ଓଡ଼ିଶାର ଅଙ୍ଗନୱାଡ଼ି ଦିଦିଙ୍କୁ କେନ୍ଦ୍ର ସରକାର ମୋଟ ୮୧୧୬୫ଟି ସ୍ମାର୍ଟଫୋନ୍

ଓଡ଼ିଶାର ଅଙ୍ଗନୱାଡ଼ି ଦିଦିଙ୍କୁ କେନ୍ଦ୍ର ସରକାର ମୋଟ ୮୧୧୬୫ଟି ସ୍ମାର୍ଟଫୋନ୍

ଯୋଗାଇ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପୋଷଣ ଅଭିଯାନ ଅନ୍ତର୍ଗତ ଅଙ୍ଗନୱାଡ଼ି କର୍ମୀଙ୍କୁ ଡିଜିଟାଲ ସଶକ୍ତିକରଣ କରିବା ସହ ପିଲାମାନଙ୍କର ସ୍ୱାସ୍ଥ୍ୟ ଅଭିବୃଦ୍ଧି ଉପରେ ନଜର ରଖିବାକୁ ଏହି ସ୍ମାର୍ଟଫୋନ୍ ଯୋଗାଇ ଦିଆଯାଇଛି।

Related post

ଭୟଙ୍କର ଗ୍ରୀଷ୍ମ ପ୍ରବହାରେ ଅସ୍ତବ୍ୟସ୍ତ ଜନ ଜୀବନ

ଭୟଙ୍କର ଗ୍ରୀଷ୍ମ ପ୍ରବହାରେ ଅସ୍ତବ୍ୟସ୍ତ ଜନ ଜୀବନ

ଫୋକସ ପ୍ଲସ 24/5/22(କଳାହାଣ୍ଡି): ତତଲା କଡେଇରେ ସିଜୁଛି ଲୋକଙ୍କ ଜିବନ ଏଆଡ଼େ ଗଲେ ଗରମ୍ ସେଆଡ଼େ ଗଲେ ଗରମ୍ ତେବେ ଦେଖିବା କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ରୁ…
ଠକି ନେଲା ଗରିବଙ୍କ ଝାଳ ବୁହା ଟଙ୍କା ।

ଠକି ନେଲା ଗରିବଙ୍କ ଝାଳ ବୁହା ଟଙ୍କା ।

ଫୋକସ ପ୍ଲସ 24/5/22(ଅନୁଗୁଳ): ଦିନ ମଜୁରିଆଙ୍କ ସଞ୍ଚୟ ଅର୍ଥକୁ ଲୁଟିନେଲା ସାଇ ପ୍ରସାଦ ପ୍ରପଟିଜ୍ ଲିମିଟେଡ଼ ଫାଇନାନ୍ସ ସଂସ୍ଥା , ମିଳିଥିବା ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲା ବଅଁରପାଳ…
କମିଲା ଖାଇବା ତୈଳ ଦର

କମିଲା ଖାଇବା ତୈଳ ଦର

ଫୋକସ୍ ପ୍ଲସ (ନୂଆଦିଲ୍ଲୀ) 24/5/22: ଦରଦାମ୍ ବୃ୍‌ଦ୍ଧି ରୁ ସାଧାରଣ ଲୋକ କିଛି ମାତ୍ରାରେ ମୁକ୍ତି ପାଇବା ପରି ମନେହୁଛି । ଦୁଇ ଦିନ ପୂର୍ବେ ସରକାର ପେଟ୍ରୋଲ…

Leave a Reply

Your email address will not be published.