ଫାଲକନ ଫିଇଡ୍ସ ସମ୍ମୁଖରେ ସଡ଼କ ଦୁର୍ଘଟଣା ଦୁଇ ଗୁରୁତ୍ୱର ।

ଫାଲକନ ଫିଇଡ୍ସ ସମ୍ମୁଖରେ ସଡ଼କ ଦୁର୍ଘଟଣା ଦୁଇ ଗୁରୁତ୍ୱର ।

ଟ୍ରକ କୁ ପିଟିଲା ଟ୍ରକ ଦୁଇ ଗୁରୁତ୍ୱର ଟାଙ୍ଗି ମେଡିକାଲରେ ଭର୍ତ୍ତି । ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଫାଲକନ ଫିଇଡ୍ସ ସମ୍ମୁଖରେ । ସୂଚନାଯୋଗ୍ୟ ଯେ ଫାଲକନ ଫିଇଡିସ୍ ସମ୍ମୁଖରେ ଠିଆ ହୋଇଥିବା ଏକ ଆଇରନ ବୋଝେଇ ଟ୍ରକ ପଛକୁ ଧକ୍କା ଦେଲା ଆଉ ଏକ ଅଣ୍ଡା ବୋଝେଇ ଟ୍ରକ , ଧକ୍କା ଦେଇଥିବା ଟ୍ରକ ଆନ୍ଦ୍ରାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ଘଟିଥିଲା ଦୁର୍ଘଟଣା ଦୁଇ ଗୁରୁତ୍ୱର। ଘଟଣା ସ୍ତଳରେ କୁହୁଡ଼ି ଫାଣ୍ଡି ଅଧିକାରୀପୋଲିସ ପହଞ୍ଚି ପ୍ରସନ୍ନ କୁମାର ଜେନା ରାସ୍ତା ସ୍ୱାଭାବିକ କରିବା ସହ ଦୁର୍ଘଟଣା ବ୍ୟକଙ୍କୁ ଟାଙ୍ଗି ମେଡିକାଲ ପହଞ୍ଚାଇବା ବେବସ୍ଥା କରିଛନ୍ତି ଆମ୍ବୁଲାନ୍ସ ସାହାଯ୍ୟରେ ।

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *