୧୦ କିଲୋ ଗୋମାଂସ ସହ ଲୁନା ଜବତ ଜଣେ ଅଟକ

 ୧୦ କିଲୋ ଗୋମାଂସ ସହ ଲୁନା ଜବତ ଜଣେ ଅଟକ

ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚଡ଼ିଆପଦା ଗ୍ରାମରେ ଜଣେ ଯୁବକ ଗୋମାଂସ ୧ କିଲୋ ଲେଖାଏଁ ୧୦ଟି ପଲିଥିନ ଜରିରେ ଭର୍ତ୍ତି କରି ବିକ୍ରି କରିବାକୁ ନେଉଥିବା ବେଳେ ବଜରଙ୍ଗି ଦଳ ହାତରେ ଧରା ପଡ଼ିଥିଲେ। ଯୁବକଙ୍କୁ ଅଟକ ରଖି ବଜରଙ୍ଗି ଦଳର କର୍ମୀମାନେ ମୋହନା ଥାନାକୁ ଖବର ଜଣାଇବା ପରେ ଘଟଣା ସ୍ଥଳରେ ମୋହନା ପୁଲିସ ପହଞ୍ଚି ଲୁନା ଗାଡ଼ି ନଂ (ଓଡ଼ି୦୭ଜେଡ଼ଠ୯୫୨)ସହ ୧୦ କିଲୋ ଗୋମାଂସ ଓ ଯୁବକଙ୍କୁ ଆଣି ଅଟକ ରଖିବା ସହ ଥାନା କେଶ ନଂ୪୩/୨୨ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସୁଜିତ କୁମାର ନାୟକ କହିଛନ୍ତି। ଗଜପତି ଜିଲ୍ଲା ମୋହନା ରୁ ଯୋଗେନ୍ଦ୍ର କୁମାର ରଥ

Related post

ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆଶାରାମ ବାପୁ

ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆଶାରାମ ବାପୁ

ଫୋକସ ପ୍ଲସ ୩୧/୧/୨୩(ବ୍ୟୁରୋ):ଆତ୍ମଘୋଷିତ ବାବା ଆଶାରାମ ବାପୁ ୧୦ ବର୍ଷ ପୁରୁଣା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁଜରାଟର ଗୋଟିଏ କୋର୍ଟ ଆଶାରାମକୁ ଦୋଷୀ ସାବ୍ୟସ୍ତ…
ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ପ୍ରିୟଙ୍କାଙ୍କ ଝିଅ ମାଳତୀର ଫଟୋ

ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ପ୍ରିୟଙ୍କାଙ୍କ ଝିଅ ମାଳତୀର ଫଟୋ

ଫୋକସ ପ୍ଲସ ୩୧/୧/୨୩(ବ୍ୟୁରୋ):ଅଭିନେତ୍ରୀ ପ୍ରିୟଙ୍କାଙ୍କ ଝିଅ ଅବିକଳ ନିକ ଜୋନାସଙ୍କ ଭଳି ଦେଖାଯାଉଛନ୍ତି | ପ୍ରିୟଙ୍କା ସୋସିଆଲ ମିଡିଆରେ ଝିଅ ମାଳତୀର ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି।…
ପ୍ରଶ୍ନପତ୍ର ଲିକ ଘଟଣାରେ ଶିକ୍ଷକ ଗିରଫ

ପ୍ରଶ୍ନପତ୍ର ଲିକ ଘଟଣାରେ ଶିକ୍ଷକ ଗିରଫ

ଫୋକସ ପ୍ଲସ ୩୧/୧/୨୩(ମାଲକାନଗିରି):ପ୍ରଶ୍ନ ପତ୍ର ଲିକ ଘଟଣାରେ ଗିରଫ ହେଲେ ମାଲକାନଗିରି ଶିକ୍ଷକ l ଗୁଜରାଟରୁ ମାଲକାନଗିରି ଲମ୍ବିଛି ବଡ ଧରଣର ପ୍ରଶ୍ନପତ୍ର ସ୍କାମ। ଗୁଜରାଟ ପଞ୍ଚାୟତ ସର୍ଭିସ…

Leave a Reply

Your email address will not be published.