ଚୋରି କରିବାକୁ ଆସି ଗାଁ ଲୋକଙ୍କ କାବୁରେ ଚୋର।

ଚୋରି କରିବାକୁ ଆସି ଗାଁ ଲୋକଙ୍କ କାବୁରେ ଚୋର।

ବିଳମ୍ବିତ ରାତିରେ ଦୁଇ ଜଣ ଚୋର ଚୋରି ଉଦ୍ୟମ ବେଳେ ଗାଁ ଲୋକ ଙ୍କ ହାବୁଡ଼ରେ ଧରାପଡିଥିବା ଦେଖାଦେଇଛି।ଧର୍ମଗଡ଼ ଥାନା ଢେକନାଗୁଡ଼ା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି।ସୂଚନା ଯେ ଗତ ବିଳମ୍ବିତ ରାତିରେ ଦୁଇଜଣ ଦୁର୍ବୁତ୍ତ ଢେକନଗୁଡା ଗ୍ରାମରେ ପଶି ଚୋରି ପାଇଁ ଉଦ୍ୟମ କରିଥିଲେ।ଏତିକିବେଳେ ଗାଁ ଲୋକ ଦୁଇ ଜଣ ଙ୍କୁ କାବୁ କରି ଏକ ଖୁଣ୍ଟରେବାନ୍ଧି ତମାମ ରାତି ସାରା ରଖିଥିଲେ। ସକାଳ ସମୟରେ ପୋଲିସ ଖବର ପାଇଁ ବ ଦୁଇ ଦୁର୍ବୁତ୍ତ ଙ୍କୁ ଥାନା କୁ ନେଇଥିବା ବେଳେ ଅଧିକ ତଦନ୍ତ କରୁଥିବା ଜଣା ପଡୁଛି।ତେବେ ଦୁର୍ବୁତ୍ତ ମାନେ କୋକସରା ଥାନା ଅନ୍ତର୍ଗତ ଝରିଆଗୁଡା ଗ୍ରାମର ସଚିନ୍ଦ୍ର ବଛା ଓ ଜ୍ୟୋତିରଞ୍ଜନ ପଟ୍ଟନାୟକ ବୋଲି ଜଣାପଡିଛି।
କଳାହାଣ୍ଡି ଧର୍ମଗଡ଼ ରୁ ସେତୁରାମ ଭକ୍ତ ଙ୍କ ରିପୋର୍ଟ ଫୋକସ ପ୍ଳସ

Related post

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର  ସ୍ଥାନ ପାଇଛି ମୋ ଓଡିଶା

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ…

ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ…
ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ଫୋକସ ପ୍ଲସ 1/4/23(ବ୍ୟୁରୋ): ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ରାଉତରାୟପୁର ସରପଂଚ ସ୍ୱର୍ଣଲତା ସାହୁ ଙ୍କ କଥା। ଅଭିଯୋଗ ଅନୁଯାୟୀ ସରପଞ୍ଚ ସ୍ୱର୍ଣଲତା ସାହୁ ପଞ୍ଚାୟତ…
ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

Leave a Reply

Your email address will not be published. Required fields are marked *