ରୁଷିଆ ବିରୋଧରେ ଭୋଟ ଦେଲେ ଭାରତ ର ବିଚାରପତି

ୟୁକ୍ରେନ ଆକ୍ରମଣ ପାଇଁ ରୁଷିଆ କୁ ଏକଘରକିଆ କରିବାକୁ ଆମେରିକା ଓ ସହଯୋଗୀ ରାଷ୍ଟ୍ର ଉଦ୍ୟମ କରୁଛନ୍ତି l ଫଳରେ ଆମେରିକା ଓ କେତେକ ୟୁରୋପିଆ ଦେଶ କୁ ଗୁପ୍ତ ଭାବେ ସହାୟତା କରୁଥିବା ରୁଷୀୟ ନାଗରିକ ଙ୍କୁ ସେ ଦେଶଦ୍ରୋହୀ ଆଖ୍ୟ ଦେଇ ସେମାନଙ୍କ ମୂଳପୋଛ କରିବା ନିମନ୍ତେ ପୁଟିନ ଏକ ଟେଲିଭିଜନ ରେ ଭିଡିଓ କନଫରେନ୍ସ ବାର୍ତ୍ତାରେ ଅଭିଯୋଗ ଆଣିଛନ୍ତି l ରୁଷିଆ ନାଗରିକ ବିଶ୍ୱାସଘାତକ ଙ୍କ ଉପରେ ଛେପ ପକାଇବା ଉଚିତ l ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ ) ରେ ୟୁକ୍ରେନ ଆକ୍ରମଣ ମାମଲା ରେ ଶୁଣାଣି ବେଳେ ରୁଷିଆ ବିରୋଧରେ ଭୋଟ ଦେଇଛନ୍ତି ଭାରତରୁ ପ୍ରତିନିଧିତ୍ୱ କରୁଥିବା ବିଚାରପତି ଜଷ୍ଟିସ ଦଲବୀର ଭଣ୍ଡାରୀ ଙ୍କ ମତଦାନ କୁ ବିଭିନ ମହଲରୁ ପ୍ରଶଂସା ସୁଅ ଛୁଟୁଛି l ପ୍ରଥମେ ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ l 2012 ରେ ସେ ପ୍ରଥମ ଥର ପାଇଁ ଆଇସିଜେ କୁ ନିର୍ବାଚିତ ହୋଇଥିଲେ 2018 ରେ ଶେଷ ହୋଇଥିଲା

Related post

ନିଳମାଧବ ପାଇଲେ ବିଶ୍ଵବିଦ୍ୟାଳୟ ସ୍ତରୀୟ ଏନ୍ଏସ୍ଏସ୍ ଆୱାର୍ଡ଼

ନିଳମାଧବ ପାଇଲେ ବିଶ୍ଵବିଦ୍ୟାଳୟ ସ୍ତରୀୟ ଏନ୍ଏସ୍ଏସ୍ ଆୱାର୍ଡ଼

ଫୋକସ ପ୍ଲସ (ସୋରଡ଼ା): ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଅଧୀନରେ ଓଡ଼ିଶା ରାଜ୍ୟ ଜାତୀୟ ସେବା ଯୋଜନାର ୫୩ ତମ ପ୍ରତିଷ୍ଠା ଦିବସ ସମାରୋହରେ ବ୍ରହ୍ମପୁର…
ବିବାହ କରିବେ ରିଚା ଚଢା ଏବଂ ଅଲି ଫୈସଲ

ବିବାହ କରିବେ ରିଚା ଚଢା ଏବଂ ଅଲି ଫୈସଲ

ଫୋକସ ପ୍ଲସ(ବ୍ୟୁରୋ): ବହୁ ବର୍ଷର ପ୍ରେମ ସମ୍ପର୍କ ପରେ ଏବେ ବିବାହ କରିବାକୁ ଯାଉଛନ୍ତି ବଲିଉଡ଼ର ଏହି ଚର୍ଚ୍ଚିତ ଯୋଡି ରିଚା ଚଢା ଏବଂ ଅଲି ଫୈସଲ |ସେପ୍ଟେମ୍ବର…
ନଦୀରେ ଭାସୁଛି ମହିଳାଙ୍କ ଅର୍ଦ୍ଧଦଗ୍ଧ ଗଳିତ ଶବ

ନଦୀରେ ଭାସୁଛି ମହିଳାଙ୍କ ଅର୍ଦ୍ଧଦଗ୍ଧ ଗଳିତ ଶବ

ଫୋକସ ପ୍ଲସ(ଅସ୍ତରଙ୍ଗ): ଅସ୍ତରଙ୍ଗ ଦେଵୀ ନଦୀରେ ଭାସୁଛି ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ଗଳିତ ଶବ |କେହି ହତ୍ୟା କରି ନଦୀରେ ଫିଙ୍ଗିଦେବା ସନ୍ଦେହ ।ଖବର ପାଇ ଅସ୍ତରଙ୍ଗ ମେରାଇନି…

Leave a Reply

Your email address will not be published.