ଭଦ୍ରକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେଲେ ଗୁଲମୁକି ଦଲଓ୍ବାଜି

ଭଦ୍ରକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେଲେ ଗୁଲମୁକି ଦଲଓ୍ବାଜି

ଭଦ୍ରର ପୌରପାଳିକା ନିର୍ବାଚନରେ ଅଧ୍ୟକ୍ଷା ଭାବେ ସ୍ବାଧୀନ ପ୍ରାର୍ଥିନୀ ଗୁଲମୁକି ଦଲଓ୍ବାଜି ୩୨୫୬ ଖଣ୍ଡ ଭୋଟ ବ୍ୟବଧାନରେ ନିକଟତମ ବିଜେଡ଼ି ପ୍ରାର୍ଥନୀ ସମିତା ମିଶ୍ରଙ୍କ ଠାରୁ ବିଜୟୀ ହୋଇଛନ୍ତି | ଗୁଲମୁକି ଦଲଓ୍ବାଜିଙ୍କୁ ମୋଟ ୨୮୧୧୫ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡ଼ି ପ୍ରାର୍ଥିନୀ ସମିତା ମିଶ୍ର ୨୪୮୫୯ ଖଣ୍ଡ ଭୋଟ ପାଇଛନ୍ତି |

Related post

କାଳ ବୈଶାଖୀ ରେ ଭାଙ୍ଗିଲା ବାସଗୃହ

କାଳ ବୈଶାଖୀ ରେ ଭାଙ୍ଗିଲା ବାସଗୃହ

ଫୋକସ ପ୍ଲସ 25/5/22(ପାତ୍ରପୁର): ଗତ କାଲି ର ପ୍ରଚଣ୍ଡ କାଳବୈଶାଖୀ ରେ ପାତ୍ରପୁର ବ୍ଲକ ଜରଡ଼ା ପଞ୍ଚାୟତ ଅନ୍ତର୍ଗତ ବଂଶୀ ଗାଁ ରାଧା ଶବର ଙ୍କ ଘର ସମ୍ପୂର୍ଣ୍ଣ…
ଅସହାୟ ବିକୃତ ମାନସିକ ଯୁବକ ର ଯତ୍ନ କଲେ ମାତୃଭୂମି ଫାଉଣ୍ଡେସନ

ଅସହାୟ ବିକୃତ ମାନସିକ ଯୁବକ ର ଯତ୍ନ କଲେ ମାତୃଭୂମି ଫାଉଣ୍ଡେସନ

ଫୋକସ ପ୍ଲସ 25/5/22(ଡେରା): ତାଳଚେର ହାଣ୍ଡିଧୂଆଁ ଗ୍ରାମର ଅସହାୟ ବିକୃତ ମାନସିକ ଯୁବକ ଟୁକୁନା ବେହେରାର ଯତ୍ନ ନେଲା ମାତୃଭୂମି ଫାଉଣ୍ଡେସନ।ସୂଚନା ଥାଉକି ଦୀର୍ଘ ପାଞ୍ଚ ବର୍ଷ ହେବ…
ବଢୁଛି ଡ୍ରପ ଆଉଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା, ଚିନ୍ତାରେ ଶିକ୍ଷା ବିଭାଗ

ବଢୁଛି ଡ୍ରପ ଆଉଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା, ଚିନ୍ତାରେ ଶିକ୍ଷା ବିଭାଗ

ଫୋକସ ପ୍ଲସ 25/5/22(ଅନଗୁଳ):ଚଳିତ ବର୍ଷ ଅନୁଗୋଳ ଜିଲ୍ଲାରେ ୮୮୪ ଜଣ ଛାତ୍ରଛାତ୍ରୀ ୧୦ମ ପରୀକ୍ଷା ଦେଇନାହାନ୍ତି । ସେହିପରି ପ୍ରାୟ ୨ହଜାରରୁୁ ଅଧିକ ୯ମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲକୁ…

Leave a Reply

Your email address will not be published.