ଉତ୍ତର, ପଶ୍ଚିମ ଏବଂ କେନ୍ଦ୍ରୀୟ ଭାରତର କିଛି ଅଂଶରେ ଅତ୍ୟଧିକ ଉତ୍ତାପ; ଭାରତୀୟ ପାଣିପାଗ ଭିଭାଗ ର ପୂର୍ବାନୁମାନ

ଆସନ୍ତା ଦିନ ପାଇଁ ଉତ୍ତର, ପଶ୍ଚିମ କେନ୍ଦ୍ରୀୟ ଭାରତର କିଛି ଅଂଶରେ ଅତ୍ୟଧିକ ଉତ୍ତାପ ବୁଦ୍ଧି ହେବ ବୋଲି ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ ଏହି ଅଞ୍ଚଳରେ ଯଥା ରାଜସ୍ଥାନ, ଗୁଜୁରାଟ, ହରିୟାଣା, ପଞ୍ଜାବ, ଦିଲ୍ଲୀ, ଜମ୍ମୁକାଶ୍ମୀର , ହିମାଚଳ, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶର କିଛି ଅଂଶ ରେ ତାପମାତ୍ରା ବଢିବl IMD ଦ୍ୱାରା ପୂର୍ବାନୁମାନ ଅନୁଯାୟୀ ନିକଟ ଭବିଷ୍ୟତରେ ଏହି ଅଞ୍ଚଳରେ କୌଣସି ବର୍ଷା ହେବାର ସମ୍ଭାବନା ନାହିଁ | ଏହା କେତେ ଦିନ ଧରି ଏହିପରି ରହିବ ତାହା ସ୍ପଷ୍ଟ ହୋଇପାରିନି l

Related post

ଧାରଣା ରେ ବସିଲେ ଜମୀହରାମାନେ

ଧାରଣା ରେ ବସିଲେ ଜମୀହରାମାନେ

ଚାଳିଷ ବର୍ଷ ପୂର୍ବେ ପାରାଦ୍ବୀପ ବୃହତ୍ ସାର କାରଖାନା ପିପିଏଲ କମ୍ପାନୀ ଜମୀହରାମାନଙ୍କୁ ଦେଇଥିବା ପ୍ରତିଶୃତି ପୁରଣ ନକରିବାରୁ ପିପିଏଲ୍ ଫାଟକ ବନ୍ଦ କରାଯାଇଛି, ଜମିହରା କାରୀମାନଙ୍କ ଦାବି…
ବିନା ନୋଟିସ ରେ ଚାଲିଛି ମାସିକ ସଭା

ବିନା ନୋଟିସ ରେ ଚାଲିଛି ମାସିକ ସଭା

ଫୋକସ ପ୍ଲସ 24/5/22(ସମ୍ବଲପୁର): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଭରତାପୁର ଗ୍ରାମପଞ୍ଚାୟତ ରେ ବିନା ନୋଟିସ ରେ ଚାଲିଥିଲା ମାସିକ ସଭା |ଏହି ସଭା ରେ ପାତର…
ଭୟଙ୍କର ଗ୍ରୀଷ୍ମ ପ୍ରବହାରେ ଅସ୍ତବ୍ୟସ୍ତ ଜନ ଜୀବନ

ଭୟଙ୍କର ଗ୍ରୀଷ୍ମ ପ୍ରବହାରେ ଅସ୍ତବ୍ୟସ୍ତ ଜନ ଜୀବନ

ଫୋକସ ପ୍ଲସ 24/5/22(କଳାହାଣ୍ଡି): ତତଲା କଡେଇରେ ସିଜୁଛି ଲୋକଙ୍କ ଜିବନ ଏଆଡ଼େ ଗଲେ ଗରମ୍ ସେଆଡ଼େ ଗଲେ ଗରମ୍ ତେବେ ଦେଖିବା କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ରୁ…

Leave a Reply

Your email address will not be published.