ଆଉ 6 ମାସ ପାଇଁ ମାଗଣା ରାସନ ଦେବ କେନ୍ଦ୍ର

ଆଉ 6 ମାସ ପାଇଁ ମାଗଣା ରାସନ ଦେବ କେନ୍ଦ୍ର

ଆଉ 6 ମାସ ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା l ଆସନ୍ତା ସେପ୍ଟେମ୍ବର 2022 ପଯ୍ୟନ୍ତ ଏହି ଯୋଜନା ର ଅବଧି କୁ ବୁଦ୍ଧି କରିଛନ୍ତି କେନ୍ଦ୍ରସରକାର l ଏ ନେଇ କେନ୍ଦ୍ର କେନ୍ଦ୍ର ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରାଳୟ ନିଷ୍ପତି ନେଇଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ଏ ନେଇ ଟୁଇଟ କରିଛନ୍ତି l ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ରେ ପ୍ରତେକ ପରିବାର ମୁଣ୍ଡ ପିଛା 5 କେଜିର ମାଗଣା ରେ ରାସନ ପ୍ରଦାନ କରାଯାଉଛି l ଦେଶ ର ପାଖାପାଖି 80 କୋଟିରୁ ଅଧିକ ଲୋକ ଏଥିରେ ଉପକୃତ ହେଉଛି l ଏହି ପଞ୍ଚମ ପର୍ଯ୍ୟାୟ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିବା ଥିବା ବେଳେ ଏହାର ଅବଧି ବୁଦ୍ଧି କରାଯାଇଅଛି l କରୋନା ମହାମାରୀ ପାଇଁ ଗରିବ ଲୋକ ସ୍ୱାର୍ଥ ଦୁଷ୍ଟି ରୁ 2020 ଏପ୍ରିଲ ମାସ ରେ ଏହି ଯୋଜନା କେନ୍ଦ୍ର ଆରମ୍ଭ କରିଥିଲେ l

PMGKAY କୁ ବିଶ୍ୱ ର ସର୍ବବୃହତ ଖାଦ୍ୟ ନିରାପତ୍ତା ଯୋଜନା ବୋଲି କୁହାଯାଉଥିବା ବେଳେ ଆସନ୍ତା 6 ମାସ ଲାଗି

 

ସରକାର ଙ୍କୁ ଏବାବଦ କୁ 80 ହଜାର କୋଟି ଟଙ୍କା ଖର୍ଚ୍ଚ ହେବ

Related post

ଏ ଯୁଗର ସାବିତ୍ରୀ ।

ଏ ଯୁଗର ସାବିତ୍ରୀ ।

କଳାହାଣ୍ଡି୨୩/୦୨/୨୦୨୪: ଯମଦେବଙ୍କ ପାଖରୁ ମୢତ ସ୍ବାମୀଙ୍କୁ ଫେରି ପାଇ ଥିଲେ ସାବିତ୍ରୀ । ଏ ପୁରାଣର କଥା । କିନ୍ତୁ ମୢତ୍ୟ ମୁଖରେ ପଡି ଥିବା ସ୍ବାମୀଙ୍କୁ ନିଜ…

ଆମର କୋରାପୁଟ ଜିଲ୍ଲା ଆମର ଚାକିରୀ ଆମକୁ ଦିଅ ନାରାରେ କମ୍ପିଲା…

ଜିଲ୍ଲା ଭିଷିକ ନିଯୁକ୍ତି ଦାବିରେ କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ବେକାର ଯୁବା ଯୁବତୀ କୋରାପୁଟ୨୩/୦୨/୨୦୨୪: ଜିଲ୍ଲାରେ ଜୋରଧରିଲା ଜିଲ୍ଲା ଭିଭିକ ନିଯୁକ୍ତି ଦାବି । ଜିଲ୍ଲା ଭିରିକ…
କୋରାପୁଟରେ ଜଳରଙ୍ଗ ଚିତ୍ରଶିଳ୍ପୀ ଶିବିର ଓ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ।

କୋରାପୁଟରେ ଜଳରଙ୍ଗ ଚିତ୍ରଶିଳ୍ପୀ ଶିବିର ଓ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ।

କୋରାପୁଟ୨୩/୦୨/୨୦୨୪: କୋରାପୁଟର ଦେଓମାଳୀ ଠାରେ ଓଡିଶା ଲଳିତ କଳା ଏକାଡେମୀ,ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଏବଂ କୋରାପୁଟ ଜିଲ୍ଲା ପ୍ରଶାସନ ସହଯୋଗରେ ଏକ ରାଜ୍ୟ…

Leave a Reply

Your email address will not be published. Required fields are marked *