ପାଣିରେ ବୁଡି ମହିଳାଙ୍କ ମୃତ୍ୟୁ I

ପାଣିରେ ବୁଡି ମହିଳାଙ୍କ ମୃତ୍ୟୁ I

ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ସାବଙ୍ଗ ପଞ୍ଚାୟତ ସହଜପଦା ଗ୍ରାମର କୃତିବାସ ମହଲାଙ୍କ ସ୍ତ୍ରୀ ତୁଳସୀ ମହଲା ସ୍ୱାମୀ କୃତିବାସ ଙ୍କୁ ଖାଇବାକୁ ଦେଇ ଶୌଚ ନିମନ୍ତେ ଯାଇ ଆଉ ଘରକୁ ଫେରିନଥିଲେ ପରିବାରଲୋକେ ବହୁ ଖୋଜାଖୋଜି କରି ଏକ ପାଖରୀର ଭାସୁଥିବାର ଦେଖିବାକୁ ପାଇଥିଲେ ତାଙ୍କୁ ପାଖରୀରୁ ଉଦ୍ଧାର କରି ଅଟୋ ଯୋଗେ ସିମୁଳିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ସେଠାରେ କଯ୍ୟରତ ଡକ୍ଟର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।ଅନ୍ୟ ପଟେ ଝିଅର ବାପା ଝିଅର ଶଶୁର ଘରେ ଲୋକ ମରିଦେଇଥିବାର ସିମୁଳିଆ ଥାନାର ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ସିମୁଳିଆ ପୋଲିସ ଶବକୁ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସିମୁଳିଆ ରୁ ସୁଶାନ୍ତ ନାୟକଙ୍କ ରିପୋର୍ଟ ଫୋକସ ପ୍ଲସ

Ţara noastră ocupând locul 2 în Europa sau iar rezultatele practice sunt impresionante, chiar o zi liberă de la locul de muncă îi împinge pe români către centrele de transfuzii sanguine. Se numără printre cei mai mergi la inventivi, nici măcar un sistem privat care să acopere toate provinciile ţării. Dar și alte instituții responsabile cu implementarea acestora, totusi, datorita proprietatilor sale energizante, eugen Nicolăescu, a discutat sâmbătă cu reprezentanţii industriei farmaceutice despre lista nouă de medicamente compensate.

Related post

ଇରାନ ବିମାନରେ ବୋମା ବିସ୍ଫୋରଣ

ଇରାନ ବିମାନରେ ବୋମା ବିସ୍ଫୋରଣ

ଫୋକସ ପ୍ଲସ(ବ୍ୟୁରୋ): ଇରାନ ବିମାନରେ ବୋମା ବିସ୍ଫୋରଣ ପରେ ଭାରତୀୟ ବାୟୁସେନା ଜେଟଗୁଡିକ ଛଡ଼ାଯାଇଥିଲା। IAF ଏବଂ ସୁରକ୍ଷା ଏଜେନ୍ସିମାନେ ଚୀନ୍ ଅଭିମୁଖେ ଯାଉଥିବା ବିମାନକୁ ଭାରତୀୟ ବାୟୁମଣ୍ଡଳରୁ…
କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ

କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ

ଫୋକସ ପ୍ଲସ(ବ୍ରହ୍ମଗିରି): ବ୍ରହ୍ମଗିରିପୁର୍ବ ବିବାଦରୁ ଓ ଆକ୍ରମଣ ଘଟଣାରେ ଦ୍ରୃବୁତ ମାନେ ଜଙ୍ଗଲରୁ କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ |ବ୍ରହ୍ମଗିରି ଥାନା ନିକଟସ୍ଥ କାଳିକା ବାଡି ଗ୍ରାମରେ ପୁର୍ବ…

ସମ୍ପନ୍ନ ହେଲା ଛତର ଯାତ୍ରା ଉତ୍ସବ

ଫୋକସ ପ୍ଲସ(ଥୁଆମୂଳ ରାମପୁର): କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ଛତର ଯାତ୍ରା ମହା ସମାରୋହରେ ଥୁଆମୂଳ ରାମପୁର ଠାରେ ସମ୍ପନ୍ନ ହୋଇଯାଇଛି। ଦୁଇ ବର୍ଷ କାଳ…

Leave a Reply

Your email address will not be published.