
ପୁରୀ ମେରାଇନ ଥାନା ବାଲିଘାଟ ସୁଭଦ୍ରା ନଗରରେ ହତ୍ୟାକାଣ୍ଡ ବାପା, ମାଆ, ସାନଭାଇ ଓ ସ୍ତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ବଡ଼ପୁଅ
- Breaking newsଅପରାଧମୁଖ୍ୟ ଖବରରାଜ୍ୟ
- March 17, 2022
- No Comment
- 148
ପୁଅର କଟୁରି ଚୋଟରେ ବୃଦ୍ଧା ମାଆ ମୃତ, ଅନ୍ୟ ୩ ଗୁରୁତର ଆହତ
ପରିବାରର ସବୁ ଗୁରୁତର ଆହତ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି.