ଚମ୍ପୁଆ ଏନଏସି ଫଳାଫଳ- ବିଜେଡି ର ବାଜିମାତ

ଚମ୍ପୁଆ ଏନଏସି ଫଳାଫଳ- ବିଜେଡି ର ବାଜିମାତ

ଚମ୍ପୁଆ ତା ୨୬/୩.ଚମ୍ପୁଆ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ନିର୍ବାଚନ ଦାୟିତ୍ଵ ଅଧିକାରୀ ତହସିଲଦାର ସାଇ ସ୍ମିତା ହୋତା ସୂଚାରୁ ରୁପେ ହୋଇଛି ବୋଲି ମତ ଦେଇଛନ୍ତି ।ବିଜେଡି କାଉନସିଲର ପ୍ରାର୍ଥୀ ୧୩ଟି ସହ ଅଧ୍ଯକ୍ଷ ପ୍ରାର୍ଥୀ ମଧ୍ୟ ବିଜେଡି ହାତକୁ ଯାଇଛି ।୧ନଂ ୱ ୲ର୍ଡଛତ୍ରପତି ନାଏକ, ୱ।ର୍ଡ ନଂ ୨ରଞ୍ଜିତା ନା ଏକ, ୱ ୲ର୍ଡ ନଂ ୩ ମହମ୍ମଦ ସାରିକ ରାସିଦ, ୱ ୲ର୍ଡ଼ ନଂ ୪ମହମ୍ମଦ ଇମରାନWord ନ୫ସାକିବ ସାର ୱ। ର, ୬ନଂ ଶ୍ରୀମତି ସୁମିତ୍ରା ବେହେରା, ୭ନଂ ଶ୍ରୀମତି ସାଗରିକା ନାଏକ, ୮ନଂ ସବିତା ଗାଗରାଇ,୯ନଂ ରମାକାନ୍ତ ଦେହୁରୀ, ୧୦ ନଂ ସତ୍ୟଜିତ ନାଏକ, ୧୧ନଂଦିପା ମଣି ଦେହୁରୀ, ୧୨ନଂ ରଶ୍ମିରେଖା ତପନ,୧୩ ନଂ ସୁନିତା ମହାକୁଡ ସମସ୍ତ ବିଜେଡି ପ୍ରାର୍ଥୀ ବିଜୟ ଲାଭ କରିଥିଲାବେଳେ ବିଜେଡି ଅଧ୍ଯକ୍ଷ ପ୍ରାର୍ଥୀ ମଧ୍ୟ ଗିରିଜା ଶଙ୍କର ସାହୁ ବିଜୟ ଲାଭ କରିଥିବା ସରକାରୀ ସୂତ୍ରରୁ ପ୍ରକାଶ ହୋଇଛି। ବିଜେଡି ବିପୁଳ ବିଜୟକୁ ନେଇ ବିଜୟ ଅଧ୍ୟକ୍ଷ ପ୍ରାର୍ଥୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏ ଆର୍ଶୀବାଦର ଫଳ ମାନ୍ୟବର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ତଥା ଚମ୍ପୁଆ ପୂର୍ବତନ ବିଧାୟକ ଓ ଜନପ୍ରିୟ ନେତା ସହ ଜଗତ ଜନନୀ ସେବା ଟ୍ରଷ୍ଟ ଅଧ୍ୟକ୍ଷ ସନାତନ ମହାକୁଡଙ୍କର ଅନ୍ୟ ପକ୍ଷରେ ଚମ୍ପୁଆ ଏନଏସି ଭୋଟର ମାନଙ୍କ ଆର୍ଶୀବାଦ ବୋଲି କହିଛନ୍ତି । ତେବେ ଚମ୍ପୁଆ ବାସୀଙ୍କର ଉନ୍ନତି ଦିଗରେ ମୋର ଲକ୍ଷ୍ୟ ନେଇ ମିଶି କାମ କରିବୁ ବୋଲି ପ୍ରକାଶ କରିଛନ୍ତି। ବିଜୟ ଘୋଷଣା ପରେ ଏକ ବିରାଟ ରାଲିରେ ଚମ୍ପୁଆ ବଜାର ତଥା ବିଭିନ୍ନ ୱ।ର୍ଡ ବୁଲି ଥିଲେ ।

Related post

ଟାଟା ଷ୍ଟିଲ ମେରାମଣ୍ଡଳି ପକ୍ଷରୁ ମେଗା କ୍ରୀଡା କାର୍ଯକ୍ରମ

ଟାଟା ଷ୍ଟିଲ ମେରାମଣ୍ଡଳି ପକ୍ଷରୁ ମେଗା କ୍ରୀଡା କାର୍ଯକ୍ରମ

ଫୋକସ ପ୍ଲସ ୬/୨/୨୩(ଢେଙ୍କାନାଳ): ଆଜି ଟାଟା ଷ୍ଟିଲ ମେରାମଣ୍ଡଳି ପକ୍ଷରୁ ଏକ ମେଗା କ୍ରୀଡା କାର୍ଯକ୍ରମ ଆୟୋଜିତ ହୋଇଥିଲା ଏହି କାର୍ଯକ୍ରମରେ ରନ-ଏ-ଥନର ତୃତୀୟ ସଂସ୍କରଣରେ ୩୫୦୦ ଜଣ…
ଆଜିଠାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ

ଆଜିଠାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ

ଫୋକସ ପ୍ଲସ ୬/୨/୨୩(ବ୍ୟୁରୋ): ଆଜିଠାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ। ବର୍ତ୍ତମାନ ରାଜ୍ୟରେ ଦିନର ତାପମାତ୍ରା ଅଧିକ ରହୁଥିବା ବେଳେ ଆଜିଠାରୁ ଉଭୟ ଦିନ ଓ ରାତିର ତାପମାତ୍ରା…
ପ୍ରେମର ସ୍ୱାଦ ସରିଗଲା ପରେ ଛାଡିଗଲା ପ୍ରେମିକ

ପ୍ରେମର ସ୍ୱାଦ ସରିଗଲା ପରେ ଛାଡିଗଲା ପ୍ରେମିକ

ଫୋକସ ପ୍ଲସ ୬/୨/୨୩(ବ୍ୟୁରୋ):ପ୍ରେମ ଶ୍ବାସତ ଅନାବିଲ,ପ୍ରେମ ମାନେନି ଜାତି ଧର୍ମ, ବର୍ଣ୍ଣ, ଲିଙ୍ଗ ଆଉ ବାଡ଼ବନ୍ଧନ।ପ୍ରେମ କେତେବେଳେ ଯେ କାହା ସହ ହୋଇଯାଏ ତାହା କହିହୁଏ ନାହିଁ।କିନ୍ତୁ ଯେତେବେଳେ…

Leave a Reply

Your email address will not be published.