ଥୁଆମୂଳ ରାମପୁର ଥାନା ଏ ଏସ ଆଇ ଭିଜିଲାନ୍ସ ହାତରେ ଧରାପଡିଲାପରେ ଏବେ ଥୁଆମୂଳ ରାମପୁର ଅଞ୍ଚଳର ଲାଞ୍ଜୁଆ ଅଫିସର ଙ୍କୁ କୁକୋୟା ଭୟ ସୃଷ୍ଟି ହେଲାଣି ।

ଥୁଆମୂଳ ରାମପୁର ଥାନା ଏ ଏସ ଆଇ ଭିଜିଲାନ୍ସ ହାତରେ ଧରାପଡିଲାପରେ ଏବେ ଥୁଆମୂଳ ରାମପୁର ଅଞ୍ଚଳର ଲାଞ୍ଜୁଆ ଅଫିସର ଙ୍କୁ କୁକୋୟା ଭୟ ସୃଷ୍ଟି ହେଲାଣି ।

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସରକାରୀ ବଷ୍ଟାଣ୍ଡ ପାଖରେ ଥୁଆମୂଲ୍ ରାମପୁର ଥାନା A SI ରମେଶ ଚନ୍ଦ୍ର ପଟ୍ଟନାୟକ। ଜଣକ ଠାରୁ ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଭିଜିଲାନ୍ସ DSP ସଦାନନ୍ଦ ପାଣି ଙ୍କ ନେତୃତ୍ୱରେ ASI ରମେଶ ଚନ୍ଦ୍ର ପଟ୍ଟନାୟକ ଧରାପଡିଲେ। ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲହରା ଯୋର ଗାଁ ର ପବିତ୍ର ନାଏକ ନାମକ ଜଣେ ମଦକୋଠୀ ବେପାରୀ ଙ୍କ ଠାରୁ ମଙ୍ଗଳବାର ଦିନ ଲାଞ୍ଚ ନେବା ସମୟରେ ଧରାପଡିଲେ ଭବାନୀ ପାଟଣା । ମଦ କୋଠୀ ବ୍ୟାବସାୟିକ ଙ୍କୁ ଭବାନୀ ପାଟଣା ସହରକୁ

ଡକାଇ ଟଙ୍କା ମା ଗିଥିବା ବେଳେ ପୋଲିସ ବାବୁ ଜଣେ ଟଙ୍କା ଧରି ଚମ୍ପଟ ମାରିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଲେ। ଥୁଆମୂଳ ରାମପୁର ପୋଲିସ ବିଭାଗ କୁ ପୋଲିସ ପୋଷାକ ରେ ଲାଗିଲା ଏକ କଳଙ୍କିତ ର ଦାଗ ପୋଲିସ ର ଏଭଳି କାର୍ଯ୍ୟ କଳାପକୁନେଇ ବଡ଼ ପ୍ରଶ୍ନ ବାଚୀସୃଷ୍ଟି ହେଉଛି। ଗତ କିଛି ଦିନ ତଳେ ମଦ କୋଠୀ ବ୍ୟାବସାୟି ଜଣକ ଥୁଆମୂଳ ରାମପୁର ପୋଲିସ ବିଭାଗ ହାତରେ ଧରାପଡିଥିଲେ ମାମଲା କୁ ରଫାଦଫା କରି ବା ପାଇଁ ପୋଲିସ ବାବୁ ଜଣେ ଗେମ୍ ପ୍ଳାନ୍ ପ୍ରସ୍ତୁତ କରିଥିଲେ କିନ୍ତୁ ପୋଲିସ ବାବୁ ରମେଶ ଚନ୍ଦ୍ର ପଟ୍ଟନାୟକ ଙ୍କ ସବୁ ଗେମ୍ ପ୍ଳାନ୍ ଫେଲମାରିଲା ଶେଷରେ ଭିଜିଲାନ୍ସ ଜାଲରେ ଫଜିଜାଇ ଛଟପଟ ହୋଇ ତ୍ରାହି ତ୍ରାହି ଡାକି ଚିତ୍କାର କଲେ । ରକ୍ଷକ ଯଦି ଭୋକ୍ଷକ ସାଜୁଛି ତାହେଲେ ସାଧାରଣ ଲୋକଙ୍କୁ କେଉଁ ଭଳି ନ୍ୟାୟ ମିଳିପାରୁ ଥିବ ତାହା ଏଥିରୁ ହଁ ଜଣାପଡୁଛି। ଛଟିଆ ମଦ କୋଠୀ ବ୍ୟାବସାୟି ଙ୍କ ଠାରୁ ପୋଲିସ ଯଦି ଧମକ ଚମକ ଦେଖାଇ ଦାଦା ବୋଟି ଆଦାୟ କରେ ତାହେଲେ ଥୁଆମୂଳ ରାମପୁର ପୋଲିସ ବଡ଼ ବଡ଼ ଅପରାଧୀ ମାନଙ୍କ ପାଇଁ କେଉଁ ଭଳି ସବୁ ଦଣ୍ଡ ବିଧାନ ଆଇନ ରେ ଗିରଫ କରି ଅପରାଧୀଙ୍କୁ ଦେଉଛନ୍ତିଦଣ୍ଡ ଏହାକୁ ନେଇ ଅଞ୍ଚଳରେ ଯୋରଦାର ଚର୍ଚ୍ଚା ଚାଲିଛି। ଥୁଆମୂଳ ରାମପୁର ପୋଲିସ ର ଏଭଳି କାର୍ଯ୍ୟ କଳାପକୁନେଇ ବଡ଼ ପ୍ରଶ୍ନ ବାସୀ ସୃଷ୍ଟି ହେଉଛି ଏହି ଘଟଣାରେ ଆଉ କେଉଁମାନେ ସଂପୃକ୍ତି ରହିଛନ୍ତି ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ଘଟଣା ପଦ୍ଧାଫାଶ ହୋଇ ପାରିବ ବୋଲି ଥୁଆମୂଳ ରାମପୁର ଅଞ୍ଚଳ ବାସୀଙ୍କ ଦାବି ହେଉଛି। ଭିଜିଲାନ୍ସ ଜାଲରେ ଥୁଆମୂଳ ରାମପୁର ଥାନା ଲାଞ୍ଜୁଆ ଏ ଏସ୍ ଆଇ ଗିରଫ ହେଲା ପରେ ଏବେ ଥୁଆମୂଳ ରାମପୁର ଅଞ୍ଚଳର ଲାଞ୍ଜୁଆ ଅଫିସର ମାନଙ୍କୁ କୋକୁୟା ଭୟ ସୃଷ୍ଟି ହେଲାଣି । ତେବେ ଦେଖିବାକୁ ବାକି ରହିଲା ଥୁଆମୂଳ ରାମପୁର ପୋଲିସ ସାଧାରଣ ଲୋକଙ୍କ ଠାରୁ ଲାଞ୍ଚ ନେବା ବନ୍ଦ କରିତ ।

ଥୁଆମୂଳ ରାମପୁର ବ୍ଲକ ରୁ ବିର ବଜରଙ୍ଗ ଚାରୁ ମଜୁମଦାର ନାଏକ ଙ୍କ ରିପୋର୍ଟ ଫୋକସ୍ ପ୍ଳସ୍

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *