି।ସୂଚନା ଯେ ଗତ ବିଳମ୍ବିତ ରାତିରେ ଦୁଇଜଣ ଦୁର୍ବୁତ୍ତ ଢେକନଗୁଡା ଗ୍ରାମରେ ପଶି ଚୋରି ପାଇଁ ଉଦ୍ୟମ କରିଥିଲେ।ଏତିକିବେଳେ ଗାଁ ଲୋକ ଦୁଇ ଜଣ ଙ୍କୁ କାବୁ କରି ଏକ ଖୁଣ୍ଟରେବାନ୍ଧି ତମାମ ରାତି ସାରା ରଖିଥିଲେ। ସକାଳ ସମୟରେ ପୋଲିସ ଖବର ପାଇଁ ବ ଦୁଇ ଦୁର୍ବୁତ୍ତ ଙ୍କୁ ଥାନା କୁ ନେଇଥିବା ବେଳେ ଅଧିକ ତଦନ୍ତ କରୁଥିବା ଜଣା ପଡୁଛି।ତେବେ ଦୁର୍ବୁତ୍ତ ମାନେ କୋକସରା ଥାନା ଅନ୍ତର୍ଗତ ଝରିଆଗୁଡା ଗ୍ରାମର ସଚିନ୍ଦ୍ର ବଛା ଓ ଜ୍ୟୋତିରଞ୍ଜନ ପଟ୍ଟନାୟକ ବୋଲି ଜଣାପଡିଛି।
କଳାହାଣ୍ଡି ଧର୍ମଗଡ଼ ରୁ ସେତୁରାମ ଭକ୍ତ ଙ୍କ ରିପୋର୍ଟ ଫୋକସ ପ୍ଳସ

Related post

ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ l

ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ l

ଫୋକସ ପ୍ଲସ 29/11/22 (ପାଲଲହଡା):ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ ଖମାର ହସ୍ପିଟାଲ ଭର୍ତ୍ତି lପାଲଲହଡା ଉପଖଣ୍ଡ ରଜଡ଼ଙ୍ଗ ପଞ୍ଚାୟତ ରଜଡଙ୍ଗ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ…
ଯୁବକ ଙ୍କୁ ନିର୍ମମ ହତ୍ୟା

ଯୁବକ ଙ୍କୁ ନିର୍ମମ ହତ୍ୟା

ଫୋକସ ପ୍ଲସ 29/11/22 (କୋକସରା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମହୁଳମୁଣ୍ଡା ଗାଁରେ ଜଣେ ଯୁବକ ଙ୍କୁ ନିର୍ମମ ହତ୍ୟା ଅଭିଯୋଗ ପରେ କୋକସରା ପୁଲିସ ଘଟଣା…
ଔଷଧ ପୋଡ଼ି ଦେଲେ ଶିକ୍ଷା ବିଭାଗ କର୍ମଚାରୀ।

ଔଷଧ ପୋଡ଼ି ଦେଲେ ଶିକ୍ଷା ବିଭାଗ କର୍ମଚାରୀ।

ଫୋକସ ପ୍ଲସ 29/11/22 ( ଜଗତସିଂହପୁର): ଛାତ୍ରଛାତ୍ରୀ ମାନଙ୍କ ଶାରୀରିକ ବିକାଶ ପାଇଁ ବିଦ୍ୟାଳୟ ମାନଙ୍କୁ ଭିଟାମିନ ଔଷଧ ପ୍ରଦାନ କରିଛନ୍ତି।ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏହି ଔଷଧ…

Leave a Reply

Your email address will not be published.