ଗୀତାଞ୍ଜଳି ମହାପାତ୍ର ଙ୍କ ନିଷ୍ଟାର ସହ କାର୍ଯ୍ୟ କ୍ରମ କୁ ଦେଖି ଆଜି ସମ୍ମାନିତ

ଗୀତାଞ୍ଜଳି ମହାପାତ୍ର ଙ୍କ ନିଷ୍ଟାର ସହ କାର୍ଯ୍ୟ କ୍ରମ କୁ ଦେଖି ଆଜି ସମ୍ମାନିତ

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ବଡଗଡ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଆଜି ବିଶ୍ଵ ଟୀକାକରଣ ଦିବସ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡକ୍ଟର ଅମିତ୍ କୁମାର ପଣ୍ଡା ଯୋଗ ଦେଇଥିଲେ ସୋରଡ଼ା ଏନ୍ ଏ ସି ର 7ୱାର୍ଡ ର ଆଶା କର୍ମୀ କରାଯାଇଥିଲା ସୋରଡ଼ା ରୁ କୋରେଶ୍ ମହାପାତ୍ର ଙ୍କ ରିପୋର୍ଟ୍ ଫୋକଶ୍ ପ୍ଲସ

Related post

ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆଶାରାମ ବାପୁ

ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆଶାରାମ ବାପୁ

ଫୋକସ ପ୍ଲସ ୩୧/୧/୨୩(ବ୍ୟୁରୋ):ଆତ୍ମଘୋଷିତ ବାବା ଆଶାରାମ ବାପୁ ୧୦ ବର୍ଷ ପୁରୁଣା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁଜରାଟର ଗୋଟିଏ କୋର୍ଟ ଆଶାରାମକୁ ଦୋଷୀ ସାବ୍ୟସ୍ତ…
ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ପ୍ରିୟଙ୍କାଙ୍କ ଝିଅ ମାଳତୀର ଫଟୋ

ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ପ୍ରିୟଙ୍କାଙ୍କ ଝିଅ ମାଳତୀର ଫଟୋ

ଫୋକସ ପ୍ଲସ ୩୧/୧/୨୩(ବ୍ୟୁରୋ):ଅଭିନେତ୍ରୀ ପ୍ରିୟଙ୍କାଙ୍କ ଝିଅ ଅବିକଳ ନିକ ଜୋନାସଙ୍କ ଭଳି ଦେଖାଯାଉଛନ୍ତି | ପ୍ରିୟଙ୍କା ସୋସିଆଲ ମିଡିଆରେ ଝିଅ ମାଳତୀର ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି।…
ପ୍ରଶ୍ନପତ୍ର ଲିକ ଘଟଣାରେ ଶିକ୍ଷକ ଗିରଫ

ପ୍ରଶ୍ନପତ୍ର ଲିକ ଘଟଣାରେ ଶିକ୍ଷକ ଗିରଫ

ଫୋକସ ପ୍ଲସ ୩୧/୧/୨୩(ମାଲକାନଗିରି):ପ୍ରଶ୍ନ ପତ୍ର ଲିକ ଘଟଣାରେ ଗିରଫ ହେଲେ ମାଲକାନଗିରି ଶିକ୍ଷକ l ଗୁଜରାଟରୁ ମାଲକାନଗିରି ଲମ୍ବିଛି ବଡ ଧରଣର ପ୍ରଶ୍ନପତ୍ର ସ୍କାମ। ଗୁଜରାଟ ପଞ୍ଚାୟତ ସର୍ଭିସ…

Leave a Reply

Your email address will not be published.