2 ବର୍ଷର ବ୍ୟବଧାନ ପରେ ଆଜିଠାରୁ ଆନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ କରିବ ଭାରତ |

2 ବର୍ଷର ବ୍ୟବଧାନ ପରେ ଆଜିଠାରୁ ଆନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ କରିବ ଭାରତ |

କରୋନା ମହାମାରୀ ଦ୍ୱାରା ଦୁଇ ବର୍ଷର ବ୍ୟବଧାନ ପରେ ଭାରତ ମାର୍ଚ୍ଚ 27 ରୁ ନିର୍ଦ୍ଧାରିତ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ କରିବ। ସର୍ବଭାରତୀୟ ସ୍ତରରେ ଟୀକାକରଣ କଭରେଜକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି।ଏଥି ସହ ବିମାନ ବନ୍ଦର ଏବଂ ବିମାନ ଉଡାଣ ରେ କୋଭିଡି ନିୟମ କୁ କୋହଳ କରାଯାଇଛି l ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ର ନୂତନ ନିୟମ ଅନୁଯାଇ ,କ୍ୟାବିନ କୁ ସଦସ୍ୟମାନେ ବ୍ୟକ୍ତିଗତ ସାମ୍ରଗୀ (ପିପିଏ ) କିଟ ପିନ୍ଧିବା ଆବଶ୍ୟକ ନାହିଁ ଏବଂ ଆବଶ୍ୟକ ସ୍ଥଳେ ବିମାନବନ୍ଦରରେ ସୁରକ୍ଷା କର୍ମୀମାନେ ଯାତ୍ରୀଙ୍କ ଯାଞ୍ଚ ଆରମ୍ଭ କରିପାରିବେl ତେବେ କେନ୍ଦ୍ର ସରକାର କହିଛି ଯେ ବିମାନବନ୍ଦରରେ ଏବଂ ବିମାନ ଉଡ଼ାଣ ସମୟରେ ଫେସ ମାସ୍କ ପିନ୍ଧିବା ଏବଂ ହାତର ସ୍ୱଚ୍ଛତା /ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକl

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *