ଆଉ 6 ମାସ ପାଇଁ ମାଗଣା ରାସନ ଦେବ କେନ୍ଦ୍ର

ଆଉ 6 ମାସ ପାଇଁ ମାଗଣା ରାସନ ଦେବ କେନ୍ଦ୍ର

ଆଉ 6 ମାସ ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା l ଆସନ୍ତା ସେପ୍ଟେମ୍ବର 2022 ପଯ୍ୟନ୍ତ ଏହି ଯୋଜନା ର ଅବଧି କୁ ବୁଦ୍ଧି କରିଛନ୍ତି କେନ୍ଦ୍ରସରକାର l ଏ ନେଇ କେନ୍ଦ୍ର କେନ୍ଦ୍ର ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରାଳୟ ନିଷ୍ପତି ନେଇଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ଏ ନେଇ ଟୁଇଟ କରିଛନ୍ତି l ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ରେ ପ୍ରତେକ ପରିବାର ମୁଣ୍ଡ ପିଛା 5 କେଜିର ମାଗଣା ରେ ରାସନ ପ୍ରଦାନ କରାଯାଉଛି l ଦେଶ ର ପାଖାପାଖି 80 କୋଟିରୁ ଅଧିକ ଲୋକ ଏଥିରେ ଉପକୃତ ହେଉଛି l ଏହି ପଞ୍ଚମ ପର୍ଯ୍ୟାୟ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିବା ଥିବା ବେଳେ ଏହାର ଅବଧି ବୁଦ୍ଧି କରାଯାଇଅଛି l କରୋନା ମହାମାରୀ ପାଇଁ ଗରିବ ଲୋକ ସ୍ୱାର୍ଥ ଦୁଷ୍ଟି ରୁ 2020 ଏପ୍ରିଲ ମାସ ରେ ଏହି ଯୋଜନା କେନ୍ଦ୍ର ଆରମ୍ଭ କରିଥିଲେ l

PMGKAY କୁ ବିଶ୍ୱ ର ସର୍ବବୃହତ ଖାଦ୍ୟ ନିରାପତ୍ତା ଯୋଜନା ବୋଲି କୁହାଯାଉଥିବା ବେଳେ ଆସନ୍ତା 6 ମାସ ଲାଗି

 

ସରକାର ଙ୍କୁ ଏବାବଦ କୁ 80 ହଜାର କୋଟି ଟଙ୍କା ଖର୍ଚ୍ଚ ହେବ

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *