
ଗୀତାଞ୍ଜଳି ମହାପାତ୍ର ଙ୍କ ନିଷ୍ଟାର ସହ କାର୍ଯ୍ୟ କ୍ରମ କୁ ଦେଖି ଆଜି ସମ୍ମାନିତ
- Breaking newsକରୋନାମୁଖ୍ୟ ଖବରରାଜନୀତିରାଜ୍ୟ
- March 16, 2022
- No Comment
- 137
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ବଡଗଡ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଆଜି ବିଶ୍ଵ ଟୀକାକରଣ ଦିବସ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡକ୍ଟର ଅମିତ୍ କୁମାର ପଣ୍ଡା ଯୋଗ ଦେଇଥିଲେ ସୋରଡ଼ା ଏନ୍ ଏ ସି ର 7ୱାର୍ଡ ର ଆଶା କର୍ମୀ କରାଯାଇଥିଲା ସୋରଡ଼ା ରୁ କୋରେଶ୍ ମହାପାତ୍ର ଙ୍କ ରିପୋର୍ଟ୍ ଫୋକଶ୍ ପ୍ଲସ